Home Middle

କରୋନାକୁ ନାହିଁ ଭୟ, ସତର୍କ ରହିବା ଜରୁରୀ: ଶରୀରରେ ୧୦ ମିନିଟ୍‌-ପୋଷାକରେ ୯ ଘଣ୍ଟା-ଧାତୁରେ ୧୨ ଘଣ୍ଟା ଭୂତାଣୁ ରୁହେ ଜୀବିତ

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ କରୋନାଠାରୁ ଦୂରେଇ ରହିହେବ। କରୋନା ଭୂତାଣୁ, କାଶ, ଛିଙ୍କ, ନିଶ୍ୱାସ ପ୍ରଶ୍ୱାସ ଏବଂ…

ଏପ୍ରିଲ ୧ରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ମନା, ପାନ ଖାଇ ଗଲେ ୫୦୦ ଜରିମାନା

ପୁରୀ ଅଫିସ,୪।୩: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ…

କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌ ୨୦୧୯ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୨୫,୭୭୮ ସରକାରୀ ହସ୍ପିଟାଲ ରହିଛି। ଏଠାରେ ୭…

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ ଦିନରେ ଚିନି ଦାମ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଭାରତୀୟ ଚିନିକଳ ସଂଗଠନ ପକ୍ଷରୁ…

କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍‌ସିଆର୍‌ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍‌ସିଆର୍‌ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ ସ୍ଥାପିତ ହୋଇଛି। ଏହା ସହିତ ସରକାର ୩ ଲକ୍ଷ ୫୦ ହଜାର ମାସ୍କ୍‌ର…

କମଳନାଥ ସରକାରଙ୍କୁ ଅପରେଶନ୍‌ ଲୋଟସ୍‌ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ

ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ ଅପରେଶନ୍‌ ଲୋଟସ୍‌ ଆରମ୍ଭ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବିଧାୟକଙ୍କୁ ଗୁରୁଗାଓଁର ଆଇଟିସି…

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ କରିଛନ୍ତି। ମାର୍ଚ୍ଚ ୩ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ନିୟମିତ ଭିଜା ଓ ଇ- ଭିଜା…

ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଜାତିସଂଘ

ନୂଆଦିଲ୍ଲୀ,୩।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଜାତିସଂଘ ମାନବାଧିକାର କମିଶନ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବାହାର ସଂସ୍ଥାର ହସ୍ତକ୍ଷେପକୁ ସହ୍ୟ…

ଛାଡୁନି ସୋସିଆଲ୍‌ ମିଡ଼ିଆ, ମହିଳା ଦିବସରେ ମହିଳାଙ୍କୁ ସମର୍ପିତ ହେବ ଆକାଉଣ୍ଟ୍‌: ମୋଦି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡ଼ିଆ ଛାଡୁଥିବା ନେଇ ସୋମବାର ରାତିରେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ମୋଦିଙ୍କୁ ମନାଇବା ପାଇଁ କେତେକ ୟୁଜର…

ଦଙ୍ଗା ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦିଙ୍କ ସହିତ…

ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା…

ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି

ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର ବୈଠକରେ ଯୋଗଦେଇ ମଙ୍ଗଳବାର ମୋଦି ଏଭଳି ମତ ଦେଇଛନ୍ତି। ଦେଶର ବିକାଶ ଲାଗି ଶାନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri