Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍, ସେପଟେ ହାତଗଣ୍ଠି
ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍ ମଧ୍ୟରେ ବିବାହ। ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଆଉ…
ଶ୍ରୀନଗରରେ ଫସିରହିଛନ୍ତି ୫ ଓଡ଼ିଆ ଛାତ୍ରୀଛାତ୍ର: କହିଲେ ଶୁଣିଲୁଣି ଡ୍ରୋନ ଆଟାକ୍ ଶଦ୍ଦ, ଆଜି ନ ଗଲେ କାଲି….
ଭୁବନେଶ୍ୱର,୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସୀମାରେ ଉତ୍ତେଜନା ଳୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରୀଛାତ୍ର ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।…
ଅସୀମ ମୁନିରଙ୍କୁ ବଡ଼ ଝଟ୍କା: ସେନା ହାତରୁ ଗଲା ପାକିସ୍ତାନର ୨ ଅଞ୍ଚଳ
ଇସଲାମାବାଦ୍,୧୦।୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାଦ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ଝଟ୍କା ବେଲୁଚିସ୍ତାନର ଯୋଦ୍ଧାମାନେ ଦେଇଛନ୍ତି। ବେଲୁଚିସ୍ତାନର ଯୋଦ୍ଧାମାନେ ପାକିସ୍ତାନ ସେନାକୁ ପରାସ୍ତ କରି ଏହାର ଦୁଇଟି ଅଞ୍ଚଳକୁ ଛଡ଼ାଇ ନେଇଛନ୍ତି।…
ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ଏହି ୧୧ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୧୦ା୫: ରାଜ୍ୟରେ କିଛିଦିନ ଧରି ପ୍ରବଳ ଖରା ସାଙ୍ଗକୁ କେତେକ ଜିଲାରେ କାଳବୈଶାଖୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଶନିବାର ଅର୍ଥାତ୍ ଆଜି ସନ୍ଧ୍ୟାରେ ୧୧ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…
ଭାରତ-ପାକିସ୍ତାନ ଯୁଦ୍ଧରେ ମୁଣ୍ଡ ପୂରାଇବନି ଆମେରିକା: ସଫା ସଫା ମନାକରିଦେଲେ ଭାନ୍ସ
ନ୍ୟୁୟର୍କ,୧୦ା୫(ପି.ଟି.):ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏହା ଆମ କାମ ନୁହେଁ ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି। ଆମେ ଭାରତ ଓ ପାକିସ୍ତାନକୁ ନିୟନ୍ତ୍ରଣ କରିପାରିବୁ…
ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ
ନୂଆଦିଲ୍ଲୀ,୧୦।୫: ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି। ପର୍ଯ୍ୟାପ୍ତ ତୈଳ ଓ…
‘ଭାରତର ଅଛି ୧୬ ଲକ୍ଷ ସେନା, ଆମେ ତାଙ୍କ ନିକଟରେ ତିଷ୍ଠି ପାରିବୁ ନାହିଁ’, ଶହବାଜ ସରକାରଙ୍କ ପୋଲ ଖୋଲିଲେ ପୂର୍ବତନ ବାୟୁସେନା ମୁଖ୍ୟ
ଇସଲାମାବାଦ,୧୦।୫: ୭ ମଇ ୨୦୨୫ରେ ଅପରେଶନ ସିନ୍ଦୂର ଅଧୀନରେ ଭାରତ ଦ୍ୱାରା କରାଯାଇଥିବା ସଠିକ ସାମରିକ ଆକ୍ରମଣ ପରେ, ପାକିସ୍ତାନର ସେନା ଏବଂ ସରକାରଙ୍କ ଭିତରେ ଏକ ଅଜଣା ଭୟ ସ୍ପଷ୍ଟ ଭାବରେ ଦେଖାଦେଇଛି। ପାକିସ୍ତାନ ସରକାର ସୀମାରେ ଗୁଳିବର୍ଷା ଏବଂ…
ପାକିସ୍ତାନର ପୋଲ୍ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ
ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ ଏହାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଛି। ଏଥିରେ ଡ୍ରୋନ ଏବଂ ଅନ୍ୟାନ୍ୟ ଯୁଦ୍ଧ…
ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ମହିଳା ପାଇଲଟ ଶିବାନୀ ସିଂଙ୍କୁ ବନ୍ଦୀ ରଖିବା ଖବର ସମ୍ପୂର୍ଣ୍ଣ ଗୁଜବ
ନୂଆଦିଲ୍ଲୀ,୧୦।୫: ଭାରତର ଅପରେଶନ ସିନ୍ଦୁର ପରେ, ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା…
‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ
‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି…
IPS ଅଫିସରଙ୍କ ଛୁଟି ବାତିଲ କଲେ ସରକାର, କେହି ଯଦି ଛୁଟିରେ ଥିବେ ତେବେ…
ଭୁବନେଶ୍ୱର,୧୦ା୫: ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି। କୌଣସି IPS ଅଫିସର ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହିତ ଛୁଟିଲେ ଥିଲେ ତୁରନ୍ତ ଆସି…
Archives


