Home Middle

ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ…

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳିପଡ଼ିଲେ ଅତିରିକ୍ତ ଜିଲାପାଳ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୭: ଗଜପତି ଜିଲା ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତଃ ଦାସ ଜଣେ ନିଷ୍ଠାପର, ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ…

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲାପାଳ

ଗଜପତି,୧୧।୭(ଗିରିଧାରୀ ପରିଚ୍ଛା): ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ…

ନଗର ଉନ୍ନୟନ ବିଭାଗରୁ ମାଥିଭାଥାନନ, କ୍ରୀଡ଼ା ବିଭାଗରୁ ଭିନିଲକ୍ରିଷ୍ଣାଙ୍କୁ ହଟାଇଲେ

ଭୁବନେଶ୍ୱର,୧୧ା୭ (ଅନିଲ ଦାସ) ରାଜ୍ୟରେ ପ୍ରଥମ ଥର କ୍ଷମତାକୁ ଫେରିଥିବା ଭାଜପା ସରକାର ଆଇଏଏସ୍‌ ଅଫିସର ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଇଏଏସ୍‌ ଅଫିସର ଜି.ମାଥିଭାଥାନନ୍‌,…

ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

ଭୁବନେଶ୍ୱର,୧୧ା୭(ଅନିଲ ଦାସ)ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କାର ଏକ ସ୍ବତନ୍ତ୍ର ପାଣ୍ଠି(କର୍ପସ ଫଣ୍ଡ) ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ…

ଭାଜପା ସରକାରରେ ଆଇଏଏସ ସ୍ତରରେ ପ୍ରଥମ ବଡ଼ ଅଦଳବଦଳ

ଭୁବନେଶ୍ୱର, ୧୦।୭: ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ସରକାର। ବିଜେଡି ସରକାରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ପଦବୀରେ ଥିବା ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ଅଧିକାରୀ ନିକୁଞ୍ଜ…

ବିହାରରେ ମୁସଲମାନଙ୍କ ପାଇଁ ଟିକେଟ୍‌ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ଜାଣନ୍ତୁ କାହାର ବଢ଼ିବ ଟେନ୍‌ସନ୍‌

ପାଟ୍‌ନା,୧୦ା୭: ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଏଥିସହିତ ବହୁ ସଂଖ୍ୟାରେ ମୁସଲମାନଙ୍କୁ ଟିକେଟ୍‌ ଦେବାକୁ ଘୋଷଣା କରି ପ୍ରଶାନ୍ତ କିଶୋର ଚର୍ଚ୍ଚାକୁ ଆସିଛନ୍ତି। ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି…

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା

ସମ୍ବଲପୁର,୧୦ା୭: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ବର୍ଷକ ପରେ ଜିଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା…

ଦୋଷ ମାନିଲା ଏନ୍‌ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ

ନୂଆଦିଲ୍ଲୀ,୧୦।୭: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ,…

ଶେଷ ହେବ ୟୁକ୍ରେନ ଯୁଦ୍ଧ

ହଙ୍ଗେରୀ/ନୂଆଦିଲ୍ଲୀ,୧୦ା୭: ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମରଙ୍କ ସହ ହୋଇଥିବା ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆର ପରିସ୍ଥିତି ସମେତ ବିଶ୍ୱରେ ଚାଲିଥିବା ବିବାଦ ଉପରେ ଆଲୋକପାତ କରିଛନ୍ତି। ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି ମଧ୍ୟ ହୋଇଥିଲା।…

ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି

ଭୁବନେଶ୍ୱର,୧୦।୭: ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ…

ପହଣ୍ଡି ଅଘଟଣ ନେଇ ଗଜପତି ମହାରାଜ କହିଲେ ଏହି ବଡ଼ କାରଣ…

ପୁରୀ,୧୦ା୭: ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri