Home Middle

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍: ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୦।୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ଖୁବ ଶୀଘ୍ର ପରିବର୍ତ୍ତନ ହେବ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ୍ ଆଉ କିଛି ନବୀକରଣ କରାଯାଇ ଏକ ନୂତନ ଡିଜାଇନ୍ ହେବ।ବିଶେଷ କରି ବିଭିନ୍ନ ପ୍ରକାରର ଯଜ୍ଞ…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍, ପ୍ରଦର୍ଶନ କରିବେ ବଲିଉଡ୍ ତାରକା

ଭୁବନେଶ୍ୱର,୨୦।୧୨: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪-୨୫ ‘ହକି କା ଜାଶାନ୍’ ଗ୍ରାଣ୍ଡ ଷ୍ଟାଇଲରେ ଫେରିବାକୁ ଯାଉଛି। ଓପନିଂ ମ୍ୟାଚ୍ ପୂର୍ବରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୮ ଡିସେମ୍ବରରେ ଏକ ଉଦ୍‌ଘାଟନୀ ଉଦଘାଟନୀ ଉତ୍ସବରୁ…

୨୦୧୪ରୁ ୨୦୨୪ ଭିତରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଛି ଏତିକି ମାମଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨:ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହାକୁ ନେଇ ଗୁରୁବାର ସଂସଦରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ସ୍ଥିତି ଏମିତି ହୋଇଛି ଯେ, ଶାସକ ଓ ବିରୋଧୀ ଦଳ ଏମପି ପରସ୍ପର ମଧ୍ୟରେ ଠେଲାପେଲା…

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ଼,୨୦ା୧୨: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଆଜି ତାଙ୍କ ଗୁରୁଗାଓଁସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ…

ଜୟପୁରରେ ଭୟଙ୍କର ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ, ଏବେ ବି ଫସିଛନ୍ତି ୪୬ ଲୋକ

ଜୟପୁର,୨୦।୧୨: ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ନିକଟରେ ଏକ ସିଏନଜି ଟ୍ରକ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା। ଏହି…

‘ଅଶ୍ଳୀଳ ଭିଡିଓ ଅପେକ୍ଷା ଅଧିକ ଆକର୍ଷଣୀୟ କିଛି ଆବଶ୍ୟକ’: ବିକଳ୍ପ ପାଇଁ ଆହ୍ୱାନ ଦେଲେ ପୁଟିନ

ନୂଆଦିଲ୍ଲୀ,୧୯।୧୨: ରୁଷିଆଭି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପର୍ଣ୍ଣ ସାଇଟଗୁଡିକର ବିକଳ୍ପ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଧ୍ୟାନ ଆକର୍ଷଣ କରିବା ପାଇଁ ଅଧିକ ଆକର୍ଷଣୀୟ ଏବଂ ଉତ୍ସାହୀ କିଛି ରହିବା ଉଚିତ। ଅଶ୍ଳୀଳ ସାଇଟ ଅପେକ୍ଷା କିଛି…

ଏହି ବ୍ୟକ୍ତିଙ୍କ ଭୁଲ୍ ପାଇଁ ଚାଲିଯାଇଥିଲା ସିଡିଏସ ବିପିନ ରାୱତଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ ଘଟିଥିଲା।…

YouTube ରେ ଭ୍ରମାତ୍ମକ ଥମ୍ବନେଲ୍, ଟାଇଟଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯।୧୨: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ…

ବଢିଲା ରାହୁଲଙ୍କ ଅଡୁଆ, ଭାଜପାର ଅଭିଯୋଗ ପରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ,୧୯।୧୨: ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା। ଭାଜପାର ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାନୁସାରେ, ବିଏନଏସ ୧୧୭,୧୨୫, ୧୩୧,୩(୫) ଅଧୀନରେ କଂଗ୍ରେସ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ…

ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ…

ସାହାରନପୁର,୧୯।୧୨: ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ସହ ଖାସି ମାଂସ ଖାଇବାକୁ ମାଗିବା ଘଟଣା ପରିବାର ଲୋକଙ୍କୁ ଚକିତ କରିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ରାଜଧାନୀରେ ପୁଣି ଜମିବ ପଥ ଉତ୍ସବ, ଡିସେମ୍ବର ୨୨ ରୁ ଆରମ୍ଭ

ଭୁବନେଶ୍ୱର,୧୯।୧୨: ଆସନ୍ତା ୨୨ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏନେଇ ବିଏମସି ସୋସିଆଲ ମିଡିଆରେ ସୂଚନା…

ଓଡ଼ିଶାରେ ୧୧୦ ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ୧୭୦ ରୋଡ ଓଭର ବ୍ରିଜ(ROB) ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri