Home Middle

ଆଜି ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡିଶା ଆସିବେ। ସେ ସକାଳ ୧୧ଟାରେ ବରଗଡ ଜିଲା ଗାଇସିଲଟ ବ୍ଲକ ତଳପାଲିଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହାପରେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ…

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡକେଙ୍କୁ ମିଳିଛି ନୋବେଲ ପୁରସ୍କାର। ଗୁରୁବାର ସ୍ବଦେଶୀ…

କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ…

ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଯବାବ ଦେଲେ ଭାରତୀୟ ସେନା

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପଟରୁ ଗୁରୁବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ପରେ ଏହାର କଡ଼ା ଯବାବ ଦେଇଛି ଭାରତୀୟ ସେନା। ବୁଧବାର ରାତିରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପଟରୁ ବହୁ ପରିମାଣରେ ଗୁଳି ବର୍ଷଣ…

ସାମ୍ନାକୁ ଆସିଲା ରାଫାଲ ଆର୍‌ବି-୦୦୨ର ପ୍ରଥମ ଫଟୋ

ନୂଆଦିଲ୍ଲୀ,୧୦।୧୦: ଯୁଦ୍ଧ ବିମାନ ରାଫାଲ ଆର୍‌ବି-୦୦୧ ପ୍ରାନ୍ସ ପକ୍ଷରୁ ଭାରତକୁ ହସ୍ତଗତ କରାଯିବାର ଗୋଟିଏ ଦିନ ପରେ ଆଉ ଏକ ରାଫାଲ ବିମାନର ଫଟୋ ଜାରି କରାଯାଇଛି। ଫ୍ରାନ୍ସ ବିମାନ ନିର୍ମାଣକାରୀ କମ୍ପାନି ଡାସଲ୍ଟ ଆଭିଏଶନ ପକ୍ଷରୁ ଟେଲ୍‌ ନମ୍ବର ଆର୍‌ବି-୦୦୨…

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ବଣ୍ଡ ସାଇନ୍‌ କରିବା ପରେ ମୁକୁଳିବେ। ଏହି ୩ ନେତା ହେଲେ ୟଓ୍ବାର…

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ ରହିବ ବୋଲି ସାଉଥ୍‌ ବ୍ଲକ୍‌ର ଦୁଇଜଣ ଅଧିକାରୀ ସୂଚନା ଦେଇଛନ୍ତି। ବୋଇଂର ଡଲାସ୍‌ କାରଖାନାରେ…

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି. ଗୁଡଏନଫ, ଏମ୍‌, ଷ୍ଟନଲେ ଓ୍ବିଟିଙ୍ଗହାମ ଓ ଅକିରା ୟୋଶିନୋ। development of lithium-ion batteries…

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ପ୍ରକାଶ କରିଛନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ…

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ ବୋଲି ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…

ସରିଲା ଦୁର୍ଗାପୂଜା: ଅପେକ୍ଷା ଆରବର୍ଷକୁ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ଯ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବୁଧବାର ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ଦୈତନଗରୀ(ଭୁବନେଶ୍ୱର ଓ କଟକ)ରେ ସୁରକ୍ଷା…

ଭାରତର ହେଲା ରାଫେଲ: ପହଞ୍ଚିବାକୁ ଲାଗିବ ୮ ମାସ, ଉଡିବାକୁ ୧୮ ମାସ

ନୂଆଦିଲ୍ଲୀ,୯।୧୦: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତର ହୋଇଛି ଯୁଦ୍ଧ ବିମାନ ରାଫେଲ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସରେ ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛନ୍ତି। ଦଶହରା ଥିବାରୁ ସେଠାରେ ସେ ଶସ୍ତ୍ରପୂଜା କରିବା ପରେ ଏହି ଯୁଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri