Home Middle

ଖସିଯାଉଛନ୍ତି ଯନ୍ତ୍ରୀ

ଶିକ୍ଷାର ଆଦ୍ୟପୀଠ ସ୍କୁଲ । ପିଲାଙ୍କ ଶିକ୍ଷା, ଆଚରଣ ଓ ସମୟାନୁବର୍ତ୍ତିତାର ମୂଳଦୁଆ ଏହିଠାରୁ ପଡ଼ିଥାଏ। ମାତାପିତା ସେମାନଙ୍କ ପିଲାମାନଙ୍କୁ ପଠାଉଥିବା ସ୍କୁଲ ସବୁ ଦିଗରୁ ସୁରକ୍ଷିତ ଥିବା ଆଶା ରଖିଥାଆନ୍ତି । ହେଲେ ଅନେକ ସମୟରେ ସ୍କୁଲରେ ପିଲାଙ୍କୁ ଦଣ୍ଡ…

Tsunami Alert: ଆଗାମୀ ୩ ଘଣ୍ଟା ମଧ୍ୟରେ ଧ୍ୱଂସ ଆଣିପାରେ ସୁନାମି, ଜାରି ହେଲା ଆଲର୍ଟ

ମସ୍କୋ,୩୦।୭: ରୁଷିଆରେ ହୋଇଥିବା ବିପଦପୂର୍ଣ୍ଣ ଭୂମିକମ୍ପ ସୁନାମିର ଆଶଙ୍କା ବୃଦ୍ଧି କରିଛି। ଏହାକୁ ଧ୍ୟାନରେ ରଖି, ଜାପାନରେ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ମାପ କରାଯାଇଛି। ରୁଷିଆର ପୂର୍ବାଞ୍ଚଳ କାମଚାଟକାରେ ସକାଳେ ଏହି ଭୂମିକମ୍ପ…

ଏମିତି କ’ଣ ଘଟିଗଲା, ଶେଷରେ ଖାର୍ଗେଙ୍କୁ କ୍ଷମା ମାଗିଲେ ନଡ୍ଡା

ନୂଆଦିଲ୍ଲୀ,୩୦।୭(ପି.ଟି./ଏଜେନ୍ସି):ରାଜ୍ୟ ସଭାରେ ମଙ୍ଗଳବାର ‘ଅପରେଶନ ସିନ୍ଦୂର’ ଉପରେ ବିତର୍କ ବେଳେ ଗୃହର ନେତା ଜେ.ପି. ନଡ୍ଡା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ବାକ୍ୟ ବିନିମୟ…

୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା

ମସ୍କୋ,୩୦।୭: ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ମଧ୍ୟ ଆଶଙ୍କା ରହିଛି। ଆମେରିକା ଏବଂ…

୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… 

ନୂଆଦିଲ୍ଲୀ,୨୯।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ  ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି,…

ଟିସିଏସ୍‌ରେ ବୃହତ ଛଟେଇ ଘୋଷଣା ପରେ ବେତନ ବୃଦ୍ଧି ଅଟକିଲା, ଏସବୁ ନିଯୁକ୍ତି ସ୍ଥଗିତ ହେବା ସମ୍ଭାବନା

ବେଙ୍ଗାଲୁରୁ,୨୯।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍‌ ଟାଇମ୍ସ’ ରିପୋର୍ଟ କରିଛି। ଏହି ନିଷ୍ପତ୍ତି…

ଅପରେଶନ ସିନ୍ଦୂରର ଭିତିରି କଥା କହିଦେଲେ ଶାହା! ସଂସଦରେ ଚହଳ

ନୂଆଦିଲ୍ଲୀ,୨୯।୭: ସଂସଦରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହି ସମୟରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ସଂସଦରେ ହଙ୍ଗାମା କରୁଥିଲେ। ଅମିତ ଶାହ…

ଏସବୁ ଘଟଣାକ୍ରମ ପରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ସରିପାରିଲେନି ସରକାର

ନୂଆଦିଲ୍ଲୀ,୨୯।୭: ସଂସଦରେ ଦିନର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ, ଅର୍ଥାତ୍ ସନ୍ଧ୍ୟା ୫ଟା ପୂର୍ବରୁ, କେନ୍ଦ୍ର ସରକାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଦୃଢ଼ପ୍ରତିଜ୍ଞ ଥିଲେ। ଠିକ୍‌ ୪:୫୦ରେ, ଏକ ସିଲ୍‌ ଲଫାଫା ରାଜ୍ୟସଭା…

ପୁରୁଷ ହେଲେ ମହିଳା

ଦେଶର ବିଭିନ୍ନ ରାଜ୍ୟରେ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ହିତାଧିକାରୀ ହେବା ପାଇଁ ଜୀବିତ ବ୍ୟକ୍ତି ମୃତ ହେବା, ବିଧବା ମହିଳା ସଧବା ହେବା ବା ସଧବା ବିଧବା ହେବା କିମ୍ବା ପୁରୁଷ ନିଜକୁ ମହିଳା ଦର୍ଶାଇବା ଭଳି କୌତୂହଳର ଠକେଇ ବାରମ୍ବାର ସାମ୍ନାକୁ…

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିର ପ୍ରବେଶ, ଯୁବକ ଅଟକ

ପୁରୀ,୨୯ା୭: ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକଙ୍କ ପ୍ରବେଶ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବକଙ୍କ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଯାଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ବେହରଣ ଦ୍ୱାର ନିକଟରେ ଯୁବକଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ…

ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼: ଜଣେ ପୋଲିସ ଅଫିସରଙ୍କ ସମେତ ୫ ମୃତ

ନ୍ୟୁୟର୍କ,୨୯ା୭: ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍‌ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମମ…

ଟ୍ରମ୍ପଙ୍କ ଘୋଷଣା: ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ହେବ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁ ଦେଶମାନଙ୍କ ସହ ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନାହିଁ, ସେମାନଙ୍କ ପାଇଁ ଏକ ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ମଧ୍ୟରେ ନିର୍ଦ୍ଧାରଣ କରାଯିବ। ଟ୍ରମ୍ପ ନିଜର ଟ୍ରୁଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri