Home Middle

ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା

ଭୁବନେଶ୍ୱର,୨ା୯: ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି।…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ ପଦକ

ପ୍ୟାରିସ,୨ା୯: ପ୍ୟାରିସ ପାରାଲିମ୍ପିକ୍ସରେ ରବିବାର ଭାରତ ପାଇଁ ୬ଷ୍ଠ ପଦକ ଜିତିଛନ୍ତି ସ୍ପ୍ରିଣ୍ଟର ପ୍ରୀତି ପାଲ୍‌। ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୩୦.୦୧ ସେକେଣ୍ଡ ସହ ପ୍ୟାରିସ ପାରାଲିମ୍ପିକ୍ସ ୨୦୦ମିଟର ଟି-୩୫ କାଟେଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ…

ୟୁକ୍ରେନ୍‌ର ୧୫୮ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨ା୯: ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍‌ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍‌କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍‌…

ଗାଜାରେ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି

ରାଫାହ, ୨।୯: ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଗାଜାରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଘର ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଆକ୍ରମଣରେ ଅନେକ ପାଲେଷ୍ଟିନୀୟ ନିଜର ପରିଜନଙ୍କୁ ହରାଇଛନ୍ତି। ସେହିପରି ବହୁ ଶିଶୁ ମାତାପିତାଙ୍କୁ ହରାଇଛନ୍ତି। ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ…

ସୁଭଦ୍ରା ଯୋଜନାରେ ଏହି ଦିନ ଆସିବ ପ୍ରଥମ କିସ୍ତି, ଆବେଦନ କରି …

ଭୁବନେଶ୍ୱର,୧।୯: ସୁଭଦ୍ରା’ ଯୋଜନା ପାଇଁ ରବିବାରଠାରୁ ଆବେଦନ ଆରମ୍ଭ ହୋଇଛି। ସେଥିପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ସେହିପରି ବ୍ଲକ୍‌ ଅଫିସ୍‌, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନକାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଏମିତି…

ଏମ୍‌ଭିଏର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ମୁମ୍ବାଇ,୨ା୯: ସିନ୍ଧୁଦୁର୍ଗର ମାଲ୍‌ଭାନଠାରେ ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ଘଟଣାରେ ରବିବାର ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ମୁମ୍ବାଇରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ‘ଜୋତେ ମାରୋ’ ବିକ୍ଷୋଭରେ…

ମହିଳା ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ: ”ମୁକ୍ତ ହୋଇ ବୁଲୁଛନ୍ତି ଅପରାଧୀ, ଭୟରେ ରହୁଛନ୍ତି ପୀଡିତା “

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। କୋଲକାତା ଡାକ୍ତରଖାନାରେ ଜଣେ ଜୁନିଅର…

ବିଚାରାଧିନ ମାମଲାଗୁଡ଼ିକ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ…

ନକଲି ଇନ୍ସପେକ୍ଟରଙ୍କ ଖୋଲିଲା ପେଡ଼ି: ପୋଲିସ ହାତରେ ଧାରା ପକାଇ ଦେଲେ ତୃତୀୟ ସ୍ତ୍ରୀ

ଭୁବନେଶ୍ୱର,୧ା୯: ପୁଣି ଫେସବୁକରେ ପ୍ରେମ କରି ଫସିଲେ ମହିଳା। ମିଛିମିଛିକା ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ। ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି…

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି; ବିଜେଡି ଏବଂ ଭାଜପା ମଧ୍ୟରେ ବାକଯୁଦ୍ଧ

ଭୁବନେଶ୍ୱର,୧ା୯: କଟକର ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ କରିବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସକ୍ରିୟ ହୋଇଛି। ବିରୋଧୀ ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତିକୁ ତୀବ୍ର ସମାଲୋଚନା କରିବା ସହ…

ଲଘୁଚାପର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ

ଭୁବନେଶ୍ୱର,୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪…

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ, ପୋଲିସ କମିଶନର କହିଲେ ଯଦି ବାଜେ…

କଟକ,୧ା୯: ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri