ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍ଜଜ୍ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ।…
ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୧୬ା୮: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୧୧ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏନେଇ ଖୋର୍ଦ୍ଧା,…
୧୭ରେ ସମଗ୍ର ଦେଶରେ ଧର୍ମଘଟ କରିବେ ଡାକ୍ତର; ମେଡିକାଲକୁ ନିରାପଦ ଅଞ୍ଚଳ ଘୋଷଣା ଦାବି
ଭୁବନେଶ୍ୱର, ୧୫।୮: ଦେଶର ଡାକ୍ତରଙ୍କ ସହ ଜଡିତ ସଂଗଠନଗୁଡ଼ିକ ସୁରକ୍ଷା ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ୧୭ ଅଗଷ୍ଟରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛି। କୋଲକାତାରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଆଇଏମଏ ଧର୍ମଘଟ କରିବ। ଡାକ୍ତରଖାନାଗୁଡ଼ିକୁ…
କଲିଙ୍ଗ୍ ବେଲ୍ ବଜାଇ ଡାକିଲେ; ହାତଗୋଡ଼ ବାନ୍ଧି ଲୁଟି ନେଲେ ସୁନା ଗହଣା
ବରଗଡ, ୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ନିଗମାନନ୍ଦ ବିହାର ଗଳି ନମ୍ବର-୭ ନିବାସୀ ସ୍ଵର୍ଗତ ଦିଲ୍ଲିପ ସାହୁଙ୍କ ଘରେ ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଜଣେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ବିପୁଳ ପରିମାଣରେ ସୁନା ଗହଣା ଲୁଟ୍ ଘଟଣା ଚର୍ଚ୍ଚାର ବିଷୟ…
ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା ଆସୁଥିଲେ ମନ୍ତ୍ରୀ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ…
କୋଲକାତା ବଳାତ୍କାର ମାମଲାରେ ସାଂଘାତିକ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ, କହିଲେ ଏହି ଆକ୍ରମଣ ପୂର୍ବରୁ…
କୋଲକାତା,୧୫ା୮: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୁରୁବାର କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ…
ଗ୍ୟାସ୍ଟାଙ୍କି ବିସ୍ଫୋରଣ ହୋଇ ଘର ସହ ଜଳିଗଲେ ଭଉଣୀ-ଭାଇ
ରାଜନଗର,୧୫ା୮(କୈଳାସ ସାହୁ): ସ୍ବାଧୀନତା ଦିବସରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ଗ୍ୟାସ୍ଟାଙ୍କିରୁ ବିସ୍ଫୋରଣ ହୋଇ ଘର ସହ ଜଳି ଯାଇଛନ୍ତି ଭଉଣୀ-ଭାଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳରାମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭଉଣୀ-ଭାଇ…
ଶେଖ ହାସିନାଙ୍କ ସହ ବଢିଲା ତାଙ୍କ ୯ ସହଯୋଗୀଙ୍କ ଅଡୁଆ
ଢାକା,୧୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କର ଅନ୍ୟ ୯ଜଣ ସହଯୋଗୀଙ୍କ ବିରୋଧରେ ଜନଶୁଣାଣି ତଥା ମାନବିକତା ବିରୋଧରେ ହୋଇଥିବା…
ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ
ପ୍ୟାରିସ୍,୧୫।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଆଥଲେଟ୍ମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରିଥିଲେ। ଭାରତୀୟ ହକି ଦଳର ଗୋଲକିପର…
ସ୍ବାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ : ଋତୁସ୍ରାବରେ ମିଳିବ…
କଟକ,୧୫।୮: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ…
ମୋଦିଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ କପିଲ ସିବଲ
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଏମିତି କିଛି କଥା ଉଲ୍ଲେଖ କରିଥିଲେ ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି…
ଗାନ୍ଧୀମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରଥମ ସମ୍ବୋଧନ, ବଡ଼ ସ୍ବପ୍ନ ଦେଖାଇବିନି…
ଭୁବନେଶ୍ୱର,୧୫।୮: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ…
Archives


