ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ: ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା
ଭୁବନେଶ୍ୱର, ୫।୬: ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟେକରଙ୍କୁ ଅଟକ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର…
Gold Price: ସୁନାର ମୂଲ୍ୟରେ ହୋଇପାରେ ବଡ଼ ହ୍ରାସ, କିଣିବା ପୂର୍ବରୁ ଏହି ରିପୋର୍ଟ ନିଶ୍ଚିତ ପଢ଼ନ୍ତୁ
ନୂଆଦିଲ୍ଲୀ,୪।୬: ସୁନାର ମୂଲ୍ୟ ଏବେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଆଗାମୀ ଦୁଇ ମାସ ମଧ୍ୟରେ ଏହାରେ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହି ଅନୁମାନ କୌଣସି ଅନ୍ୟ ନୁହେଁ, ବରଂ Quant Mutual Fund ଦ୍ୱାରା…
୩୫,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଫୋକ୍ସଓ୍ୱାଗେନ୍
ନୂଆଦିଲ୍ଲୀ,୪।୬: ଜର୍ମାନ ଗାଡ଼ି ନିର୍ମାତା କମ୍ପାନୀ ଫୋକ୍ସଓ୍ୱାଗେନ୍ ୨୦୩୦ ସୁଦ୍ଧା ଜର୍ମାନୀରେ ୩୫,୦୦୦ ଚାକିରୀ ହ୍ରାସ କରିବାକୁ ଯୋଜନା କରୁଛି। ଅର୍ଥ ସଞ୍ଚୟ କରିବାର ଏକ ବଡ଼ ଯୋଜନାର ଅଂଶ, ବିଶେଷ କରି ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ଯୁକ୍ତରାଷ୍ଟ୍ରରୁ ସମ୍ଭାବ୍ୟ ନୂଆ…
ହାତ ଟେକିଦେଲେ BCCI, ଆଇପିଏଲ ଚେୟାରମ୍ୟାନ; କହିଲେ- ‘RCB ଇଭେଣ୍ଟ ବିଷୟରେ କୌଣସି ସୂଚନା ନଥିଲା’
ବେଙ୍ଗାଲୁରୁ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବୁଧବାର (ଜୁନ୍ ୪) ବେଙ୍ଗାଲୁରୁରେ ପ୍ରଶଂସକମାନଙ୍କ ସହ ସେମାନଙ୍କର ପ୍ରଥମ ଆଇପିଏଲ ଟାଇଟଲ ଜିତିବାର ଉତ୍ସବ ପାଳନ କରିଥିଲେ, କିନ୍ତୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଏକ ଭିଡ଼ଜନିତ ପରିସ୍ଥିତିରେ ଅତି କମରେ ୧୧…
ମରିଗଲା ମାନବିକତା: ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ପ୍ରଶଂସକ ମୃତ, ଭିତରେ ଜାରି ରହିଲା RCBର ଉତ୍ସବ
ବେଙ୍ଗାଲୁରୁ,୪।୬: ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦଳାଚକଟାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ହଜାର ହଜାର ପ୍ରଶଂସକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଟାଇଟଲ୍…
RCBର ବିଜୟ ପରେଡ୍ ପୂର୍ବରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା, ଜଣେ ମହିଳାଙ୍କ ସମେତ ୭ ମୃତ
ବେଙ୍ଗାଲୁରୁ,୪।୬: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଚମତ୍କାର ବିଜୟର ଉତ୍ସବ ଏକ ଦୁଃଖଦ ଦୁର୍ଘଟଣାରେ ପରିଣତ ହୋଇଛି। ବିଶାଳ ଭିଡ଼ ମଧ୍ୟରେ ଦଳାଚକଟାରେ ଜଣେ ମହିଳା ଏବଂ ଦୁଇ ପୁରୁଷଙ୍କ ସମେତ ୭ ଜଣଙ୍କର ମୃତ୍ୟୁ…
୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହୋଇପାରେ ଜନଗଣନା
ନୂଆଦିଲ୍ଲୀ,୪।୬: ଭାରତରେ ଆଗାମୀ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର…
୫୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍: ସରକାର ଜାରି କଲେ ଏହି…
ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ…
ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ସପ୍ତାହରେ କେରଳ ଛୁଇଁଥିଲା। ଦୀର୍ଘ ୧୬ ବର୍ଷ ପରେ ଏହା ସଅଳ ଆସିଥିବାରୁ ଗରମ ଗୁଳୁଗୁଳିରୁ ସମସ୍ତେ ତ୍ରାହି ପାଇବା ସହ ଖୁସି ବ୍ୟକ୍ତ କରିଥିଲେ। କାରଣ ଭଲ ମୌସୁମୀ ବର୍ଷା କୃଷି ଉତ୍ପାଦନ…
RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍ସିବି ୬ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।…
୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB
ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍ସିବି। ଆଇପିଏଲ୍ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ…
ଶେଷରେ ଜଣାପଡିଗଲା, ଭାରତ ସହ ୪ ଦିନିଆ ସଂଘର୍ଷରେ ପାକିସ୍ତାନ ହରାଇଛି ୬ ଯୁଦ୍ଧ ବିମାନ, ୨ ସର୍ଭିଲାନ୍ସ ବିମାନ
ନୂଆଦିଲ୍ଲୀ,୩।୬: ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ…
Archives


