ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?
ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି ବୈଠକକୁ…
ଇରାନ-ଇସ୍ରାଏଲ ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି; ଟ୍ରମ୍ପ କହିଲେ ଦୂରରେ ରୁହ…
ମସ୍କୋ/ଓ୍ବାଶିଂଟନ,୧୯।୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଣ୍ଟ୍ରି କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ରୁଷିଆ ତେଲ୍ ଅଭିଭ୍ର ସୁରକ୍ଷା ଚିନ୍ତାକୁ…
ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ତ୍ରୁଟିଶୂନ୍ୟ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର,୧୯ା୬: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି…
ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଘୋଷଣାକୁ ନେଇ ହଇଚଇ: ଏବେ ଟାର୍ଗେଟରେ ଖାମେନେଇ, ଲୁଚିଥିବା ବଙ୍କର ଉପରେ…
ଜେରୁଜେଲମ/ତେହରାନ,୧୯।୬: କେନ୍ଦ୍ରୀୟ ଇସ୍ରାଏଲର ବେରସେବା ହସ୍ପିଟାଲ ଉପରେ ଇରାନର ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରାଯିବ। ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…
ଆଉ ୪ ଦିନ ବଢ଼ିଲା ସ୍କୁଲ ଛୁଟି, ଜାଣନ୍ତୁ କେଉଁଦିନ ଖୋଲିବ
ଧର୍ମଶାଳା,୧୯ା୬(ଶିବ ପ୍ରସାଦ ମହାନ୍ତି): ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲାପାଳ ପି.ଅନ୍ବେଷା ରେଡ୍ଡୀ। ଜିଲାରେ ହଇଜା ଓ ଡାଇରିଆ ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି…
ଆସନ୍ତାକାଲି ଭୁବନେଶ୍ୱରରେ ହାଫ୍ ଡେ’ ଅଫିସ
ଭୁବନେଶ୍ୱର,୧୯ା୬: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ବ ଓ…
କେଉଁ ଦେଶ ପାଖରେ ରହିଛି ସବୁଠାରୁ ଉତ୍କୃଷ୍ଟ କ୍ଷେପଣାସ୍ତ୍ର, ନିମିଷକରେ ବିଶ୍ୱ ହୋଇଯିବ ଧ୍ୱଂସ,ଜାଣନ୍ତୁ କେତେ ନମ୍ବରରେ ଭାରତର ସ୍ଥାନ
ମସ୍କୋ/ନୂଆଦିଲ୍ଲୀ ,୧୯ା୬: ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ଆଉ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏକ ଦେଶର ସୁରକ୍ଷା, ପ୍ରଭୁତ୍ୱ ଏବଂ ପ୍ରଯୁକ୍ତିର ପ୍ରକୃତ ପରିଚୟ ପାଲଟିଛି। ଏଗୁଡ଼ିକୁ କୁହାଯାଏ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ICBM)। ଏହି…
ନବୀନଙ୍କ ପାଇଁ ଚିନ୍ତିତ ମୋହନ: ଫୋନ୍ରେ କଥା ହେଲେ
ଭୁବନେଶ୍ୱର,୧୯।୬: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ୨୨ ତାରିଖରେ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ…
ବିମାନ ଦୁର୍ଘଟଣା ପରେ ପ୍ରଥମ ଥର ଏୟାର ଇଣ୍ଡିଆ ନେଲା ବଡ଼ ନିଷ୍ପତ୍ତି, ଯାତ୍ରୀ ଜାଣି ରଖିବା ଜରୁରୀ…
ନୂଆଦିଲ୍ଲୀ,୧୯।୬: ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ ଏବଂ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏୟାର ଇଣ୍ଡିଆ ଅସ୍ଥାୟୀ ଭାବରେ ଅନ୍ତର୍ଜାତୀୟ ବିମାନ ଉଡାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ କହିଛି ଯେ ଏହା ଜୁଲାଇ ମଧ୍ୟଭାଗ ସୁଦ୍ଧା…
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍
ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି। ଝାରସୁଗୁଡା, ସମ୍ବଲପୁର ଓ…
ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର। ଏହି ଛାତ୍ରୀଛାତ୍ରମାନେ ଉର୍ମିଆ ମେଡିକାଲ ବିଶ୍ୱବିଦ୍ୟାଳୟର। ଛାତ୍ରୀମାନେ ବୁଧବାର ବିଳମ୍ବିତ ସାରେ ଆର୍ମେନିଆ ଏବଂ…
୬ ଦିନରେ ୬୦୦ ଇରାନୀୟ ମୃତ
ତେହରାନ୍/ଓ୍ବାଶିଂଟନ୍,୧୯ା୬: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଏଥିସହ ଇସ୍ରାଏଲ୍ ଆକ୍ରମଣରେ ଇରାନ୍ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତେହରାନ୍କୁ ନିଃସର୍ତ୍ତ ଆମତ୍ସମର୍ପଣ ପାଇଁ ଆହ୍ବାନ ଦେବା ପରେ ଇରାନ୍ ତେଲ୍ଆଭିଭ୍କୁ ଟାର୍ଗେଟ କରି…

