ଓଡ଼ିଶାର ସୁଚିତ୍ରା ପରିଡ଼ା ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ଜିତିଲେ ଦ୍ୱିତୀୟ ପଦକ
ଭୁବନେଶ୍ୱର, ୫।୬: ଓଡ଼ିଶାର ସୁଚିତ୍ରା ପରିଡ଼ା ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ-୨୦୨୫ରେ ଦ୍ୱିତୀୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସେ ଜାଭେଲିନ୍ ଓ ଶଟପୁଟ ଥ୍ରୋ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସୁଚିତ୍ରା ଫ୍ରାନ୍ସର ରାଜଧାନୀରେ ଆୟୋଜିତ…
ବେଙ୍ଗାଲୁରୁ ଭିଡ଼ ଦୁର୍ଘଟଣା ମାମଲା: RCB, କର୍ଣ୍ଣାଟକ କ୍ରିକେଟ ବୋର୍ଡ ବିରୋଧରେ FIR
ବେଙ୍ଗାଲୁରୁ,୫।୬: ବେଙ୍ଗାଲୁରୁ ପୋଲିସ ବୁଧବାର ହୋଇଥିବା ଭିଡ଼ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ ହେବା ଘଟଣାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ(କେଏସସିଏ) ଏବଂ ଡିଏନଏ ଏଣ୍ଟରଟେନମେଣ୍ଟ ବିରୁଦ୍ଧରେ ନିଜ ଆଡୁ ମାମଲା…
ଟାଟା’କୁ ମିଳିଲା ଆପଲ୍ର ବଡ଼ ଅର୍ଡର: ଭାରତରେ ଆଇଫୋନ୍, ମ୍ୟାକବୁକ୍ ପାଇଁ କରିବ ଏହି କାମ
ନୂଆଦିଲ୍ଲୀ,୫।୬: ଆପଲ୍ ଭାରତରେ ଆଇଫୋନ୍ ଓ ମ୍ୟାକବୁକ୍ର ମରାମତି କାର୍ଯ୍ୟ ପାଇଁ ଟାଟା ଗ୍ରୁପକୁ ନିଯୁକ୍ତ କରିଛି। ଯାହା ଉଭୟଙ୍କ ମଧ୍ୟରେ ସହଭାଗିତାର ବିସ୍ତାର ଏବଂ ଏହି ଭାରତୀୟ କମ୍ପାନୀର ଆପଲ୍ର ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ଗଭୀର ଭୂମିକାକୁ ସୂଚାଇଛି। ଏହି…
ସମଲିଙ୍ଗୀ ବିବାହ ଆଇନଗତ ନୁହେଁ, କିନ୍ତୁ ପରିବାର ଗଠନ କରିପାରିବେ: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ,୫।୬: ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସମଲିଙ୍ଗୀ ବିବାହ ବର୍ତ୍ତମାନ ଭାରତରେ ଆଇନଗତ ଭାବେ ସ୍ୱୀକୃତ ନୁହେଁ, କିନ୍ତୁ ସମଲିଙ୍ଗୀ ଦମ୍ପତିମାନେ ପରିବାର ଗଠନ କରିବାରେ ସମର୍ଥ ହେବେ। ଏହି ରାୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଦ୍ୱାରା…
ଆର୍ଥିକ ସହାୟତା ଘୋଷଣା କଲା RCB, ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦେବ ଏତିକି ଲକ୍ଷ ଟଙ୍କା
ବେଙ୍ଗାଲୁରୁ,୫ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବେଙ୍ଗାଲୁରୁରେ ହୋଇଥିବା ଭିଡ଼ ଦୁର୍ଘଟଣାରେ ମୃତ ୧୧ ଜଣଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏହା ସହିତ, ଆରସିବି ଏହି ଦୁର୍ଘଟଣାରେ ଆହତ ହୋଇଥିବା…
ଭାରତ ବିପକ୍ଷ ଲଢେଇ ପାଇଁ ୧୪ ଜଣିଆ ଦଳ ଘୋଷଣା କଲା ଇଂଲଣ୍ଡ
ନୂଆଦିଲ୍ଲୀ,୫ା୬: ଇଂଲଣ୍ଡ କ୍ରିକେଟ ବୋର୍ଡ (ECB) ଗୁରୁବାର ଭାରତ ବିପକ୍ଷେ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ୧୪ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଲରାଉଣ୍ଡର ଜେମି ଓଭରଟନଙ୍କ ଆଶ୍ଚର୍ଯ୍ୟଜନକ ପୁନରାଗମନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଟେଷ୍ଟ ମ୍ୟାଚ ୨୦୨୫…
ରାଜ୍ୟରେ ଖୁବଶୀଘ୍ର ଖୋଲିବ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
ଭୁବନେଶ୍ୱର,୫ା୬: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳପତ୍ର ଆଗାମୀ ସପ୍ତାହରେ ଓଡ଼ିଶାରେ ସ୍ଥାପନ କରାଯିବ, ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାରେ ଭାଜପା ସରକାରର…
ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ,୫।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଆଜି ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର।…
ଜାଣନ୍ତି କି…ଜାତି ଜନଗଣନା ଦ୍ୱାରା କ’ଣ କ’ଣ ବଦଳିଯିବ? କାହିଁକି ଆବଶ୍ୟକ?ବିରୋଧରେ କରାଯାଏ…
ନୂଆଦିଲ୍ଲୀ,୫।୬: ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ…
ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍ ବୁକିଂ ପାଇଁ ଆଧାର ଯାଞ୍ଚ ଜରୁରୀ, ନଚେତ୍…
ନୂଆଦିଲ୍ଲୀ,୫ା୬: ଭାରତୀୟ ରେଳବାଇ ଖୁବ୍ଶୀଘ୍ର ତତ୍କାଳ ଟିକେଟ ବୁକିଂ ପାଇଁ ଇ-ଆଧାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହିତ ପ୍ରକୃତ ଯାତ୍ରୀମାନେ ଆବଶ୍ୟକତା ସମୟରେ ସହଜରେ ନିଶ୍ଚିତ ଟିକେଟ ପାଇପାରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।…
ଓଡ଼ିଶା ଆସିବେ ମୋଦି: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହୋଇ…
ଭୁବନେଶ୍ୱର,୫ା୬: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସାମିଲ ହେବେ। ତେବେ ପ୍ରଧାନମନ୍ତ୍ରୀ ଜୁନ୍ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ…
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଜର ପରମାଣୁ ଅସ୍ତ୍ରର ଖୁଲାସା କଲା ଚାଇନା, ବିଶ୍ୱରେ ଚହଳ
ବେଜିଂ,୫।୬:ଚାଇନା ପାଖରେ ବିଶ୍ୱରେ ଅନେକ ବିପଦପୂର୍ଣ୍ଣ ଅସ୍ତ୍ର ଅଛି। ଅନେକ କ୍ଷେତ୍ରରେ, ଏହା ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶ ସହିତ ପ୍ରତିଯୋଗିତା କରେ। ଚୀନ ପୁଣିଥରେ ବିଶ୍ୱକୁ ତାର ଶକ୍ତି ଦେଖାଇଛି। ପ୍ରଥମ ଥର ପାଇଁ, ସେ ଏହାର ପରମାଣୁ…
Archives


