ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ଭାଜପାରେ ମିଶିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୨।୧୨: ଭାଜପାରେ ମିଶିବେ ନବୀନ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ । ଭାଜପା…
ସଂସଦରେ କଲେଜ୍ ଛାତ୍ରଙ୍କ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧୀ: ଜେପି ନଡା
ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ମୁଖ୍ୟ ଜେପି ନଡା ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍ କରିଛନ୍ତି। ସଂସଦରେ ଉପରାଷ୍ଟ୍ରପତିଙ୍କ ନକଲ କରିବାକୁ ସାଂସଦମାନଙ୍କୁ ପ୍ରବର୍ତ୍ତାଇବା ଦେଖି ନଡା ରାହୁଲ ଗାନ୍ଧୀଙ୍କୁ…
ସଂସଦ ପରିସରରେ ସୋନିଆଙ୍କ ପୋଷ୍ଟର ନେଇ ଗର୍ଜିଲେ ଗିରିରାଜ
ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା ଚାଲିଛି। ଅନେକ ପ୍ରସଙ୍ଗରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଜାରି ରହିଛି। ଗୃହ ଆରମ୍ଭରୁ ଗୌତମ ଆଦାନୀ ଏବଂ ଜର୍ଜ ସୋରୋସଙ୍କ ପ୍ରସଙ୍ଗ ଛରଇ ରହିଛି। ଏହି ସମୟରେ କେନ୍ଦ୍ର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ବିଭାଗରେ ବଡ଼ ନିଯୁକ୍ତି, ପୂରଣ ହେବ ୧୦ ହଜାର ପଦବୀ
ଭୁବନେଶ୍ୱର,୧୨।୧୨: ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ହଜାର ପଦବୀ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ନୂଆ ସେବା ଶୁଭାରମ୍ଭ ହୋଇଛି। ଟୁଇନ ସିଟିରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ…
ପୁଣି ଲ୍ୟାବ୍ରୁ ଲିକ୍ ହେଲା ମାରାତ୍ମକ ଭାଇରସ୍, ଦେଶରେ ହାଇ ଆଲର୍ଟ!
କ୍ୱିନସଲ୍ୟାଣ୍ଡ,୧୨।୧୨: ପୁଣି ଲ୍ୟାବ୍ରୁ ଲିକ୍ ହୋଇଛି ମାରାତ୍ମକ ଭାଇରସ୍। ଅଷ୍ଟ୍ରେଲିଆର ଏକ ଲାବରୋଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି ଦାବି କରିଛନ୍ତି। ଏହା ଏକ ଗୁରୁତର ଘଟଣା ବୋଲି ସରକାର କହିଥିବା ବେଳେ ତଦନ୍ତ…
ଚାଇନାକୁ ଧମକ ଦେଉଛି ଆମେରିକା, ଅନ୍ୟପଟେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ କଲା ନିମନ୍ତ୍ରଣ
ଓ୍ବାଶିଂଟନ/ବେଜିଂ,୧୨।୧୨: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଚେଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜାନୁଆରୀ ୨୦ରେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ସିବିଏସଇ ନ୍ୟୁଜ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ନିର୍ବାଚନର କିଛି…
ଶେଷ ହେଲା ମହାୟୁତିର ସସପେନ୍ସ? ଜାଣନ୍ତୁ ଶିନ୍ଦେ-ପାଓ୍ବାରଙ୍କୁ ମିଳିଲା କେଉଁ ବିଭାଗ
ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ପୋର୍ଟଫୋଲିଓ ଉପରେ ସନ୍ଦେହର କଳା ବାଦଲ ଏବେ ଅପସରି ଯିବା ପରି ମନେ ହେଉଛି। କୁହାଯାଉଛି କି ଗ୍ରାଣ୍ଡ ଆଲାଇନ୍ସରେ ମନ୍ତ୍ରଣାଳୟର ଅଂଶୀଦାର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଗ୍ରାଣ୍ଡ ଆଲାଇନ୍ସରେ ପୋର୍ଟଫୋଲିଓ ସମ୍ବନ୍ଧରେ ି ତିନି ନେତା…
ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି…
ଡିଆର୍ଡିଓକୁ ମିଳିଲା ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍
ମୁମ୍ବାଇ,୧୨ା୧୨: ମୁମ୍ବାଇର ଡିପ୍-ଟେକ୍ ଷ୍ଟାର୍ଟଅପ୍ ମନସ୍ତୁ ସ୍ପେସ୍ ଟେକ୍ନୋଲୋଜିଜ୍ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)କୁ ହସ୍ତାନ୍ତର କରିଛି। ଡିଆର୍ଡିଓର ଟେକ୍ନୋଲୋଜି ଡେଭେଲପ୍ ଫଣ୍ଡ (ଟିଡିଏଫ୍) ସହଯୋଗରେ ୪ ବର୍ଷର…
ଗିରଫ ପରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ସିଓଲ,୧୨ା୧୨: ଦକ୍ଷିଣ କୋରିଆରେ ଗତ ସପ୍ତାହରେ ସାମରିକ ଆଇନ ଘୋଷଣା କରିବାକୁ ନେଇ ଅଟକ ଥିବା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋରିଆ ସୁଧାରାତ୍ମକ ସେବା କମିଶନର ଜେନେରାଲ ଶିନ୍ ୟୋଙ୍ଗ ହାଏଙ୍କ ସୂଚନା…
ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତୁତି
ନୂଆଦିଲ୍ଲୀ/ଲକ୍ଷ୍ନୌ,୧୨ା୧୨: ଗତ ସପ୍ତାହରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାର ଇଣ୍ଡିଆ ବ୍ଲକ୍ ସଦସ୍ୟମାନେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସ୍ବାଧୀନ…
ଇତିହାସ ରଚିଲେ ଏଲନ ମସ୍କ: ପ୍ରଥମ ବ୍ୟକ୍ତି ଭାବେ ୪୦୦ ବିଲିୟନ ଡଲାର ପାର କଲା ସମ୍ପତ୍ତି
ନୂଆଦିଲ୍ଲୀ,୧୧।୧୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ପ୍ରଥମ ବ୍ୟକ୍ତି ଭାବେ ଏଲନଙ୍କ ସମ୍ପତ୍ତି ୪୦୦ ବିଲିୟନ ଡଲାର ଅତିକ୍ରମ କରିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, କିଛି ସ୍ପେସ୍ ଏକ୍ସ ସେୟାର ବିକ୍ରି କରିବା…
Archives


