Home Middle

କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍‌: ନିଜେ କଲେ ଖୁଲାସା

ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ…

ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି

ଭୁବନେଶ୍ୱର,୯ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା…

ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…

ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ ହୋଇଥାଏ।…

ହାତଯୋଡ଼ି ବିଜୁ ପରିବାରକୁ କ୍ଷମା ମାଗିଲେ ପାଣ୍ଡିଆନ

ଭୁବନେଶ୍ୱର,୯ା୬: କାର୍ତ୍ତିକ ପାଣ୍ଡିଆନ ରବିବାର ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ସେ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ମୋ’ ପାଇଁ ବିଜୁ ଜନତା ଦଳ ବହୁତ କ୍ଷତି ସହିଛି। ନବୀନ…

ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ

ଭୁବନେଶ୍ୱର,୯।୬: ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ତଥା ବିଜୁ ପରିବାର…

ଆସିଲା ତାଲିକା…ମୋଦି ୩.୦ କ୍ୟାବିନେଟ୍‌ରେ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ, ଦେଖନ୍ତୁ… 

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ…

ଆସିଲା ନିର୍ଦ୍ଦେଶ, ଏହି ଦିନ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର, ୯।୬: ରାଜ୍ୟରେ ଗ୍ରୀଷ୍ମ ଛୁଟି ସରି ଆସୁଥିବାବେଳେ ଆସନ୍ତା ୧୭ ତାରିଖରୁ ସ୍କୁଲ ଖୋଲିବ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ…

କେନ୍ଦ୍ରମନ୍ତ୍ରୀ ହେବେ ଧର୍ମେନ୍ଦ୍ର, ଜାଣନ୍ତୁ ଓଡ଼ିଶାରୁ କିଏ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬: ସମ୍ବଲପୁର ଏମ୍‌ପି ଧମେନ୍ଦ୍ର ପ୍ରଧାନଙ୍କୁ ପିଏମ୍‌ ଅଫିସରୁ ରବିବାର ଫୋନ୍‌ ଆସିଛି। ତେବେ ଏହି କଲ୍‌ ଆସିବା ପରେ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଧର୍ମେନ୍ଦ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତି ତେବେ ଓଡ଼ିଶାର…

ଧମେନ୍ଦ୍ରଙ୍କୁ ଆସିଲା ଫୋନ୍‌ କଲ୍‌, ମିଳିବ କି ବଡ଼ ମନ୍ତ୍ରୀପଦ

ନୂଆଦିଲ୍ଲୀ,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ…

ମୋଦିଙ୍କ ବାସଭବନରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ,୯ା୬: ମୋଦିଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନେତାଙ୍କ ଭିଡ଼ ଲାଗିଛି। ଜଣଙ୍କ ପରେ ଜଣେ ଏନ୍‌ଡିଏ ଏମ୍‌ପି ପହଞ୍ଚିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ଅର୍ଜୁନ ମେଘଓ୍ବାଲ, ଶିବରାଜ ଚୌହାନ ପ୍ରମୁଖ ଅଛନ୍ତି। କୁମାରସ୍ୱାମୀ, ସିନ୍ଦିଆ, ମନୋହର…

ଭାଜପା ଖାତାକୁ ଯିବ ଏସବୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯ା୬: ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଏନେଇ…

ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଆସିଲା ଫୋନ, ମିଳିବ ଏହି ମନ୍ତ୍ରୀପଦ!

ଭୁବନେଶ୍ୱର,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri