Home Middle

ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଉଛି। ଏହାପରେ ଅପରାହ୍ନରେ ନିଗମବୋଧ ଘାଟରେ ତାଙ୍କର…

ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଏକାଧିକ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୋଖା…

ରାଜ୍ୟରୁ ଉଭେଇଲାଣି ଝୋଟ: ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡୁଛନ୍ତି ଚାଷୀ

ଭୁବନେଶ୍ୱର,୨୫।୮: ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା। ବିଶେଷକରି ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ କରିଥିଲା। ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି।…

୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ

ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପ୍ରଣୟନ କରିଛନ୍ତି। ତଦନୁଯାୟୀ ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ…

ଜିଏସ୍‌ଟିରୁ ଜନଧନ ଯାଏ.. ମନେ ରହିବେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୫-୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କର ଶନିବାର ପରଲୋକ ହୋଇଯାଇଛି। ସେ ଜଣେ ବିଦ୍ୱାନ, ପ୍ରଖର ବକ୍ତା ଭାବେ ପରିଚିତ। ତାଙ୍କର ଅର୍ଥ, ଆଇନ ଓ ରାଜନୈତିକ କ୍ଷେତ୍ରରେ ଅସୀମ ଜ୍ଞାନ ଥିଲା। ଛାତ୍ର ରାଜନୀତିରୁ କ୍ଷମତାର କେନ୍ଦ୍ରବିନ୍ଦୁରେ ପାଦ…

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ଇନିଂସରେ ଧନଞ୍ଜୟ…

ଦେଢ ବର୍ଷ ମଧ୍ୟରେ ଭାଜପାର ୭ ବରିଷ୍ଠ ନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ୨୦୧୮ ଅଗଷ୍ଟ ୧୪ରୁ ୨୦୧୯ ଅଗଷ୍ଟ ୨୪ ମଧ୍ୟରେ ଏଭଳି ଦୁଃଖଦ ଘଟଣା ଘଟିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର, ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏବଂ…

ରବିବାର ଅପରାହ୍ନ ୨ଟାରେ ନିଗମ ବୋଧ ଘାଟରେ ଜେଟଲୀଙ୍କର ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଅପରାହ୍ନ ୨ଟାରେ ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏମ୍ସ୍‌ରୁ ତାଙ୍କ ମର ଶରୀରକୁ କୈଳାସ କଲୋନୀ ସ୍ଥିତ ବାସଭବନକୁ…

ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ ପିତା କିଶନ ଜେଟଲୀ ପୁଅ ଜନ୍ମ ନେଇ ବେଶ୍‌ ଆନନ୍ଦିତ ଥିଲେ। ପିତା ପେଶାରେ…

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି। ଏମ୍ସର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧୨ଟା ୭ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଶଯ୍ୟା…

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା ରାଓଙ୍କ ବୟାନକୁ ରେକର୍ଡ କରାଯାଇଛି। ତାଙ୍କ ସମୟରେ ଏହାକୁ କ୍ଲିୟରାନ୍ସ୍‌ ମିଳିଥିଲା। ଆଇଏନ୍‌ଏକ୍ସ୍‌ ମିଡ଼ିଆରେ…

ଚିଦାମ୍ବରମ୍‌ ପଢୁ ନ ଥିଲେ ସମସ୍ତ ଫାଇଲ୍‌: ଦକ୍ଷ ଆଇଏଏସ୍‌ ଅଫିସର କରୁଥିଲେ ଏହାର ଯାଞ୍ଚ୍‌

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ସେ କହିଛନ୍ତି ଯେ ସମୟ ଅଭାବ ଯୋଗୁ ସମସ୍ତ ଫାଇଲ୍‌ ଦେଖିବା ସମ୍ଭବ ନ ଥିଲା। ଏସବୁକୁ ଏଫ୍‌ଆଇପିବି ଡିଭିଜନ୍‌ର ୭-୮ ଆଇଏଏସ୍‌ ଅଫିସର ଯାଞ୍ଚ୍‌ କରୁଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri