Home Middle

ରାଫେଲ ଖସାଇବାକୁ ନେଇ ଯେଉଁ ଦାବି କରିଥିଲା ପାକିସ୍ତାନ ଏବେ ଜଣାପଡ଼ିଲା ଏହାର ସତ

ଇସଲାମାବାଦ,୧୫।୬: ଅପରେଶନ ସିନ୍ଦୂର ଏବଂ ଏହା ପରେ ପାକିସ୍ତାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଛ ପ୍ରତିଦିନ ପ୍ରକାଶ ପାଉଛି। ପାକିସ୍ତାନ ଦାବି କରିଥିଲା ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ସେନା ଦୁଇଟି ରାଫେଲ ଯୁଦ୍ଧ ବିମାନକୁ ଖସାଇ…

ଆଉ ଏକ ବଡ଼ ଦୁର୍ଘଟଣା, କେଦାରନାଥରୁ ଆସୁଥିବା ହେଲିକପ୍ଟର ଧ୍ୱଂସ

ଡେରାଡୁନ,୧୫।୬: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସକାଳେ କେଦାରନାଥ ମାର୍ଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ମୋଟ ପାଞ୍ଚ ଜଣ ଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। NDRF…

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ ବାଚସ୍ପତି ଏବଂ ଡେମୋକ୍ରାଟ ନେତା ମେଲିସା ହର୍ଟମ୍ୟାନ ଏବଂ ତାଙ୍କ ସ୍ବାମୀଙ୍କୁ ସେମାନଙ୍କ…

କେମିତି ହେଲା ପ୍ଲେନ୍‌ କ୍ରାଶ୍‌: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୪।୩: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଦୁର୍ଘଟଣା ପରେ ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ମନ୍ତ୍ରଣାଳୟ କହିଛି ଯେ, ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ…

NEET UG 2025 ଫଳାଫଳ ଘୋଷଣା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୧୪।୬: NEET UG 2025 ଫଳାଫଳ ଘୋଷଣା କରାଯାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ NEET neet.nta.nic.in ର ଅଫିସିଆଲ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍‌ NTA ମଧ୍ୟ ପାସ କରିଥିବା…

ପାକିସ୍ତାନରୁ ପଳାଇ ଆସିଥିଲେ ୮ ମାସର ଝିଅ, ୬୦ ବର୍ଷ ପରେ ଧରାପଡ଼ିବାରୁ…

ବରେଲି,୧୪।୬: ଉତ୍ତର ପ୍ରଦେଶର ବରେଲିରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ‘ଅପରେଶନ ଖୋଜ’ ସମୟରେ ପୋଲିସ ଜଣେ ମହିଳାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ପୋଲିସ ବରାଦରୀ ଥାନା ଅଞ୍ଚଳର ସୁଫି ଟୋଲା ଅଞ୍ଚଳରେ ଜଣେ ମହିଳାଙ୍କୁ ପାଇଛି,…

କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦେଖାଇବା ଇସ୍ରାଏଲକୁ ପଡ଼ିଲା ମହଙ୍ଗା, ୯୦ ମିନିଟ ପରେ ଘଟିଲା…

ନୂଆଦିଲ୍ଲୀ/ଜେରୁଜେଲମ,୧୪।୬: ଇସ୍ରାଏଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇବାକୁ ଚେଷ୍ଟା କରି କହିଥିଲା, ଇରାନ ବିଶ୍ୱ ପାଇଁ ବିପଦ। ଇସ୍ରାଏଲକୁ ଏବେ ଏହି ଚିତ୍ରରେ ଭାରତର ମାନଚିତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ…

BCCIକୁ ବଡ଼ ଝଟ୍‌କା: ଭାରତ ଆଗାମୀ ୬ ବର୍ଷ ପାଇଁ…

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ (WTC Final) ଆୟୋଜନ କରିବାର ସ୍ବପ୍ନ କିଛି ବର୍ଷ ପାଇଁ ଅଧୁରା ରହିପାରେ। BCCIକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଠାରୁ ଏକ ବଡ଼ ଝଟକା ଲାଗିପାରେ।…

ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଲା ପାକିସ୍ତାନ: କହିଲା, ଆମେ…

ଇସଲାମାବାଦ୍‌,୧୪।୬: ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଛି ପାକିସ୍ତାନ। ପାକିସ୍ତାନ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଇରାନକୁ ସମର୍ଥନ କରିବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏହା ସୂଚିତ କରିଛନ୍ତି। ଆସିଫ ସାରା ବିଶ୍ୱର ମୁସଲମାନମାନଙ୍କୁ ଏକ ହେବାକୁ ନିବେଦନ କରିଛନ୍ତି।…

ଲକ୍ଷେ ଟପିଲା ସୁନାଦର: ରେକର୍ଡ ବୃଦ୍ଧି ସହ ୧୦ ଗ୍ରାମ ସୁନା ଦର ଏବେ…

ନୂଆଦିଲ୍ଲୀ,୧୪।୬: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଲଗାତର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବା ସହ ୧୦ ଗ୍ରାମ ପ୍ରତି ଲକ୍ଷେ ଟପିଛି। ଜାତୀୟ ରାଜଧାନୀରେ ସୁନା ପ୍ରତି ୧୦ ଗ୍ରାମ ୧,୦୧,୫୪୦ ଟଙ୍କା…

ଲକ୍ଷ୍ମଣ ରେଖା ଡେଇଁଲା ଇସ୍ରାଏଲ୍‌: ରାଗରେ ନିଆଁବାଣ ହୋଇ ଇରାନ ଦେଲା ଧମକ

ତେହରାନ/ତେଲ୍‌ ଆଭିଭ୍‌,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଇସ୍ରାଏଲର ବିମାନ ଆକ୍ରମଣ ଇରାନର ସାର୍ବଭୌମତ୍ୱ…

ପ୍ରତିଶୋଧ ନେଲା ଇରାନ, ଥରିଉଠିଲା ଇସ୍ରାଏଲ: ବଢିଲା ଯୁଦ୍ଧ ଆଶଙ୍କା

ତେହରାନ/ତେଲ୍‌ ଆଭିଭ୍‌,୧୪/୬:ଇସ୍ରାଏଲୀ ସେନା ଗୁରୁବାର ବିଳମ୍ବିତ ରାତିରେ ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଥିବାବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ଶୁକ୍ରବାର ରାତିରେ ତେହେରାନ୍‌ ପ୍ରତିଶୋଧ ନେଇଛି। ଇସ୍ରାଏଲୀ ସେନାର ୨୦୦ ଯୁଦ୍ଧବିମାନ ଇରାନର ଆଣବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?