Home Middle

ଯେଉଁମାନେ ସିନ୍ଦୂର ପୋଛିଥିଲେ, ସେମାନଙ୍କୁ ୨୨ ମିନିଟରେ ମାଟିରେ ମିଶେଇଦେଲୁ: ଗର୍ଜିଲେ ମୋଦି

ବିକାନେର,୨୨।୫: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ପରେ, ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ତାଙ୍କର ପ୍ରଥମ ରାଲିରେ ପୁଣି ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ତିନୋଟି ଶକ୍ତିକୁ ମୁକ୍ତ ହାତ ଦେଇଛି। ଆମେ…

ପାକିସ୍ତାନ ମାଟିରେ ଥାଇ ଭାରତକୁ ଏମିତି ବଡ଼ ସୂଚନା ଦେଇଥିଲେ ଅଜିତ ଡୋଭାଲ: ନିମିଷକେ ଫସର ଫାଟିଥିଲା ପାକ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୨୨।୫: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭାରତର ଜେମ୍ସ ବଣ୍ଡ  କୁହାଯାଏ। ତାଙ୍କୁ ଭାରତର ଶ୍ରେଷ୍ଠ ଗୁପ୍ତଚର ମଧ୍ୟ କୁହାଯାଏ। କାରଣ ଅଜିତ ଡୋଭାଲ ଯେଉଁ ପ୍ରକାରର କାରନାମା କରିଛନ୍ତି, ପାକିସ୍ତାନ ଏବେ ବି ତାଙ୍କ ନାମ ଶୁଣି…

ଓ୍ବାଶିଂଟନରେ ଭୟଙ୍କର ଗୁଳିକାଣ୍ଡ, ୨ ଇସ୍ରାଏଲ ଦୂତାବାସ କର୍ମଚାରୀଙ୍କ ମୃତ୍ୟୁ, ଆକ୍ରମଣକାରୀ ଚିତ୍କାର କରି କହିଲେ ‘ଫ୍ରି ପାଲେଷ୍ଟାଇନ’

ଓ୍ବାଶିଂଟନ,୨୨।୫: ଆମେରିକାର ୱାଶିଂଟନରେ ଥିବା ୟିହୁଦୀ ସଂଗ୍ରହାଳୟ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।…

ରାଷ୍ଟ୍ରପତିଙ୍କ ଉପରେ କାହିଁକି ନରସଂହାର ଭଳି ବଡ଼ ଅଭିଯୋଗ ଆଣିଲେ ଟ୍ରମ୍ପ, ଜାଣନ୍ତୁ ଏହା ପଛର କାରଣ

ଓ୍ବାଶିଂଟନ,୨୨।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ ହାଉସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବିବାଦର କିଛି ସବୁଠାରୁ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ, ଯେଉଁଥିରେ ଟ୍ରମ୍ପଙ୍କ ଶ୍ୱେତାଙ୍ଗ ନରସଂହାର ଦାବି…

ଭାରତର ୭୬% ଲୋକଙ୍କୁ ଅତ୍ୟଧିକ ବିପଦ

ନୂଆଦିଲ୍ଲୀ, ୨୨।୫: ଭାରତର ୫୭% ଜିଲାକୁ ପ୍ରଚଣ୍ଡ ଗରମ ଏବଂ ତାତିର ଅଧିକରୁ ଅତି ଅଧିକ ବିପଦ ରହିଛି। ଏହି ଜିଲାଗୁଡ଼ିକରେ ଦେଶର ପ୍ରାୟ ୭୬% ଜନସଂଖ୍ୟା ରହୁଛନ୍ତି। ରାତି ତାପମାତ୍ରା ବୃଦ୍ଧି ଏବଂ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ତାତିର ପ୍ରଭାବ ଲୋକଙ୍କ…

