ପାକ୍ଠାରୁ ସ୍ବାଧୀନ ହେବାକୁ ସହାୟତା ଲୋଡ଼ିଲେ ବାଲୋଚ, ସିନ୍ଧି ସଙ୍ଗଠନ
ହ୍ୟୁଷ୍ଟନ,୨୩ା୯(ପି.ଟି.): ପାକିସ୍ତାନଠାରୁ ସ୍ବାଧୀନତା ପାଇବା ଲାଗି ବାଲୋଚ, ସିନ୍ଧି ଓ ପାସ୍ତୋ ସମ୍ପ୍ରଦାୟର ପ୍ରତିନିଧିମାନେ ହ୍ୟୁଷ୍ଟନର ଏନ୍ଆରଜି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିକ୍ଷୋଭ…
ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ: କିଛି ସମୟ ପରେ ଯୋଗଦେବେ ମୋଦି-ଟ୍ରମ୍ପ୍
ହ୍ୟୁଷ୍ଟନ୍,୨୨।୯: ଆମେରିକାର ହ୍ୟୁଷ୍ଟନରେ ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମ କମ୍ପୁଛି। ଶିଖ୍ଙ୍କ ପବିତ୍ର ଗୁରୁବାଣୀ ପ୍ରର୍ଥନା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଛି ସମୟ ଭିତରେ ଯୋଗଦେବେ…
ପୋଲିସ ଗୁଳିରେ ଟଳିଲେ ୫ ମାଓବାଦୀ
ହାଇଦ୍ରାବାଦ,୨୨।୯: ଆନ୍ଧ୍ରପ୍ରଦେଶ ମାଦିଗିମୁଡୁ ଜଙ୍ଗଲରେ ରବିବାର ଗ୍ରେହାଉଣ୍ଡସ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ମୃତକମାନେ ହାର୍ଡକୋର ମାଓବାଦୀ ବୋଲି ଜଣାପଡିଛି। ରବିବାର ମାଓବାଦୀଙ୍କ ଏକ…
ବିଜେପୁର ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି : ସଞ୍ଜୟ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଭାଜପା, କଂଗ୍ରେସ…
ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ
ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କର ଏକ ଐତିହାସିକ ଭୁଲ୍ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ଗସ୍ତ ଅବସରରେ ରବିବାର…
ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଉପରକୁ ଗୁଳିମାଡ଼
ନୂଆଦିଲ୍ଲୀ,୨୨।୯: ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ୪ ଜଣ ସନ୍ଦିଗ୍ଧ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ପୋଲିସ କାର୍ରେ ଯାଉଥିବା ସନ୍ଦିଗ୍ଧଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବାବେଳେ ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି।…
ଅଲ୍କାଇଦା ଆତଙ୍କବାଦୀ ଝାଡ଼ଖଣ୍ଡରୁ ଗିରଫ
ରାଞ୍ଚି,୨୨।୯: ଜଣେ ଅଲ୍କାଇଦା ଆତଙ୍କବାଦୀଙ୍କୁ ଏଟିଏସ୍ ଟିମ୍ ଝାଡ଼ଖଣ୍ଡରୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମୌଲାନା ମହମ୍ମଦ କଲିମୁଦ୍ଦିନ୍ ମୁଜାହିରି ବୋଲି କୁହାଯାଉଛି। ସେ ସ୍ଥାନୀୟ ଜାମସେଦ୍ପୁର ମାନଗୋ ଅଞ୍ଚଳର ଆଜାଦ୍ ନଗର ବାସିନ୍ଦା। ସ୍ଥାନୀୟ ରେଳଷ୍ଟେଶନରୁ ତାଙ୍କୁ…
କନ୍ୟା ଦିବସ: ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା
ନୂଆଦିଲ୍ଲୀ, ୨୨।୯: ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ତେବେ ମାତାପିତା ଏବେ ବି ଶିଶୁପୁତ୍ରର ଆକାଂକ୍ଷା ରଖୁଥିବା ୨୦୧୭-୧୮…
ଏୟାର ଷ୍ଟ୍ରାଇକ୍ର ୭ ମାସ ପରେ ବାଲାକୋଟରେ ପୁଣି ଜୈଶ୍ ଆତଙ୍କବାଦୀ ସକ୍ରିୟ: ୪୦ରୁ ଅଧିକ ଜେହାଦିଙ୍କୁ ଦିଆଯାଉଛି ତାଲିମ୍
ନୂଆଦିଲ୍ଲୀ,୨୨।୯: ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ର ୭ ମାସ ପରେ ଏବେ ପୁଣି ଥରେ ଏଠାରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ଏଠାରେ ଏବେ ୪୦ରୁ ଅଧିକ ଜେହାଦିଙ୍କୁ ତାଲିମ୍ ଦିଆଯାଉଛି। ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ…
ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍ ଏଲ୍ଏନ୍ଜି ପାଇଁ ଚୁକ୍ତି
ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍ ବୁଝାମଣା ହୋଇଛି। ଏନେଇ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକାର ଟେଲ୍ୟୁରିୟନ୍ ଏବଂ ଭାରତର ପେଟ୍ରୋନେଟ୍ କମ୍ପାନୀ ମଧ୍ୟରେ…
ଆଜି ହାଓଡି ମୋଦି କାର୍ଯ୍ୟକ୍ରମ
ହ୍ୟୁଷ୍ଟନ୍,୨୨ା୯(ଆଇଏଏନ୍ଏସ୍): ଆମେରିକାର ଟେକ୍ସାସ୍ ପ୍ରଦେଶ ଅନ୍ତର୍ଗତ ହ୍ୟୁଷ୍ଟନ୍ ସହରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅନୁଷ୍ଠିତ ହେବ ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ଶନିବାର ରାତିରେ ହ୍ୟୁଷ୍ଟନ୍ରେ ପହଞ୍ଚିଛନ୍ତି। ୩ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା…
ସୁପ୍ରିମକୋର୍ଟରେ ରହିବ ସ୍ଥାୟୀ ସାମ୍ବିଧାନିକ ପୀଠ
ନୂଆଦିଲ୍ଲୀ,୨୨ା୯: ପାଖାପାଖି ୭୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ସ୍ଥାୟୀ ଭାବେ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ ହେବାକୁ ଯାଉଛି। ଜଟିଳ ସାମ୍ବିଧାନିକ ପ୍ରଶ୍ନର ସମାଧାନ ଏବଂ ଆଇନର ବ୍ୟାଖ୍ୟା ପାଇଁ ଏହା କାର୍ଯ୍ୟ କରିବ। ୧୯୫୦ରେ…
Archives


