ନିୟନ୍ତ୍ରଣ ରେଖା ମାଛିଲ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ
ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଠାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ୫-୬ ଆତଙ୍କବାଦୀ ମାଛିଲ୍ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଭାରତୀୟ ଫରଓ୍ବାର୍ଡ ପୋଷ୍ଟପକ୍ଷରୁ ସତର୍କ ସୂଚନା ଜାରି ସହିତ ଗୁଳି ଚାଳନା କରାଯାଇଥିଲା।…
କଶ୍ମୀର ଭାରତର ଅଭିନ୍ନ ଅଙ୍ଗ; ସେଥିପାଇଁ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ: ଶାହ
ନୂଆଦିଲ୍ଲୀ,୬।୮: କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ସେଥିପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ। ମଙ୍ଗଳବାର ଲୋକ ସଭାରେ ଏଭଳି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତେବେ ଏଠାରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚାଇନାର ଅକ୍ସାଇ…
ଏବେ ସମାନ ନାଗରିକ ସଂହିତା ଓ ଅଯୋଧ୍ୟା ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ ନଜର !
ନୂଆଦିଲ୍ଲୀ,୬।୮: ତିନି ତଲାକ୍ ପରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର। ଏବେ ମୋଦି ସରକାର ଦେଶରେ ସମାନ ନାଗରିକ ସଂହିତା ପ୍ରଣୟନ ଏବଂ ଅଯୋଧ୍ୟା ପ୍ରସଙ୍ଗ ଉପରେ ନଜର ରଖିଥିବା କୁହାଯାଉଛି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ…
କଂଗ୍ରେସ କିମ୍କର୍ତ୍ତବ୍ୟମୂଢ଼
ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ ପରି ତୃଣମୂଳ, ଜେଡିୟୁ,ଏସ୍ପି ଆଦି ୯ଟି ଦଳ ଏହାକୁ ବିରୋଧ କରୁଛନ୍ତି। ଅପରପକ୍ଷରେ ମାୟାବତୀଙ୍କ…
ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ: ସିଧାପ୍ରସାରଣ ଆବେଦନ ଖାରଜ; ଶହେ ଦିନରେ ଫଇସଲା ସମ୍ଭାବନା
ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାରଠାରୁ ସୁପ୍ରିମ୍କୋର୍ଟରେ ଆରମ୍ଭ ହୋଇଛି। ତେବେ ବିଚାର ପ୍ରକିୟାର ସିଧାପ୍ରସାରଣ ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଗତ ଶୁକ୍ରବାର ଅଦାଲତ ସୂଚନା ଦେଇଥିଲେ ଯେ, ଏହି ମାମଲାର ଶୁଣାଣି ଅଗଷ୍ଟ ୬…
କଶ୍ମୀର ସ୍ଥିତି ସ୍ବାଭାବିକ: ଡୋଭାଲଙ୍କ ରିପୋର୍ଟ
ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଯାଇଛନ୍ତି। ମଙ୍ଗଳବାର ସେ ରିପୋର୍ଟ ଦେଇଛନ୍ତି ଯେ, ଅନୁଚ୍ଛେଦ-୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କୋଣସି ଅପ୍ରୀତିକର ପରିସ୍ଥିିତି ଘଟି ନାହିଁ। ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ…
ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି
ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍ ସିଂ ସୂଚନା ମଙ୍ଗଳବାର ଦେଇଛନ୍ତି। ହିଂସାକାଣ୍ଡର ଆଶଙ୍କା କରି ଏହାର ମୁକାବିଲା ପାଇଁ ପୋଲିସକର୍ମୀଙ୍କୁ…
ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ
ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ…
ମୋଦିଙ୍କ ମିଶନ ସଫଳ କରାଇଲେ ଶାହ
ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଏହାକୁ ଦୁଇଭାଗ କରିବା ଲାଗି ଜୁନ୍ ତୃତୀୟ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗଣନା ଆରମ୍ଭ କରିଥିଲେ। ଏଥିପାଇଁ ସେ ପିଏମ୍ଓରେ ଯୁଗ୍ମ ସଚିବ ଥିବା ୧୯୮୭ ବ୍ୟାଚ୍ର ଛତିଶଗଡ କ୍ୟାଡର ଆଇଏଏସ୍…
ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶବ୍ୟାପୀ ବିପୁଳ ସମର୍ଥନ
ନୂଆଦିଲ୍ଲୀ,୬ା୮(ପି.ଟି./ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ…
ରାଷ୍ଟ୍ରପତିଙ୍କ ଅଧିସୂଚନା: ଜମ୍ମୁ-କଶ୍ମୀରରେ ଲାଗୁ ହେଲା ଭାରତର ସମ୍ବିଧାନ
ନୂଆଦିଲ୍ଲୀ,୫ା୮(ପି.ଟି./ଆଇଏଏନ୍ଏସ୍): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜମ୍ମୁ-କଶ୍ମୀର ସରକାର ସମ୍ପର୍କିତ ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୨୦୧୯ ଜାରି କରିଛନ୍ତି। ଭାରତୀୟ ସମ୍ବିଧାନ ଏହି ରାଜ୍ୟରେ ଲାଗୁ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ସଦ୍ୟ ଅଧିସୂଚନା ତତ୍କାଳ ରାଜ୍ୟର ସମ୍ବିଧାନ…
ହଟିବ ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା: ଆରମ୍ଭ ହେବ ଭାରତୀୟ ଦଣ୍ଡ ସଂହିତା
ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ…
Archives


