ମୋଦି ଯିବା ପୂର୍ବରୁ ସତର୍କ ହୋଇଗଲେ କାନାଡା ପ୍ରଧାନମନ୍ତ୍ରୀ: ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ କାନାଡା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପୂର୍ବରୁ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସରକାର ଖଲିସ୍ତାନମାନଙ୍କ ବିରୋଧରେ ଏକ ଅଭିଯାନ ଚଳାଇଛନ୍ତି। ଭାରତ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଖଲିସ୍ତାନମାନଙ୍କୁ…
ହନିମୁନ ମର୍ଡରରେ ବଡ଼ ଟ୍ବିଷ୍ଟ, ରାଜ କୁଶଓ୍ବାଲ କେବଳ ମୋହରା, ଏହି ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ସୋନମ!
ଇନ୍ଦୋର,୧୨।୬: ମେଘାଳୟର ଇନ୍ଦୋରରେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ତାଙ୍କ ପତ୍ନୀ ସୋନମ ସମେତ ରାଜାଙ୍କୁ ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି। କିନ୍ତୁ ଏହି ହତ୍ୟା ମାମଲା ପୁଣି ଏକ…
ମାଡ଼ିଆସୁଛି ଭୟଙ୍କର ବିପର୍ଯ୍ୟୟ: ଭାରତରେ ଦେଖାଗଲା ଏମିତି ସଙ୍କେତ
ଚେନ୍ନାଇ,୧୨।୬: ଓରଫିସ ପରି ରହସ୍ୟମୟ ମାଛ ଆମକୁ ମନେ ପକାଇ ଦିଏ ଯେ ପ୍ରାକୃତିକ ଜଗତ ଏବେ ବି ଅନେକ ରହସ୍ୟରେ ପରିପୂର୍ଣ୍ଣ। ଓରଫିସ, ଯାହାର ବୈଜ୍ଞାନିକ ନାମ ରେଗାଲେକସ ଗ୍ଲେସ୍ନେ(Regalecus glesne), ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ବୋନଫିସ୍ ମଧ୍ୟରୁ…
ମୁଁ ରୟାଲ ଚ୍ୟାଲେଞ୍ଜ୍ ପିଏ ନାହିଁ…କାହିଁକି ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୨।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ହେଉଛି IPLର ସବୁଠାରୁ ମହଙ୍ଗା ଫ୍ରାଞ୍ଚାଇଜ ମଧ୍ୟରୁ ଗୋଟିଏ। ଏହି ଦଳର ମୁଖ୍ୟ ଚେହେରା ହେଉଛନ୍ତି ବିରାଟ କୋହଲି। ଗତ କିଛି ଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ, RCBର ମାଲିକମାନେ…
ଭଦ୍ରକରେ ବଢୁଛି ଉତ୍ତେଜନା: ୫ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ
ଭଦ୍ରକ, ୧୨।୬(ସନାତନ ରାଉତ):ଗୋ ମାଫିଆଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି l ଜିଲାର…
ପୁରୀଦେଇ ଗତି କରୁଛି ମୌସୁମୀ, ୧୩ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖାଦେଇଛି, ଯାହା ଗରମ ଓ ଗୁଳୁଗୁଳିରୁ…
ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ: ଦିନମଜୁରିଆ ନୁହେଁ, ଡିଜେ ଅପରେଟର ହେବାକୁ ଇଚ୍ଛା
ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର ବିଡମ୍ବନାର ବିଷୟ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି। ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍ଓ) ପ୍ରଥମେ ଶିଶୁ…
ଭାରତକୁ ଟ୍ରମ୍ପଙ୍କ ପରୋକ୍ଷ ଚେତାବନୀ! ଆସିମ ମୁନିରଙ୍କୁ US ନିମନ୍ତ୍ରଣକୁ ନେଇ ହଇଚଇ
ଓ୍ବାଶିଂଟନ,୧୧।୬: ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ପାଳନରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ତେବେ ଏହି ସମାରୋହ ଜୁନ ୧୪ ତାରିଖରେ…
ମୋହନ ସରକାରଙ୍କ ବଡ ଯୋଜନା: ପଶ୍ଚିମ, ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବ ବିଶାଳ ‘ନମୋ ଏକ୍ସପ୍ରେସ୍ ୱେ’
ଭୁବନେଶ୍ୱର,୧୧ା୬: ମୋହନ ମାଝୀ ସରକାର ରାଜ୍ୟରେ ନୂଆ ଭିତ୍ତିଭୂମି ବିକାଶ କରିବା ଲାଗି ଏକ ନୂଆ ଘୋଷଣା କରିଛନ୍ତି। ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କରି ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳକୁ ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟ…
ଆମେରିକା-ଚାଇନା ମଧ୍ୟରେ ହୋଇଗଲା ବଡ ଚୁକ୍ତି, ପଛରେ ପଡିଗଲେ ଭାରତ ସମେତ ସମସ୍ତ ଦେଶ
ନୂଆଦିଲ୍ଲୀ,୧୧।୬: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବାଣିଜ୍ୟ ଚୁକ୍ତିର ଅଂଶ ଭାବେ, ଚାଇନା ଆମେରିକାକୁ ଦୁର୍ଲଭ ପୃଥିବୀ ଖଣିଜ ପୂର୍ବରୁ ଯୋଗାଇବ ଏବଂ ଚାଇନା ଛାତ୍ରମାନଙ୍କ ପାଇଁ ଭିସା ମଞ୍ଜୁର କରିବ। ଟ୍ରୁଥ୍ ସୋସିଆଲରେ ଏକ…
ଭାରତରେ ଅଛନ୍ତି ୮୫,୦୦୦ ରୁ ଅଧିକ କୋଟିପତି, ବିଶ୍ୱରେ ବାଜିଲା ଭାରତର ବିଗୁଲ୍
ନୂଆଦିଲ୍ଲୀ,୧୧।୬: ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲଥ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ କୋଟିପତି ବ୍ୟକ୍ତିଙ୍କ (HNWIs) କେନ୍ଦ୍ର ଭାବେ ଉଭା ହୋଇଛି। ଯେଉଁଠାରେ ୮୫,୬୯୮ ଜଣ ଲୋକଙ୍କର ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାରରୁ ଅଧିକ। ଧନୀ…
ସ୍ନାନମଣ୍ଡପରେ ଶ୍ରୀଜିଉ: ପୁରୀରେ ପୋଲିସ ଛାଉଣି ସତ୍ୱେ ସେବାୟତଙ୍କୁ ମାରି…
ପୁରୀ,୧୧।୬: ସ୍ନାନ ପୂଣ୍ଣିମାରେ ପୁରୀରେ ଚାଞ୍ଚଲ୍ୟ।, ସ୍ନାନମଣ୍ଡପରେ ଶ୍ରୀଜିଉ, ଏପଟେ ରକ୍ତ ଜୁଡ଼ୁବୁଡ଼ୁ ସେବାୟତ। ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ କରାଯାଉଛି। ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ପଡ଼ିଛି ମୃତଦେହ। ମୃତ ସେବାୟତ ମହାସୁହାରସାହିର, ସେ…
Archives


