ଚାଇନାରେ ସ୍ଥିତି ଅଣାୟତ: ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା
ବେଜିଂ,୧୧।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ୪୨ ହଜାର ୬୦୦ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛିି। ଦେଶର ୩୦ଟିରୁ ଅଧିକ ସହରରେ ଭୁତାଣୁ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ମଧ୍ୟରୁ ଆମ୍ ଆଦ୍ମୀ ପାର୍ଟି(ଏଏପି) ୫୪ଟି ରେ ଆଗୁଆ ରହିଥିବାବେଳେ ଭାଜପା ୧୫ ଏବଂ…
ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍ସି/ଏସ୍ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁମୋଦନର…
ସିଆର୍ପିଏଫ୍ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ
ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍ପିଏଫ୍ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍ପିଏଫ୍ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସ୍ଥାନୀୟ ବିଜାପୁର ଜିଲା ଇରାପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ ସୋମବାର ପୂର୍ବାହ୍ନ ୧୦ଟା…
ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳ: ୧୦ ମନ୍ତ୍ରଣାଳୟ ଉପରେ ୫ ଲକ୍ଷ ଜରିମାନା
ନୂଆଦିଲ୍ଲୀ,୧୦।୨: ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମ୍କୋର୍ଟ ବର୍ଷିଛନ୍ତି। କେନ୍ଦ୍ରର ୧୦ଟି ମନ୍ତ୍ରଣାଳୟ ଉପରେ ଏନେଇ ସୁପ୍ରିମ୍କୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ମହିଳା ଓ କଲ୍ୟାଣ ମନ୍ତ୍ରଣାଳୟ ,ବିଧି…
ଇବୋଲାକୁ ଡରି ନ ଥିବା ଚାଇନାର ବହୁ ସହର କରୋନା ଯୋଗୁ ଜନଶୂନ୍ୟ !
ବେଜିଂ,୧୦।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଛି। ୪୦ ହଜାରରୁ ଅଧିକ…
ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ କ୍ଷେପଣାସ୍ତ୍ର ପ୍ରନାଶ ନିର୍ମାଣ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦କିମି ରହିବ। ଏହା ପାରମ୍ପରିକ…
ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି
ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୩୩ରେ ଏହା ଫ୍ଲୋରିଡ଼ା ସ୍ପେସ୍ ସେଣ୍ଟରରୁ ସୂର୍ଯ୍ୟ ମୁହାଁ ହୋଇ ଯାତ୍ରା ଆରମ୍ଭ କରିଛି।…
ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ
ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ…
ଜଟିଳ ହେଉଛି କରୋନା ସ୍ଥିତି: ସହଯୋଗର ହାତ ବଢ଼ାଇଲା ଭାରତ
ବେଜିଂ/ନୂଆଦିଲ୍ଲୀ/ ପଣଜୀ, ୧୦ା୨(ପି.ଟି.): ଦିନକୁ ଦିନ କ୍ରମଶଃ ଜଟିଳ ହେବାରେ ଲାଗିଛି କରୋନା ଭାଇରସ୍ ସଂକ୍ରମଣ ସ୍ଥିତି। ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୮୧୧ ଜଣ ପ୍ରାଣ ହରାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୯୮କୁ ବୃଦ୍ଧି ପାଇଛି। ଦିନ କେଇଟା ମଧ୍ୟରେ…
ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି
କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।…
୧୯ ବର୍ଷରୁ କମ୍ ବିଶ୍ୱକପ୍: ବାଂଲାଦେଶକୁ ପ୍ରଥମ ଟାଇଟଲ
ପୋଚେଫ୍ସଟ୍ରୁମ୍,୯।୨(ପି.ଟି.)- ଅଣ୍ଡରଡଗ୍ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍ରେ ବାଂଲାଦେଶ ଡକ୍ଓ୍ବର୍ଥ ଲୁଇସ୍ ନିୟମରେ…
Archives


