Home Middle

ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; SBI-PNB ସହିତ ସମସ୍ତ ନେଣଦେଣ ତତ୍କାଳ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪।୦୮: ଏକ ବଡ ନିଷ୍ପତ୍ତି ନେଇ କର୍ଣ୍ଣାଟକ ସରକାର ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ସମସ୍ତ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ…

ନୂଆ ଦେଶ ଗଠନ କରିବାକୁ ଚାହୁଁଛି ବାଂଲାଦେଶ, ଭାରତର ଏହି ସବୁ ରାଜ୍ୟକୁ ନେବା ପାଇଁ ଚଳାଇଛି ମସୁଧା

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶରେ ଶେଖ୍‌ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ସଂଗଠନ ଏକ ନୂତନ…

କ’ଣ ଏହି ‘ବାଂଲାଦେଶୀ ପ୍ଲାନ୍‌’, ଯାହାକୁ ନେଇ ବଢୁଛି ଭାରତର ଟେନ୍‌ସନ୍‌

ଢାକା,୧୪ା୮: ବାଂଲାଦେଶରେ ଶେଖ୍‌ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ଉଭୟ ସଂଗଠନ…

ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି!

ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ…

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କରୁ ଆଶ୍ୱସ୍ତି ପାଇନାହାଁନ୍ତି। ବୁଧବାର କେଜ୍‌ରିୱାଲଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ…

ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି …

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସଭାକୁ କିଏ ଯିବେ ସେ ନେଇ  ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ  ନିକଟରେ  ବିଜେଡି ଛାଡ଼ି ଭାଜପାରେ ମିଶିଥିବା ମମତା ମହନ୍ତଙ୍କ ନାଁ  ରହିଛି।…

ସାହସିକତା ପୁରସ୍କାର ଘୋଷଣା: ବିଶିଷ୍ଟ ସେବା ପାଇଁ ୧୦୩୭ଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ୨୦୨୪ ଅବସରରେ ସାହସିକତା ଏବଂ ସେବା ପଦକ ପାଇଁ ପୋଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ବୁଧବାର ସ୍ବାଧୀନତା…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ…

ବିଭାଜନର ଭୟାବହତାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ ବିଭାଜନ ସମୟରେ ଅମାନୁଷିକ ଯନ୍ତ୍ରଣା ଦେଇ ଗତି କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିଭାଜନର ଶିକାର ହୋଇଥିଲେ ଏବଂ ପୁନର୍ବାର ଜୀବନ ଆରମ୍ଭ କରିଥିଲେ ସେମାନଙ୍କ ସାହସକୁ…

ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ

ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍‌ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ କି…

ନରେନ୍ଦ୍ର ମୋଦି ଆଉ ଏନଡିଏର ଖେଳ ବିଗାଡିବେ ରାହୁଲ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଚାରିଟି ସ୍ଥାନରେ (ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ଜମ୍ମୁ-କଶ୍ମୀର) ଏବଂ ଗୋଟିଏ ରାଜ୍ୟ (ୟୁପି)ରେ ବିଧାନସଭା ଉପ-ନିର୍ବାଚନ ହେବ। ଏହା ପୂର୍ବରୁ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ପଦକ୍ଷେପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri