Home Middle

ମେ‘ ୯ ସୁଦ୍ଧା ଯୁଦ୍ଧ ଶେଷ ଲାଗି ଯୋଜନା !…

ମସ୍କୋ/କ୍ୱିଭ୍‌, ୨୬।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମେ‘ ୯ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନେଇ ୟୁକ୍ରେନ୍‌ ଜେନେରାଲ ଷ୍ଟାଫ୍‌ ମିଳିଥିବା ଗୁପ୍ତଚର ସୂଚନା ଆଧାରରେ ଏନେଇ ଖବର କାଗଜ ଦ କ୍ୱିଭ୍‌…

ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ…

ନୂଆଦିଲ୍ଲୀ, ୨୬।୩ : କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। କଂଗ୍ରେସର ମହାସଚିବ ଏବଂ ପ୍ରଦେଶ ମୁଖ୍ୟଙ୍କ ବୈଠକରେ ଶନିବାର ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦରଦାମ ବୃଦ୍ଧି ନେଇ…

ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ…

କ୍ୱିଭ୍‌, ୨୬।୩ : ୟୁକ୍ରେନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଖବର କାଗଜ ଦ କ୍ୱିଭ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ପକ୍ଷରୁ ଏହି ଦାବି କରାଯାଇଛି। ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ବିରୁଦ୍ଧରେ…

କଂଗ୍ରେସରେ ବିବାଦ-ଦଳ ଛାଡ଼ିବା-ପରାଜୟ ସଙ୍କଟ…

ନୂଆଦିଲ୍ଲୀ, ୨୬।୩ : ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳରେ ବିବାଦ, ଦଳ ଛାଡ଼ିବା ଏବଂ ପରାଜୟକୁ ନେଇ ସ୍ଥିତି ଖରାପ ହେବାରେ ଲାଗିଛି। ଆସନ୍ତା ୧୫ ଦିନ ମଧ୍ୟରେ ଦଳର…

ପୃଥିବୀ ପାଇଁ ପୁଣି ସଙ୍କଟ,ଭାଙ୍ଗିଲା ବିରାଟକାୟ ହିମ ପାହାଡ଼…

ଓ୍ବାଶିଂଟନ, ୨୬।୩ : ପୃଥିବୀ ପାଇଁ ପୁଣି ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୦୦ ବର୍ଗ କିଲାମିଟରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଆଇସବର୍ଗର…

ଆଣବିକ ଯୁଦ୍ଧର ଆଶଙ୍କା ବଢ଼ିଲା, ବୁଡ଼ାଜାହାଜ ପ୍ରସ୍ତୁତ କଲେ ପୁଟିନ୍‌…

ମସ୍କୋ, ୨୬।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଏକ ମାସରୁ ଅଧିକ ସମୟ ବିତିଛି। ମସ୍କୋର ଆକ୍ରମଣ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ପରମାଣୁ ଶକ୍ତିକୁ ବିଶେଷ ସତର୍କ କରାଇବାର…

ଟିକାକରଣ ପ୍ରମାଣପତ୍ରରେ ପୁଣି ରହିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୨୬।୩ : ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ସହିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୁଣି କରୋନା ଟିକାକରଣ ପ୍ରମାଣପତ୍ରରେ ରଖିବାକୁ ଯୋଜନା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ…

ପାରମ୍ପରିକ ଔଷଧର ଗ୍ଲୋବାଲ ସେଣ୍ଟର ଗୁଜରାଟରେ…

ଅହମଦାବାଦ,୨୬।୩ : ଗୁଜରାଟକୁ ବିଶ୍ୱ ମାନଚିତ୍ରରେ ଉଜ୍ଜ୍ୱଳ କରିବା ପାଇଁ ସରକାର ଆଉ ଏକ ଉପହାର ଦେବାକୁ ଯାଉଛନ୍ତି । ପାରମ୍ପରିକ ଔଷଧ ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବିଶ୍ୱସ୍ତରୀୟ କେନ୍ଦ୍ର ରାଜ୍ୟର ଜାମନଗରରେ ପ୍ରତିଷ୍ଠା ହେବ। ଏଥିପାଇଁ ଜେନେଭାରେ ଭାରତର ଆୟୁଷ…

୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪,୧୦୦ ରହିଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ଅପଡେଟ୍‌ କରାଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି…

୩ ମହାନଗର ନିଗମରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ଆସନ ପାଇଁ ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ୩୦,୯୮୯ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ସୁନୀତି ମୁଣ୍ଡ ୨୧,୭୯୨ ଖଣ୍ଡ…

୭୩ ଆସନରେ ବିଜେଡି ଆଗୁଆ, କଟକରେ କଂଗ୍ରେସ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପୌର ନିର୍ବାଚନ ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍‌ଏସି, ପୌରାଅଞ୍ଚଳରେ ବିଜେଡି ଆଗରେ ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି…

ଆରମ୍ଭ ହେଲା ପୌର ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। କେବଳ ଧାମନଗର ଏନ୍‌ଏସିରେ ଆଜି ଗଣତି ହେଉନାହିଁ। ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର କାଉଟିଂ ସେଣ୍ଟରରେ କଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri