Home Middle

ପୁରସ୍କୃତ ହୋଇପାରନ୍ତି ପରାଜିତ

ଭୁବନେଶ୍ୱର,୭ା୬(ବ୍ୟୁରୋ):ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ଭୋଟ ଶେଷ ହେବା ପରେ ରାଜ୍ୟରେ ବିଜେଡି ଲଗାତର ପଞ୍ଚମଥର ପାଇଁ କ୍ଷମତାସୀନ ହୋଇଛି। ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ମିଳିଥିଲେ ହେଁ ଲୋକ ସଭାର ୮ ଆସନ ଶାସକ ଦଳ ହାତରୁ ଖସିଯାଇଛି।…

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ ସୁବାସ ଚନ୍ଦ୍ର ପଣ୍ଡା। ତାଙ୍କ ମୁହଁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ…

ବ୍ଲୁଷ୍ଟାର ଅପରେଶନ୍‌କୁ ପୂରିଲା ୩୫ ବର୍ଷ: ୩ ଦିନରେ ୪ଶହ ୯୨ ଲୋକଙ୍କ ଘଟିଥିଲା ମୃତ୍ୟୁ; ୮୩ ଯବାନ ହୋଇଥିଲେ ଶହୀଦ୍‌

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ୩୫ ବର୍ଷ ତଳେ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ଏହି ୩ ଦିନିଆ ଅପରେଶନ୍‌ରେ ୪ଶହ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସେନାର ୪ ଅଧିକାରୀଙ୍କ…

ମୋଦି ରାଜ୍‌-୨ରେ ଶସ୍ତା ଇଏମ୍‌ଆଇ ଉପହାର: ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆର୍‌ବିଆଇ କଲା ଘୋଷଣା

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ-୨ରେ ସାଧାରଣ ଲୋକଙ୍କୁ ଶସ୍ତା ଇଏମ୍‌ଆଇ ଉପହାର ପ୍ରଦାନ କରାଯାଇଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆର୍‌ବିଆଇର ଏକ ସମୀକ୍ଷା ବୈଠକରେ ବେସ୍‌ ପଏଣ୍ଟ୍‌ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି।…

ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍‌ ଚାଇଲ୍ଡହୁଡ୍‌ ଇଣ୍ଡେକ୍ସ୍‌’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ…

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ ପ୍ରାଣ ହରାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ୧୨.୫ ପ୍ରତିଶତ ମୃତ୍ୟୁ ଏଥିଯୋଗୁ ହେଉଥିବା…

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର। ଏଥିସହ ଜାତୀୟ ନିରାପତ୍ତାକୁ ମଧ୍ୟ ସରକାର ବିଶେଷ…

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ଏହାର ଦୁଇ ସପ୍ତାହ ଅର୍ଥାତ୍‌ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ଅନିଶ୍ଚିତତାରେ ପୌର ନିର୍ବାଚନ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ୍‌, ୬ା୬: ବାତ୍ୟା ଫନୀକୁ ମାସେ ବିତିଗଲାଣି। ବ୍ୟାପକ କ୍ଷତି ଘଟାଇଥିବା ପୁରୀ, କଟକ, ଖୋର୍ଦ୍ଧା ଜିଲାର ପୌର ସଂସ୍ଥାଗୁଡିକରେ ବାସ କରୁଥିବା ଲୋକମାନଙ୍କର ଦୁର୍ଦ୍ଦଶା କମୁନାହିଁ। ଟିକେ ମୌଳିକ ସୁବିଧା ପାଇବା ପାଇଁ ଲୋକେ ଡହଳବିକଳ…

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: କଳିଙ୍ଗରେ ହକି ହାଙ୍ଗାମା

ଭୁବନେଶ୍ୱର,୬।୬(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଭାରତ ପାଇଁ ଏହି ଟୁର୍ନାମେଣ୍ଟ ପ୍ରଥମ ପାହାଚ ସଦୃଶ ହୋଇଛି। ନୂଆ କୋଚ୍‌ ଗ୍ରାହମ…

ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଛାତ୍ରୀଙ୍କ…

ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ: ସର୍ବୋଚ୍ଚ ସ୍ଥାନରେ ନଳିନ୍‌

ନୂଆଦିଲ୍ଲୀ,୫।୬: ପ୍ରକାଶ ପାଇଛି ୨୦୧୯ ନିଟ୍‌(NEET) ପରୀକ୍ଷା ଫଳ। ଏଥିରେ ରାଜସ୍ଥାନର ନଳିନ୍‌ ଖଣ୍ଡେଲଓ୍ବାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟ ୭୨୦ରୁ ସେ ପାଇଛନ୍ତି ୭୦୧ ନମ୍ବର। ଦିଲ୍ଲୀର ଭାବିକ ବଂସାଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri