ପାକ୍ ହାତରେ ଏବେ ଭାରତର ଗୁରୁତ୍ୱପୂର୍ଣ୍ଣ ପିଡିଏଫ୍, ମହିଳା ଅଧିକାରୀ ସାମ୍ବାଦିକା କହି ନେଇଗଲେ ସବୁ…
ନିଜକୁ ସାମ୍ବାଦିକା ପରିଚୟ ଦେଇ ASIଙ୍କଠାରୁ ପାକ୍ ମହିଳା ଅଧିକାରୀ ନେଇଗଲେ ସବୁ ଗୁପ୍ତ ତଥ୍ୟ। ତଥ୍ୟ ଦେଇ ବନ୍ଧାହେଲେ CRPF ASI।ଉକ୍ତ ମହିଳା ଜଣଙ୍କ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ । ଯେଉଁଥିପାଇଁ…
ରୁଷିଆ କଥା ଶୁଣି ପାକିସ୍ତାନର ମୁଣ୍ଡ ଗୋଲ୍, ପୁଟିନ୍ କହିଲେ ମୋଦିଙ୍କ ସହ…
ମସ୍କୋ,୩୧।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ବନ୍ଧୁ ରୁଷିଆ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରିଥିବା ଖବର ଏବେ ଚର୍ଚ୍ଚା ହେଉଛି। ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କରେ ବଡ଼ ବଡ଼ ଦାବି କରାଯାଇଥିଲା। ତେବେ ବର୍ତ୍ତମାନ ରୁଷିଆ…
‘ବିଜୁ ହଲ’ ଉଦ୍ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା
ଜାକର୍ତ୍ତା,୩୧।୫: ଅପରେଶନ ସିନ୍ଦୂରର ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ଭାଜପା ଏମ୍ପି ଅପରାଜିତା ଷଡଙ୍ଗୀ ଶନିବାର ଜାକର୍ତ୍ତାରେ ଭାରତୀୟ ଦୂତାବାସର ‘ବିଜୁ ହଲ’ ଉଦଘାଟନ କରିଛନ୍ତି। ଏହାସହ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ…
ପୁଣି ଆଜି କାହିଁକି ହେବ ମକ୍ଡ୍ରିଲ୍? ସୀମାରେ କିଛି ବଡ଼…
ନୂଆଦିଲ୍ଲୀ, ୩୧।୫: ଭାରତ ସରକାର ଆଜି, ପାକିସ୍ତାନ ସୀମା ନିକଟବର୍ତ୍ତୀ ପାଞ୍ଚଟି ରାଜ୍ୟରେ ଏକ ବଡ଼ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛନ୍ତି। ଏହି ଅଭ୍ୟାସ, ଯାହାର ନାମ “ଅପରେସନ ଶିଲ୍ଡ”, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ଗୁଜୁରାଟ, ହରିୟାଣା…
ଭାରତର ବଡ଼ କୂଟନୈତିକ ବିଜୟ: ଦିନେ ପାକିସ୍ତାନକୁ ସମର୍ଥନ ଦେଇଥିଲା ଏହି ଦେଶ, ଏବେ ନେଲା ୟୁ-ଟର୍ନ
ନୂଆଦିଲ୍ଲୀ,୩୧।୫: ଶଶି ଥରୁରଙ୍କ ନେତୃତ୍ୱରେ ଭାରତ ଦ୍ୱାରା ଅପରେସନ ସିନ୍ଦୂରରେ ପଠାଯାଇଥିବା ପ୍ରତିନିଧି ଦଳ ବଡ଼ ସଫଳତା ହାସଲ କରିଛି। କଲମ୍ବିଆ ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନରେ ନିହତ ଆତଙ୍କବାଦୀଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲା, ଏବେ ଏହା ଆନୁଷ୍ଠାନିକ ଭାବରେ…
ଆମେ ଭାରତ-ପାକିସ୍ତାନ ଯୁଦ୍ଧ ରୋକିଦେଲୁ, ନଚେତ୍ ପରମାଣୁ…ପୁଣି ଚାଞ୍ଚଲ୍ୟକର ଖୁଲାସା କଲେ ଟ୍ରମ୍ପ୍
ଓ୍ବାଶିଂଟନ୍,୩୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପୁଣିଥରେ ମିଛ ଦାବି କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସେ କରିଥିବା ନେଇ ସେ କହିଛନ୍ତି। କୋଟିପତି ବ୍ୟବସାୟୀ ଏବଂ ଟେସଲାର ସିଇଓ ଏଲନ ମସ୍କଙ୍କ ସହିତ ଓଭାଲ ଅଫିସରେ…
ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…
ଇସଲାମାବାଦ୍,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ମୁନିର…
ପେନ୍ସନ ନିୟମରେ ସଂଶୋଧନ: ବଢ଼ିଲା ଗ୍ରାଚୁଇଟି ପରିମାଣ
ଭୁବନେଶ୍ୱର,୩୧ା୫ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ…
ଲଘୁଚାପ ଦୁର୍ବଳ: ଏହି ଦିନ ଯାଏ ରହିବ ଶୁଖିଲା ପାଗ
ଭୁବନେଶ୍ୱର,୩୧ା୫(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ…
କେବଳ ଭାରତ ବିରୋଧରେ ନୁହେଁ, ଏହି କାମ ପାଇଁ ପାକିସ୍ତାନକୁ ହାତରେ ରଖିଛି ଚାଇନା!
ନୂଆଦିଲ୍ଲୀ, ୩୦।୫: ପୂର୍ବତନ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ପାକିସ୍ତାନ ସହ ଦୀର୍ଘକାଳୀନ ରଣନୀତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଚୀନର ଏହି ସଂପର୍କ କେବଳ ଭାରତକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ ଏହା…
ଭାରତ ଆଗରେ କାନ୍ଦିଲେ ଶେହବାଜ! କହିଲେ ଗୋଟିଏ ଆଘାତ ଯଥେଷ୍ଟ ନ ଥିଲା ଯେ…
ଇସଲାମବାଦ,୩୦।୫: ପାକିସ୍ତାନ ବିରୋଧରେ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କ୍ରୋଧିତ ଅଛନ୍ତି। ତାଜିକିସ୍ତାନରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଶେହବାଜ ସରିଫ ସିନ୍ଧୁ ଜଳ ଚୁକ୍ତିକୁ ଗାଜା ସଙ୍କଟ ସହିତ ତୁଳନା କରିଥିଲେ। ସେ…
ଭାରତ ସହ ମିଶି ଏତେବଡ଼ ଡିଲ୍ କଲା ଚାଇନା, ପାକିସ୍ତାନକୁ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୩୦।୫: ଭାରତ-ଆଫଗାନିସ୍ତାନ ସହ ନିକଟତର ସମ୍ପର୍କ ଗଢ଼ିବା ପାଇଁ ନୂଆ ରଣନୀତି ଗ୍ରହଣ କରିଛି ଚାଇନା। ଯାହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଭାରତ ସରକାର ଆଫଗାନ ନାଗରିକମାନଙ୍କ ପାଇଁ ଏକ ନୂଆ ଭିସା ମଡ୍ୟୁଲ…