ବୈଶ୍ୱିକ ସଂଘର୍ଷ: ୫୦ ଦେଶର ୪୨୩ କୋଟି ପ୍ରଭାବିତ

ନୂଆଦିଲ୍ଲୀ,୨୨ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ନେଇ ଇସ୍ରାଏଲ୍‌ର ଗାଜା ଆକ୍ରମଣ, ହେଜ୍‌ବୋଲ୍ଲାର ଟାର୍ଗେଟରୁ ଜଳଭାଗରେ ଜାହାଜଗୁଡ଼ିକୁ ହୁଟିଙ୍କ ଘନ ଘନ ରକେଟ ମାଡ଼। ବିଶ୍ୱର ବିଭିନ୍ନ ଭାଗରେ ଏପରି ସାମରିକ ସଂଘର୍ଷ ଲାଗିରହିଛି। ନିକଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାରୁ ବୈଶ୍ୱିକ ଯୁଦ୍ଧର ପରିସୀମା ବଢ଼ିଯାଇଥିଲା।…

ପାକ୍‌ରେ ନଦୀବନ୍ଧ ନିର୍ମାଣ ଜୋର୍‌ଦାର କରିଛି ଚାଇନା

ନୂଆଦିଲ୍ଲୀ,୨୨।୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଥିବାରୁ ପାକିସ୍ତାନ ବିଚଳିତ ହୋଇଯାଇଛି। ଏହାର ଜଳ ସୁରକ୍ଷା ବଢ଼ାଇବା ପାଇଁ ସ୍ବାତ୍‌ ନଦୀରେ ମହମନ୍ଦ ହ୍ୟାମ୍‌ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପାକିସ୍ତାନ ଚାଇନାକୁ ଅନୁରୋଧ…

IPL 2025: ଦିଲ୍ଲୀକୁ ହରାଇ ପ୍ଲେଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୨୧।୫: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନରେ ଏକ ଦୃଢ଼ ବିଜୟ ହାସଲ କରି ପ୍ଲେଅଫରେ ଚତୁର୍ଥ ଓ ଅନ୍ତିମ ସ୍ଥାନ ସୁନିଶ୍ଚିତ କରିଛି। ଏହି ବିଜୟ ସହ ମୁମ୍ବାଇ ଗୁଜରାଟ…

ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…

ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…

ବମ୍ପର ପିଆଜ ଉତ୍ପାଦନ ପରେ ଦର ହ୍ରାସ: ଗ୍ରାହକ ଖୁସି, କ୍ଷତିରେ ଚାଷୀ

ମୁମ୍ବାଇ,୨୧।୫: ମହାରାଷ୍ଟ୍ରର ପାଇକାରୀ ଓ ଖୁଚୁରା ବଜାରରେ ବମ୍ପର ଫସଲ ଓ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି, ଯାହା ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଚାଷୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ମୁମ୍ବାଇ ମେଟ୍ରୋପଲିଟାନ…

ଭାରତରେ ବୃଦ୍ଧି ପାଉଛି କୋଭିଡ-୧୯ ମାମଲା: ଟୀକାରୁ ମିଳିଥିବା ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ କ’ଣ ଚିନ୍ତାର କାରଣ?

ନୂଆଦିଲ୍ଲୀ,୨୧।୫: ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ-୧୯ ମାମଲା ବୃଦ୍ଧି ପରେ, ଭାରତରେ ମଧ୍ୟ ଏହି ରୋଗର ନୂଆ ମାମଲା ସାମ୍ନାକୁ ଆସୁଛି, ଯେଉଁଠାରେ କେରଳ, ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁରୁ ଅଧିକାଂଶ ମାମଲା ରିପୋର୍ଟ ହେଉଛି। ତେବେ, ଅଧିକାଂଶ ମାମଲା ହାଲୁକା ଏବଂ…

ଭାରତରେ UPSC ଟପ୍ପର, ହେଲେ ପ୍ରେମ ପାଇଁ ମାଧୁରୀ ସାଜିଲେ ପାକିସ୍ତାନୀ ଏଜେଣ୍ଟ, ଜ୍ୟୋତିଙ୍କ ପରି…

ନୂଆଦିଲ୍ଲୀ, ୨୧।୫: ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ ହେବା ପରେ ପୁଣି ଥରେ ୨୦୧୦ ମସିହାରେ ଘଟିଥିବା ଏକ ସମାନ ଘଟଣା ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ଭାରତୀୟ କୂଟନୀତିଜ୍ଞ ମାଧୁରୀ ଗୁପ୍ତା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri