ଭାରତ-ଇଣ୍ଡୋନେସିଆ ସମ୍ପର୍କ ହେଲା ଆହୁରି ମଜଭୁତ, ଚାଇନାକୁ ଦେଲେ ଖୋଲା ବାର୍ତ୍ତା
ନୂଆଦିଲ୍ଲୀ,୨୫।୧: ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରରେ ପହଞ୍ଚିଛି। ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଶନିବାର ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ…
ଗ୍ଲାମର ଜୀବନରୁ ସନ୍ନ୍ୟାସିନୀ: ମମତା କୁଲ୍କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର
ପ୍ରୟାଗରାଜ:ବଲିଉଡ୍ ଅଭିନେତ୍ରୀ ମମତା କୁଲ୍କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍ଙ୍କୁ ଶୁକ୍ରବାର ଏକ ଭବ୍ୟ ସମାରୋହରେ ଆନୁଷ୍ଠାନିକ ଭାବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯାଇଛି। ପ୍ରୟାଗରାଜର…
ଟ୍ରମ୍ପ ଆସିଲା ପରେ ଭାରତକୁ ବଡ଼ ସଫଳତା: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ହେବେ ପ୍ରତ୍ୟର୍ପଣ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୨୫।୧: ଆମେରିକାର ସୁପ୍ରିମକୋର୍ଟ ଶନିବାର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା। ୨୦୦୮…
ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ: ୧୦ ଏମ୍ପି ନିଲମ୍ବିତ
ନୂଆଦିଲ୍ଲୀ,୨୪।୧: ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା। ବୈଠକ ପୂର୍ବରୁ ବିରୋଧୀ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି, ଜାଣନ୍ତୁ କେଉଁ ବିଭାଗରେ ମିଳିବ ସୁଯୋଗ
ଭୁବନେଶ୍ୱର,୨୪ା୧: ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୁକ୍ରବାର ବଜେଟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ। ବିଶେଷକରି IT, ପେଟ୍ରୋ କେମିକାଲ୍ସ,…
ଏହିଦିନ ମହାକୁମ୍ଭରେ ବୁଡ ପକାଇବେ ମୋଦି
ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବେ। ତାଙ୍କର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେହି ଦିନ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ମଧ୍ୟ ତ୍ରିବେଣୀରେ ବୁଡ଼ ପକାଇବେ। କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ସହ ଦଳର ଆଉ…
କ୍ରିକେଟ୍ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍
କଟକ,୨୪।୧: ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଫେବ୍ରୁଆରୀ ୨ ତାରିଖରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଫେବ୍ରୁଆରୀ ୬, ୭,୮ରେ ଅଫଲାଇନ ଟିକେଟ ବିକ୍ରି ହେବ ବୋଲି ଜଣାପଡିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ…
କିମ ଜୋଙ୍ଗ ଉନଙ୍କୁ ଏମିତି କହିଦେଲେ ଡୋନାଲ୍ଡ ଟ୍ରମ୍ପ: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା
ଓ୍ବାଶିଂଟନ୍,୨୪।୧: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡରେ ଅଛନ୍ତି। ପ୍ରଥମେ ସେ ଅନେକ ବଡ଼ ଘୋଷଣା କରିଥିଲେ। ଏହା ପରେ ସେ ବିଶ୍ୱ ନେତାମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ…
ମନ୍ଦିରରେ ନନ-ଭେଜ ବିରିଆନି ଖାଇଲେ ଏମ୍ପି: ମୁଣ୍ଡ ଟେକିଲା ବିବାଦ
ଚେନ୍ନାଇ,୨୪।୧: ତାମିଲନାଡୁରେ ବିରିୟାନି ଖାଇବାକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି। ଭାଜପା ରାଜ୍ୟ ସଭାପତି ଆନ୍ନାମଲାଇ ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ(ଆଇୟୁଏମ୍ଏଲ୍) ଏମ୍ପି ନଭାସାକାନି ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ଆନ୍ନାମଲାଇ ଅଭିଯୋଗ କରିଛନ୍ତି, ନଭାସାକାନି ମାଦୁରାଇର ତିରୁପାରଙ୍ଗୁନରାମ…
ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା
ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ…
ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ଲୀନ ଫାରୁକ ଅବଦୁଲ୍ଲା: ଗାଇଲେ ଭଜନ
ଶ୍ରୀନଗର,୨୪।୧: ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜଣେ ଦମ୍ଦାର ରାଜନେତା। ରାଜନୀତି ସହିତ, ଧାର୍ମିକ ପ୍ରସଙ୍ଗରେ ତାଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ସମୟ ସମୟରେ ଦେଖିବାକୁ ମିଳେ। ପୁଣିଥରେ ଫାରୁକ ଅବଦୁଲ୍ଲାଙ୍କୁ ବୈଷ୍ଣୋ ଦେବୀ…
ନବ ଦାସ ହତ୍ୟା ତଦନ୍ତ ଦାବି: ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର
ଭୁବନେଶ୍ୱର, ୨୪।୧(ସୁନିତ୍ ମିଶ୍ର): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ନବ…
Archives


