Home Middle

ଦିଲ୍ଲୀରେ ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ଆସିଥିଲେ ୩୦୦ରୁ ଅଧିକ ଲୋକ: ଶାହା

ନୂଆଦିଲ୍ଲୀ, ୧୧।୩: ଦିଲ୍ଲୀ ଦଙ୍ଗା ଏକ ଷଡ଼ଯନ୍ତ୍ର ଥିଲା। ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ୩୦୦ରୁ ଅଧିକ ଲୋକ ଆସିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀର ସୀମା ଉତ୍ତରପ୍ରଦେଶକୁ ଲାଗିଥିବାରୁ ଦଙ୍ଗାକାରୀ ସହଜରେ ସହରରେ ପ୍ରବେଶ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ…

କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି ଔଷଧ ନ ଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ସତର୍କତାମୂଳକ ପଦକ୍ଷେପ ପାଇଁ…

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ଘଟଣା: ବିଧାନସଭା ହୁଲୁସ୍ତୁଲୁ, ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବାକୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଥିଯୋଗୁ ଅପରାହ୍ନ ୩ଟା ଯାଏ ଗୃହକାର୍ଯ୍ୟ ହୋଇପାରି ନାହିଁ। ଭାଜପା ପକ୍ଷରୁ ଏ ନେଇ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା।…

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଦେଶର ରାଜଧାନୀ ଜଳୁଥିବା ବେଳେ ଶାହା ଅବା ଅନ୍ୟ ୨ ସ୍ବରାଷ୍ଟ୍ର…

୩ ପିଢ଼ିର ଇତିହାସ: ବିଜୟାରାଜେ-ମାଧବରାଓଙ୍କ ପଦାନୁସରଣ କଲେ ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। ଲଗାତାର ତୃତୀୟ ପିଢ଼ି ଧରି ସିନ୍ଧିଆ ରାଜପରିବାର ସଦସ୍ୟ କଂଗ୍ରେସ ପରିତ୍ୟାଗ କରିଛନ୍ତି। ପୂର୍ବରୁ ବୁଢ଼ୀ ମା ଓ ପିତା କଂଗ୍ରେସ ଛାଡ଼ିଥିବାବେଳେ ଏବେ ଜ୍ୟୋତିରାଦିତ୍ୟ…

ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ ଶୁକ୍ରବାର ଭାଜପା ପକ୍ଷରୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ…

ବିବାହ ଭୋଜିରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରିବା ଯୋଜନା

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭାଜପାରେ ସାମିଲ କରିବା ପାଇଁ ଏକ ବିବାହ ଭୋଜିରେ ଯୋଜନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପୁଅ ଗିରିଶ ନଡ୍ଡାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ…

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ପରିସରରେ ରାଜ୍ୟ ସଭା ରିଟର୍ନିଂ ଅଫିସରଙ୍କ ନିକଟରେ ୪ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ…

ଭାଜପାକୁ ସୁରକ୍ଷିତ ଭାବିଲେ ଜ୍ୟୋତିରାଦିତ୍ୟ!

ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଥିବା ସଙ୍କଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଏହାକୁ ନେଇ ଚାଲିଛି ମାନସ ମନ୍ଥନ। ଶୁଣିବାକୁ…

ଇଟାଲିରେ ବୃଦ୍ଧି ପାଉଛି କରୋନା ଭାଇରସ ମୃତ୍ୟୁସଂଖ୍ୟା

ରୋମ,୧୧।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୧୦୦ ଦେଶକୁ ବ୍ୟାପିଗଲାଣି। ଏଥିମଧ୍ୟରୁ ଇଟାଲିରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ…

ଜ୍ୟୋତିରାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଉପରେ ଏବେ ସାରା ଦେଶର ନଜର। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସର ଜଣେ ଭଲ ଯୁବ ନେତାଙ୍କୁ ନିଜର କରିବାକୁ ଯାଉଥିବା ଆଲୋଚନା…

ରାଜସ୍ଥାନ-ମହାରାଷ୍ଟ୍ର ଉପରେ ଭାଜପା ନଜର: ସଚିନ୍‌-ଦଓ୍ବେଡ଼ାଙ୍କୁ ବାଡ଼ ଡ଼ିଆଁଇବା ଯୋଜନା !

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କମଳନାଥ ସରକାରଙ୍କୁ ସଙ୍କଟରେ ପକାଇବା ପରେ ଏବେ ଭାଜପା ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଅପରେଶନ୍‌ ଲୋଟସ୍‌ ଳାଗି ଯୋଜନା କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିଜ ପଟକୁ ଆଣିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri