ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ
ନୂଆଦିଲ୍ଲୀ,୩୦।୮: ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ୨୪୯.୭ ସ୍କୋର କରି ଅବନୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛନ୍ତି। ତାଙ୍କ ବ୍ୟତୀତ ଭାରତର ମୋନା ଅଗ୍ରୱାଲ…
ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଡବଲ ଧମାକା: ଅବନୀଙ୍କୁ ସ୍ୱର୍ଣ୍ଣ, ମୋନାଙ୍କୁ ବ୍ରୋଞ୍ଜ
ନୂଆଦିଲ୍ଲୀ,୩୦।୮: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ଭାରତୀୟ ସୁଟର ଅବାନୀ ଲେଖରା ଚମତ୍କାର କରିଛନ୍ତି। ଶୁକ୍ରବାର ମହିଳା ୧୦ ମିଟର ଏୟାର ରାଇଫଲ (SH1) ଇଭେଣ୍ଟରେ ଅବାନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅବନୀ ପାରାଲିମ୍ପିକ୍ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ।…
ଆସିଲା ବଡ଼ ଖବର: ପିଏମ୍ ମୋଦିଙ୍କ ‘ହନୁମାନ’ ଭାଜପା ସହ ଭାଙ୍ଗିଦେବେ ସମ୍ପର୍କ! ସ୍ପଷ୍ଟ କଲେ ଚିରାଗ ପାଶୱାନ, କହିଲେ…
ନୂଆଦିଲ୍ଲୀ,୩୦।୮: ବିହାର ରାଜନୀତିରେ ଏନଡିଏମରେ ବିଚ୍ଛିନ୍ନତା ବିଷୟରେ ଆଲୋଚନା ହେଉଛି। ଚିରାଗ ପାଶୱାନଙ୍କ ବିରୋଧରେ ବିରୋଧୀମାନେ ବଡ଼ ଦାବି କରୁଛନ୍ତି। ଶୁକ୍ରବାର ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଚିରାଗ ଏନଡିଏରେ ରହିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ମୋ ଦଳ…
ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି
ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ କ୍ଷେତ୍ରକୁ ପଠାଯାଇଥିବା ଏକ ସର୍କୁଲାରରେ ବୋର୍ଡ କହିଛି ଯେ, ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ପୁନଃ…
କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍
କୋଲକାତା,୩୦ା୮: କୋଲକାତାର ଆର୍ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଦିନକୁ ଦିନ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଏବେ ଏକ ଅଡିଓ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ…
ସରସ୍ବତୀ ଯେତେବେଳେ ଜ୍ଞାନ ବାଣ୍ଟୁଥିଲେ…କେଉଁ ନେତାଙ୍କୁ ଇସାରାରେ ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ଲୋବାଲ ଫିଣ୍ଟେକ ଫେଷ୍ଟରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ମୋଦି ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି କେଉଁ ନେତାଙ୍କୁ…
ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ
ଭୁବନେଶ୍ୱର,୩୦ା୮: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ। ଏନେଇ ଶୁକ୍ରବାର ବିଧାନସଭାରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟ ସ୍ବତନ୍ତ୍ରତା…
ଏବେ ମହାକାଶକୁ ଖୋଲିବ ରାସ୍ତା, ପ୍ରସ୍ତୁତ ହୋଇଗଲା ‘ବ୍ୟୋମମିତ୍ର’ର ଖପୁରୀ
ଥିରୁଭାନନ୍ତପୁରମ୍,୩୦ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଗଗନୟାନ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି। ମିଶନ ପୂର୍ବରୁ କୌଣସି କ୍ରୁ ମେମ୍ବରଙ୍କ ବିନା ପରୀକ୍ଷା ବିମାନ ଉଡ଼ାଣ ହେବ। ଏହା ଅଧୀନରେ ମହାକାଶଯାନକୁ କ୍ରୁ ସଦସ୍ୟଙ୍କ ବିନା ମହାକାଶକୁ ପଠାଯିବ, କିନ୍ତୁ…
ମୁଁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁ ନେଇ ଜଣେ ଠକ ବ୍ୟକ୍ତି କ୍ୟାବ୍ ପାଇଁ ୫୦୦…
ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ମୁହାଁଉଛି ଏହି ସାଟେଲାଇଟ୍, ଜାଣନ୍ତୁ କେଉଁଠାରେ ଖସିବ
ବ୍ରୁଶ୍ଲେସ୍,୩୦ା୮: ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ଏକ ପୁରୁଣା ସାଟେଲାଇଟ୍ ବା ଉପଗ୍ରହ ପୃଥିବୀ ଆଡ଼କୁ ଗତି କରୁଛି। ଏହି ପୁରୁଣା ଉପଗ୍ରହର ପୃଥିବୀ ବାୟୁମଣ୍ଡଳରେ ପୁନଃ ପ୍ରବେଶ ୨୦ ସେପ୍ଟେମ୍ବର ୨୦୨୪ରେ ହେବ। ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ…
ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ
ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି,…
ମାଡିଆସୁଛି ବାତ୍ୟା ‘ଆସ୍ନା’: ରଚିବ ତାଣ୍ଡବ, ୧୪ ବର୍ଷ ପରେ…
ନୂଆଦିଲ୍ଲୀ,୩୦।୮: ବନ୍ୟା ଓ ବର୍ଷା ସହ ସଂଘର୍ଷ କରୁଥିବା ଗୁଜରାଟ ଉପରେ ଆଉ ଗୋଟିଏ ବିପଦ ମାଡିଆସୁଛି। ଅଗଷ୍ଟ ମାସରେ ଏକ ବିରଳ ପାଣିପାଗ ବିଜ୍ଞାନ ଘଟଣାରେ ଶୁକ୍ରବାର ଗୁଜରାଟର ସୌରାଷ୍ଟ୍ର-କୁଚ ଅଞ୍ଚଳରେ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ…
Archives


