ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ଅଭିନନ୍ଦନ ଜଣାଇ କହିଲେ…
ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହୋଇ ବ୍ରୋଞ୍ଜ ପଦକ ଜିତିଥିବାରୁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ୨-୧ରେ ପରାସ୍ତ କରି ଭାରତ…
ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ
ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ ଉଭୟ…
ଶାଢ଼ି ପିନ୍ଧିଥିବା ୯ ଜଣ ମହିଳାଙ୍କୁ ମାରିଛି କିଲର୍, ସ୍କେଚ୍ ଜାରି କଲା ପୋଲିସ୍
ବରେଲ୍ଲୀ, ୦୮।୦୮: ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍ କିଲର୍ । ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି…
ସଂସଦ ଚାଲିଥିବା ବେଳେ ଶୋଇପଡ଼ିଲେ ଏହି ନେତା, ଗିରିରାଜ ସିଂ ଇସାରା କରି କହିଲେ…
ନୂଆଦିଲ୍ଲୀ,୮ା୮: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଲୋକ ସଭାରେ ଓ୍ବାକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି ଏବଂ ବିଭିନ୍ନ ଦଳର ଦାବି ଅନୁଯାୟୀ ସଂସଦର ମିଳିତ କମିଟି ନିକଟକୁ ଏହି ବିଲ୍ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହୁଥିବା ସମୟରେ…
ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୮ା୮: ଅଲିମ୍ପିକ୍ ଗେମ୍ସ ସମୟରେ ଆଚରଣବିଧି ଉଲ୍ଲଂଘନ ପାଇଁ କୁସ୍ତି ଯୋଦ୍ଧା ଆନ୍ତିମ୍ ପଙ୍ଘାଲଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ) ସ୍ୱର ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି। ଅନ୍ତିମ ପଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ରେଲସିଂ ମହିଳା ୫୩କେଜିରେ ସେ ତୁର୍କୀର…
୨ ମିନିଟ୍ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି
ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ…
ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା; ୩ ଜିଲାକୁ ଆଲର୍ଟ ଜାରି କଲା ପୋଲିସ
କଟକ, ୮ା୮: ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ…
ଭୁବନେଶ୍ବରରେ ଖୋଲିଲା ଚାଉଳ ATM
ଭୁବନେଶ୍ବର, ୮ା୮: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ପରୀକ୍ଷା ମୂଳକ ଭାବେ…
ଇତିହାସ ରଚିବ ଇସ୍ରୋ, ଅଗଷ୍ଟ ୧୫ରେ ଲଞ୍ଚ୍ କରିବ ଭିନ୍ନ ଧରଣର ସାଟେଲାଇଟ୍
ହାଇଦ୍ରାବାଦ,୮ା୮: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍ଜରଭେସନ ସାଟେଲାଇଟ୍ ଯଥା ଇଓଏସ୍-୮ ଉତ୍କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍ଏସ୍ଏଲ୍ଭି-ଡି୩ ରକେଟ୍ରେ ଆର୍ଥ…
ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…
ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି…
ବଡ଼ ବୟାନ ଦେଲେ ମନ୍ତ୍ରୀ; ଓଡ଼ିଶାରେ ଆଉ ଖୋଲିବ ନାହିଁ ମଦ ଦୋକାନ
ଭୁବନେଶ୍ୱର, ୮ା୮: ରାଜ୍ୟରେ ଦେଶୀ ମଦ ବନ୍ଦ କରିବାକୁ କଥା ଦେଇ ସରକାରକୁ ଆସିଥିବା ଭାଜପା ସରକାର ଓଡ଼ିଶାରେ ଆଉ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ ଦେଇଛନ୍ତି। ”ଓଡ଼ିଶାରେ ଚୋରା…
ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…
ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ…
Archives


