ଆଜି ଆସୁଛନ୍ତି ମୋଦି
ଭୁବନେଶ୍ୱର, ୨୦ା୬(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି। ଅପରାହ୍ନ ୩ଟା ୪୦ ମିନିଟ୍ରେ ସେ ଭୁବନେଶ୍ୱର…
ଗୁୱାହାଟୀରୁ ଚେନ୍ନାଇ ଯାଉଥିଲା ଇଣ୍ଡିଗୋ ବିମାନ ବାଟରେ ସରିଗଲା ତେଲ, ଟେନସନରେ ଏପରି କରିଦେଲେ ପାଇଲଟ
ନୂଆଦିଲ୍ଲୀ,୧୯ା୬: ଗୁୱାହାଟୀରୁ ଚେନ୍ନାଇକୁ ଯାଉଥିବା ଏକ ଇଣ୍ଡିଗୋ ଉଡ଼ାଣ ବୁଧବାର ସନ୍ଧ୍ୟାରେ ଚେନ୍ନାଇ ଆକାଶମଣ୍ଡଳରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ତଥ୍ୟ ଅନୁଯାୟୀ, ଫ୍ଲାଇଟ 6E6764 ଚେନ୍ନାଇରେ ସନ୍ଧ୍ୟା ୭:୪୫ରେ ପହଞ୍ଚିବାର କାର୍ଯ୍ୟସୂଚୀ ଥିଲା।…
କାଲି ଆସିବେ ମୋଦି: ଟ୍ରାଫିକ ପରାମର୍ଶ ଜାରି, ଜାଣନ୍ତୁ କେଉଁ ରୁଟ୍ ରହିବ ବନ୍ଦ
ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର, ଜୁନ ୨୦ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାନବାହାନ ଚଳାଚଳରେ ସୁବିଧା ପାଇଁ…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ପୁଳାପୁଳା ସୁନା, ଲକ୍ଷ ଲକ୍ଷ ଟଙ୍କା, ଆହୁରି ମିଳିଲା…
ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ…
ଟ୍ରମ୍ପଙ୍କ ସହ କେଉଁ ଡିଲ୍ କଲେ ମୁନୀର? ସାଂଘାତିକ ଖୁଲାସା
ଓ୍ବାଶିଂଟନ୍,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିନଥିଲେ, ବରଂ ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ମଧ୍ୟ ପ୍ରକାଶ କରିଥିଲେ। ଅସୀମ ମୁନିର ଆମେରିକା ଯାଇଥିବା ପରଠାରୁ ସମସ୍ତଙ୍କ…
ଆସନ୍ତାକାଲି ଖୋଲିବ ସ୍କୁଲ: ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର
ଭୁବନେଶ୍ୱର,୧୯।୬: ଗ୍ରୀଷ୍ମ ଛୁଟି ପରେ ଶୁକ୍ରବାର ସ୍କୁଲଗୁଡ଼ିକ ପୁନର୍ବାର ଖୋଲିବାକୁ ଯାଉଥିବା ବେଳେ, ଓଡ଼ିଶା ସରକାର ସମସ୍ତ ଜିଲାପାଳଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଗତ କାର୍ଯ୍ୟକ୍ରମର ସୁଚାରୁ ପୁନରାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ…
ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର
ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…
ପାକିସ୍ତାନ ସହ ମିଶି ଭୟଙ୍କର ପ୍ଲାନ କରିଥିଲେ ଟ୍ରମ୍ପ! ଜାଣିଗଲେ ମୋଦି?
ନୂଆଦିଲ୍ଲୀ,୧୯।୬: ସାରା ବିଶ୍ୱ ଜାଣିବାକୁ ଚାହୁଁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ହ୍ବାଇଟ ହାଉସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପରିଣତ କରୁଥିବା ଟ୍ରମ୍ପ,…
ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଆମେରିକାର ଧମକ ପରେ ଭୟଙ୍କର ଚେତାବନୀ ଦେଲା ରୁଷିଆ, କହିଲା…
ମସ୍କୋ,୧୯।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକା ସାମରିକ ହସ୍ତକ୍ଷେପ କଲେ ଏହା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷିଆ ଚେତାବନୀ ଦେଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଗୁରୁବାର କହିଛନ୍ତି, ଆମେ ଆମେରିକାକୁ ଚେତାବନୀ…
ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?
ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି ବୈଠକକୁ…
ଇରାନ-ଇସ୍ରାଏଲ ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି; ଟ୍ରମ୍ପ କହିଲେ ଦୂରରେ ରୁହ…
ମସ୍କୋ/ଓ୍ବାଶିଂଟନ,୧୯।୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଣ୍ଟ୍ରି କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ରୁଷିଆ ତେଲ୍ ଅଭିଭ୍ର ସୁରକ୍ଷା ଚିନ୍ତାକୁ…
ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ତ୍ରୁଟିଶୂନ୍ୟ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର,୧୯ା୬: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି…
Archives


