ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା
ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍…
ଓଡ଼ିଶା ପ୍ରୋ ଟି-୨୦ ଲିଗ୍: ବ୍ରେଟ ଲି ବ୍ରାଣ୍ଡ ଆମ୍ବାସାଡର
କଟକ,୩୧ା୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL) ପାଇଁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ଓ ଦେବାଶିଷ ମହାନ୍ତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛି। ଏହି…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାର ଯୋଗାଣ ତ୍ୱରାନ୍ୱିତ, ୬୨ ଡିଲରଙ୍କ ଲାଇସେନ୍ସ ବାତିଲ
ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ୨୦୨୫ ପାଇଁ ରାଜ୍ୟରେ ସାର ଯୋଗାଣ ତ୍ୱରାନ୍ୱିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିୟମିତ ସମୀକ୍ଷା କରୁଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା ସୂଚନା ଦେଇ ଚାଷୀଙ୍କୁ ଆତଙ୍କିତ ନ…
”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି
ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ ମୁଣ୍ଡ ନୁଆଁଇବା ଅଭିଯୋଗ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଭାରତ ପ୍ରତି ବାରମ୍ବାର…
୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଥିରେ ରହିଛି…
ଭୁବନେଶ୍ୱର,୩୧ା୮: ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟରେ ଆଉ ୧୬ ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ଏନ୍ଏସିଗୁଡ଼ିକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ,…
ଅର୍ଥମନ୍ତ୍ରୀଙ୍କ ଘରୁ ଲୁଟ୍, ପରେ ଚାଇନା ଗସ୍ତ ବାତିଲ କଲେ ରାଷ୍ଟ୍ରପତି
ଜାକର୍ତ୍ତା,୩୧ା୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ ଅନେକ ସହରରେ ଏକ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଶହ ଶହ ବିକ୍ଷୋଭକାରୀ ଦକ୍ଷିଣ ଟାଙ୍ଗେରାଙ୍ଗରେ ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀଙ୍କ ସମେତ ଅନେକ ଏମ୍ପିଙ୍କ ଘର ଲୁଟି…
ଏହି ଶବ୍ଦ ଜରିଆରେ ଚାଇନାକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମ ସମ୍ପର୍କ…
ନୂଆଦିଲ୍ଲୀ/ବେଜିଂ,୩୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଥିବା ବେଳେ ରବିବାର ସକାଳେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଠାରେ ସେ ଏସ୍ସିଓ ବୈଠକରେ ଅଂଶଗ୍ରହଣ କରିବାକୁ…
ଏକାଠି ହେଲେ ମୋଦି-ପୁଟିନ-ଜିନପିଙ୍ଗ, ଟ୍ରମ୍ପଙ୍କୁ ବଡ଼ ଚ୍ୟାଲେଞ୍ଜ!
ତିଆନଜେନ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO)ର 25ତମ ଶିଖର ସମ୍ମିଳନୀ ଚାଇନାର ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହି ଶିଖର ସମ୍ମିଳନୀ କେବଳ 25ତମ ବୈଠକ ନୁହେଁ, ବରଂ ଏହି ଶିଖର ସମ୍ମିଳନୀ ଆମେରିକାର ଏକଚାଟିଆତା ଏବଂ ଚାପ ବିରୁଦ୍ଧରେ…
ଚାଇନାରେ ମୋଦି, ଜିନପିଙ୍ଗଙ୍କ ସହ ହେବ ବଡ଼ ଡିଲ୍!
ତିଆନଜିନ, ୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଛନ୍ତି। ଆଜି ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ଏବଂ ଶାଙ୍ଘାଇ ସହଯୋଗ ସଂଗଠନ (SCO) ଶିଖର ବୈଠକରେ ଭାଗ ନେବେ। ଏହି…
ଭାରତ ଆସିବେନି ଟ୍ରମ୍ପ୍
ନ୍ୟୁୟର୍କ,୩୧ା୮: ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମିଟ୍ରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆଦିଲ୍ଲୀ ଗସ୍ତରେ ଆସିବାର ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏଭଳି ଖବର ପ୍ରକାଶ ପାଇଛି।…
ମହାନଦୀ ଜଳ ବିବାଦ: ଫିଟିପାରେ ସମାଧାନ ବାଟ
ଭୁବନେଶ୍ୱର, ୩୧।୮(ସୁନିତ୍ ମିଶ୍ର): ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ବଙ୍ଗୋପସାଗରରେ ମିଶିଥିବା ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ୮୫୧ କି.ମି. ଲମ୍ବର ହୋଇଥିବାବେଳେ ଏଥିରୁ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ। ନଦୀ ଜଳ ବଣ୍ଟନ ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ…
ଫୋନ୍ରେ ଟ୍ରମ୍ପ କହିଲେ ଏମିତି କଥା, ରାଗିଗଲେ ମୋଦି, ସେହିଦିନଠାରୁ ବଢ଼ିଛି ତିକ୍ତତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦ା୮: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏବେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଠିକ୍ ହୋଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି, ସେ…

