ଇସାରା ମିଳିଲେ ପିଓକେ ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ପ୍ରସ୍ତୁତ: ନରାଓ୍ବଣେ
ନୂଆଦିଲ୍ଲୀ,୩।୧: ଇସାରା ମିଳିଲେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ। ଏନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଏକ ସାକ୍ଷାତ୍କାରରେ କହିଛନ୍ତି। ଭାରତୀୟ ସେନା ଯେ କୌଣସି ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଥିବା…
ସିଏଏ ନେଇ ଗର୍ଜିଲେ ଶାହ: ଆବଶ୍ୟକ ପଡ଼ିଲେ ରାହୁଲଙ୍କ ପାଖକୁ ପଠାଯିବ ଇଟାଲୀ ଭାଷାରେ ଅନୁବାଦ
ଯୋଧପୁର,୩।୧: ସିଏଏ ନେଇ ଭାଜପା ପଛକୁ ହଟିବନି। ରାହୁଲ ଗାନ୍ଧୀ ଏସମ୍ପର୍କରେ ସମ୍ପୂର୍ଣ୍ଣ ଜାଣି ନାହାଁନ୍ତି। ତେଣୁ ସେ ଏହାର ବିରୋଧ କରୁଛନ୍ତି। ଆବଶ୍ୟକ ପଡ଼ିଲେ ରାହୁଲଙ୍କ ପାଖକୁ ଏହାର ଇଟାଲୀ ଭାଷାରେ ଅନୁବାଦ ପଠାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ…
ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି
ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜ୍ଞାନକୌଶଳ ଉପଯୋଗକୁ ବ୍ୟାପକ କରିବା…
ଆସାମରେ ଏନ୍ଆର୍ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ
ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ୩ଶହ ଲୋକଙ୍କୁ ଗିରଫ…
ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ
ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍ ଏବଂ ହଜାରେରୁ ଅଧିକ ସଦସ୍ୟ ସାମିଲ ଅଛନ୍ତି। ଅନୁଗୋଳର ସାତକୋଶିଆରେ ୧୦ଟି ଟିମ୍ ନିୟୋଜିତ କରାଯାଇଛି।…
ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ
ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପାରାଦୀପ ପୋର୍ଟର ଗୋପବନ୍ଧୁ ଗ୍ରୀଡ୍ ସଂସଦ…
ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର
ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୮ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଥିବା…
ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ : ଡିଜିପି
ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍ କଣ୍ଟ୍ରାଲ ରୁମ୍। ଏହା ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାରେ ସହାୟକ…
ମୋଦିଙ୍କ ନୂଆବର୍ଷ ଭେଟି: ୬ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କିଷାନ୍ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି
ବେଙ୍ଗାଲୁରୁ,୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ଦ୍ୱିତୀୟ ଦିନରେ ଦେଶର ୬କୋଟି ଚାଷୀଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତିକୁ ଡିଜିଟାଲ ଦେଣନେଣ ମାଧ୍ୟମରେ ସେ କର୍ନାଟକର ଟୁକମାରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଚାଷୀଙ୍କୁ…
ନାଗରିକତ୍ୱ ପ୍ରମାଣ ଲୋଡୁଥିବା ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଖରେ ବି ନାହିଁ ନିଜର ଶିକ୍ଷା ଡିଗ୍ରୀର ପ୍ରମାଣ: ସୀତାରାମ ୟେଚୁରୀ
ନୂଆଦିଲ୍ଲୀ,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍ଆର୍ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍) ନେଇ ସିପିଆଇ ମହାସଚିବ ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନାଗରିକତ୍ୱ ପ୍ରମାଣପତ୍ର ସ୍ବରୂପ ପ୍ରଧାନମନ୍ତ୍ରୀଙ୍କ…
ଗଠନ ହେଲା କମିଶନରେଟ୍ ପୋଲିସର ଏସ୍ପିଓ ଟିମ୍: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ
ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍ପିଓ) ୟୁନିଟର ଶୁଭାରମ୍ଭ କରାଯାଇଛି। ଗୁରୁବାର କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ…
କମିଶନରେଟ୍ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’: ଏବେଠୁ ‘ଆମ ପୋଲିସ-ଆମ ସୁରକ୍ଷା’
ଭୁବନେଶ୍ୱର,୨।୧(ବ୍ୟୁରୋ): କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଓଏସ୍ଏସ୍ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରାଯାଉଛି। ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଘୋଷଣା କରିଛନ୍ତି। କମିଶନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳି ପୋଲିସ ସେବା ଭବନ…
Archives


