Home Middle

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ…

ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ରାଫାଲ ବିମାନ, ‘ଓଁ’ ଲେଖି ପୂଜାର୍ଚ୍ଚନା କଲେ ରାଜନାଥ

ନୂଆଦିଲ୍ଲୀ,୮।୧୦: ବିଜୟାଦଶମୀ ଉପଲକ୍ଷେ ଭାରତକୁ ପ୍ରଥମ ଆର୍‌ବି-୦୦୧ ରାଫାଲ ବିମାନ ମିଳିଛି। ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ବୁଧବାର ଭାରତକୁ ଫ୍ରାନ୍ସ ଯୁଦ୍ଧ ବିମାନ ହସ୍ତାନ୍ତର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନରେ ଓଁ ଲେଖି ପୂଜାର୍ଚ୍ଚନା…

ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକ୍‌ହୋମ୍‌,୮।୧୦: ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବାକୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଉଛନ୍ତି ଆମେରିକୀୟ ବୈଜ୍ଞାନିକ ଜେମ୍ସ୍‌…

କଟେକଲ୍ୟାଣରେ ଡିଆର୍‌ଜି ଯବାନ-ମାଓବାଦୀ ମୁହାଁମୁହିଁ

ରାୟପୁର,୮।୧୦: ଛତିଶଗଡ଼ କଟେକଲ୍ୟାଣରେ ଡିଆର୍‌ଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି…

ବିଜୟା ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ,୮।୧୦: ଶ୍ରୀକ୍ଷେତ୍ରରେ ଚାଲିଛି ଶାରଦୀୟ ପୂଜା। ଉତ୍ସବମୁଖର ସହର। ବିଭିନ୍ନ ଦେବୀ ପୀଠରେ ଚାଲିଛି ଷୋଡ଼ଶ ପୂଜା। ଚଳଚଞ୍ଚଳ ଦେବୀ ପୀଠ। ସକାଳଠାରୁ ଦେବୀ ପୀଠ ଏବଂ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ। ମା’ ଶ୍ୟାମାକାଳୀ, ଦକ୍ଷିଣକାଳୀ, ମରିଚି ଠାକୁରାଣୀ,…

ଆଜି ୫ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ରାଜ୍ୟର ଅନେକ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ମୟୂରଭଞ୍ଜ…

ବାୟୁସେନା ଦିବସ: ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାମୁଖ୍ୟ

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ମଙ୍ଗଳବାର ସେନାମୁଖ୍ୟ ଜେନରାଲ ବିପିନ ରାଓ୍ବତ, ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ନ୍ୟାଶନାଲ ଓ୍ବାର ମେମୋରିଆଲରେ ପୁଷ୍ପଗୁଚ୍ଛ ଦେଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୮୭ ତମ…

ଏଥର କଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବାରୁ ଏବେ ପର୍ଯ୍ୟଟକମାନେ ଗସ୍ତ କରିପାରିବେ ବୋଲି…

ଅଓ୍ବନ୍ତୀପୁରାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀର ଅଓ୍ବନ୍ତୀପୁରାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅଓ୍ବନ୍ତୀପୁରା ସହର ବାହାରେ ଆତଙ୍କବାଦୀ ଲୁଚି ଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌…

ପାକିସ୍ତାନକୁ ଚେତାବନୀ: ପୁଲଓ୍ବାମା ଭଳି ଘଟଣା ଘଟାଇବା ପୂର୍ବରୁ ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ

ନୂଆଦିଲ୍ଲୀ,୮।୧୦: ଦେଶରେ ଦଶହରା ଆଡମ୍ବରରେ ପାଳିତ ହେଉଥିବାବେଳେ ମଙ୍ଗଳବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହେଉଛି। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି…

ଆଜି ବିଜୟାଦଶମୀ: ମା’ଙ୍କ ଦର୍ଶନ ପାଇଁ ସବୁଠି ଭିଡ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ।  ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି…

ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କଲା ଭାରତ: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ଗାଜିଆବାଦ୍‌,୮।୧୦: ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ୍‌ର ହିଣ୍ଡେନ୍‌ ବାୟୁସେନା ଏୟାର ବେସ୍‌ରେ ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା, ସେନା ପ୍ରମୁଖ ବିପିନ ରାଓ୍ବତ ଏବଂ ନୌସେନା ମୁଖ୍ୟ କରମବୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri