ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!
ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ ବହୁମତ ଛୁଇଁ ସାରିଛି। ଏବେ ଏହି ମେଣ୍ଟ ୫୦ ସିଟ୍ରେ ଟ୍ରେଣ୍ଡ କରୁଛି। ଭାଜପା…
‘ଜନତା ସଇନିଙ୍କ ଉପରେ ଦେଖାଇଲେ ଭରସା’, ହରିୟାଣା ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୮।୧୦: ହରିୟାଣାରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟାବ ସଇନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସୁଥିବା ବେଳେ ଅପରାହ୍ନ ସୁଦ୍ଧା ଭାଜପା ଆଗରେ ରହିଛି। ସୂତ୍ରରୁ ମିଳିଥିବା…
କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…
ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର…
୨୦୧୯ ଭଳି ହରିୟାଣାରେ ଫେଲ ମାରିବ ଏକଜିଟ ପୋଲ୍! ଜାଣନ୍ତୁ କ’ଣ କହୁଛି ବର୍ତ୍ତମାନ ଫଳାଫଳ
ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ସାରା ଦେଶରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି। କେତେବେଳ ବି ଏହି ବାଜି ଓଲଟି ଯାଇପାରେ। ହରିୟାଣାରେ ଏପର୍ଯ୍ୟନ୍ତ ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ସମସ୍ତ ଏକଜିଟ ପୋଲ ବିଫଳ ହୋଇଥିବା ଜଣାପଡିଛି। ଟ୍ରେଣ୍ଡରେ ଭାଜପା…
ଭାରତରେ ନିଶା
ଚଳିତ ମାସର ପ୍ରଥମ ସପ୍ତାହରେ ଭାରତର ବିଭିନ୍ନ ସ୍ଥାନରୁ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ବା ମାଦକଦ୍ରବ୍ୟ ଜବତ ହୋଇସାରିଲାଣି। ଏହା ଦେଶ ଭିତରେ ଏକ ବଡ଼ ଏବଂ ସକ୍ରିୟ ବେଆଇନ ନିଶା କାରବାର ଦିଗକୁ ସୂଚିତ କରୁଛି।…
ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର
ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ସକାଳୁ ଆସିଛି । ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟଗୁଡିକ ବର୍ତ୍ତମାନ ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସ…
ପିଡିପି ସହ ମେଣ୍ଟ କରିବ ଏନ୍ସି
ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀରରେ ଭୋଟଗଣତି ପୂର୍ବରୁ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି। ଏପରିକି ଏନ୍ସି-କଂଗ୍ରେସ ମେଣ୍ଟ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ସମର୍ଥନ ଆବଶ୍ୟକ କରୁ ନ ଥିଲେ ମଧ୍ୟ ଉକ୍ତ…
୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ
ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍ ଗ୍ଲୋବାଲ ଓ୍ବାଟର ରିସୋର୍ସେସ୍ ୨୦୨୩’ ରିପୋର୍ଟରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଉକ୍ତ ରିପୋର୍ଟରେ ଭୂତଳ ଜଳସ୍ତର…
ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା
ତେଲ୍ ଆଭିଭ୍/ଗାଜା ଷ୍ଟ୍ରିପ୍,୮ା୧୦: ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି। ଚାରିଆଡ଼େ ବିଲ୍ଡିଂଗୁଡ଼ିକର ଧ୍ୱଂସାବଶେଷର ପାହାଡ଼ ଛିଡ଼ାହୋଇଛି। ଦୂଷିତ ଜଳ ଯୋଗୁ ରୋଗ ବ୍ୟାପିଛି।…
ଆଜି ହରିୟାଣା, କଶ୍ମୀର ନିର୍ବାଚନ ଫଳାଫଳ: ୮ଟାରୁ ଭୋଟ ଗଣତି
ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଅନୁଷ୍ଠିତ ହୋଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣା ସରିବା ପରେ ଇଲେକ୍ଟ୍ରୋନିକ ଭୋଟିଂ…
ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା
ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର ହେଜବୁଲ୍ଲା ଅତି କମରେ ୧୩୫ ‘ଫାଦୀ-୧’ କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି।…
ସ୍ପଷ୍ଟ କଲେ ସରକାର: ଦ୍ଵିତୀୟ ପର୍ଯ୍ୟାୟ ପୂର୍ବରୁ ଏକ ଟଙ୍କା ପଠାଯାଇ ନାହିଁ
ଭୁବନେଶ୍ୱର,୭।୧୦: ଅକ୍ଟୋବର ୯ ତାରିଖରେ ବା ବୁଧବାର ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର। ସୋମବାର ଦିନ ତମାମ ଖବର ଚାଲିଥିଲା ଯେ,…
Archives


