ଆତଙ୍କବାଦୀଙ୍କ ଲିଷ୍ଟରେ ପ୍ରଥମ: ଶ୍ରୀମନ୍ଦିର ସବୁ ଫଟୋ ଏବେ ପାକ୍ ହାତରେ, କହୁକହୁ କହିଦେଲେ…
ପୁରୀ,୨୩।୫: ପାକ୍- ସ୍ପାଏ ଜ୍ୟୋତି ମାଲହୋତ୍ରା ପୁରୀ ଶ୍ରୀମନ୍ଦିର ଆସିଥିବା ଖବର ପ୍ରକାଶ ପାଇବା ପରେ ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କୁହାଯାଉଛି ଜୋତି ଏବଂ ତାଙ୍କ ବାନ୍ଧବୀ ପ୍ରିୟଙ୍କା ପୁରୀ ବୁଲିବା ସହ ଅନେକ ଫଟୋ ଉଠାଇଥିଲେ।…
ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…
ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ…
ଇସ୍ତଫା ଦେବେ ୟୁନୁସ! ବାଂଲାଦେଶରେ ବଡ଼ ହଲଚଲ
ଢାକା,୨୩।୫: କୁହାଯାଏ ଯେ ଇତିହାସ ଅଧ୍ୟୟନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ତଥାପି, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ୟୁନୁସ ଏହାକୁ ବୁଝିପାରିଲେ ନାହିଁ। ଏମିତି ଏକ ବଡ଼ ଭୁଲ କଲେ। କହିରଖୁଛୁ କି, ୟୁନୁସ ମାତ୍ର ଗୋଟିଏ ମାସ ପୂର୍ବରୁ ଚୀନ…
ପଦାରେ ପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ: ଝଡ଼ତୋଫାନରେ ଫସିଥିବା ଭାରତୀୟ ବିମାନକୁ ଦେଲାନି ଆକାଶ ମାର୍ଗ
ନୂଆଦିଲ୍ଲୀ,୨୩।୫: ପୁଣି ପଦାରେ ପଡିଛି ପାକିସ୍ତାନର ହୀନ ଚକ୍ରାନ୍ତ। ତୃଣମୂଳ କଂଗ୍ରେସ ଏମ୍ପିଙ୍କ ସମେତ ୨୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନଟି ଆକାଶରେ ଝଡ଼ତୋଫୋନର ସାମ୍ନା କରିଥିଲା। ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡ଼ିଥିଲା।…
ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ ଆପଲ୍ ଭାରତର ଫକ୍ସକନ୍ ପ୍ଲାଣ୍ଟରେ କରିବ ବଡ଼ ନିବେଶ
ନୂଆଦିଲ୍ଲୀ,୨୩ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ, ଆପଲ୍ ଭାରତରେ ତା’ର ଯୋଗାଣ ଶୃଙ୍ଖଳାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ଆପଲ୍ର ପ୍ରମୁଖ ଉତ୍ପାଦନ ଅଂଶୀଦାର ଫକ୍ସକନ୍ ତାମିଲନାଡୁର ଓରାଗାଡ଼ମ ପ୍ଲାଣ୍ଟରେ ଏକ ନୂଆ କମ୍ପୋନେଣ୍ଟ ଫ୍ୟାକ୍ଟ୍ରି…
ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ
ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀରେ ଥରହର ପାକିସ୍ତାନ: ସାହାଯ୍ୟ ପାଇଁ କଲା ଗୁହାରି
ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଉପରେ ଏବେ ପାକିସ୍ତାନର ବୟାନ ସାମ୍ନାକୁ ଆସିଛି।…
ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୩।୫: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି।…
ମୋଦିଙ୍କ ବଡ଼ ଗେମ୍ ପ୍ଲାନ୍, ଚକ୍ରବ୍ୟୁହରେ ଫସିଗଲେ ୟୁନୁସ: ଏବେ ଭୟରେ ଛାଡ଼ିଦେବେ ଗାଦି!
ଢାକା,୨୩।୫: ବାଂଲାଦେଶରେ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ଯେକୌଣସି ସମୟରେ ପତନ ହୋଇପାରେ ଏବଂ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେବାକୁ ବିଚାର କରୁଛନ୍ତି। କେବଳ ଏତିକି ନୁହେଁ, ସେନା ମୁଖ୍ୟ ଜେନେରାଲ…
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ପରିବର୍ତ୍ତେ ୨୬ରେ ସରକାରୀ ଅଫିସ୍ ବନ୍ଦ
ଭୁବନେଶ୍ୱର,୨୩।୫: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ…
ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ ହୋଇଥିବା ଯେକୌଣସି ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ପୁଣି ଥରେ…
Archives


