ଜଳ-ସ୍ଥଳ-ଆକାଶ ସବୁଠି ରୁଷିଆର ବୋମାବର୍ଷା, ଯୁଦ୍ଧାଭ୍ୟାସ ନେଇ ପୃଥିବୀରେ ଆତଙ୍କ…
ମସ୍କୋ, ୨୦।୨ : ରୁଷିଆ ଯୁଦ୍ଧାଭ୍ୟାସ ନାମରେ ଜଳ-ସ୍ଥଳ-ଆକାଶ ସବୁଠି ବୋମାବର୍ଷା ଜାରି ରଖିଛି। ରୁଷିଆର ଏଭଳି କାର୍ଯ୍ୟ ନେଇ ପୃଥିବୀରେ ଆତଙ୍କ ଖେଳି ଯାଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏହି ଆଣବିକ ଯୁଦ୍ଧାଭ୍ୟାସ କରାଯାଉଛି। ହାଇପରସୋନିକ୍ କ୍ଷେପଣାସ୍ତ୍ରଠାରୁ…
ଯୁଦ୍ଧ ସଙ୍କଟରେ ବ୍ୟବସାୟ, ଆମେରିକାଠାରୁ ୨୫୦ ଅବ୍ରାମ୍ସ୍ ଟ୍ୟାଙ୍କ କିଣିବ ପୋଲାଣ୍ଡ….
ଓ୍ବାଶିଂଟନ/ଓ୍ବାର୍ସା, ୨୦।୨ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧଖୋର ମନୋଭାବ ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ତ୍ରଶସ୍ତ୍ର ତଥା ଯୁଦ୍ଧ ଉପକରଣ କାରବାର ବୃଦ୍ଧି ପାଇଛି। ରୁଷିଆ ସୈନ୍ୟଙ୍କ ପ୍ରତିରୋଧ କରିବା ଲାଗି ସମ୍ପ୍ରତି ପୋଲାଣ୍ଡ ଆମେରିକାଠାରୁ ବିଧ୍ୱଂସକ ଟ୍ୟାଙ୍କ କୁହାଯାଉଥିବା…
୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଏକେ-୪୭ ଜବତ…
ସୋନିପତ୍, ୨୦।୨ : ହରିୟାଣାର ସୋନିପତ୍ରୁ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜ୍ୟ ପୋଲିସର ଅପରାଧ ଯାଞ୍ଚ୍ ଏଜେନ୍ସି(ସିଆଇଏ) ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା। ସମସ୍ତ…
ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି
ପୁରୀ ଅଫିସ,୨୦ା୨: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅର୍ଥାତ୍ ଦ୍ୱିତୀୟ ଦିନରେ ବିଶ୍ୱ ବେଷ୍ଣବ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ଶ୍ରୀମଦ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ…
ସ୍ବାମୀଙ୍କ ବାରଣ ସତ୍ତ୍ୱେ ବୟଫ୍ରେଣ୍ଡ୍ଙ୍କ ସହିତ ଫୋନ୍ରେ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା, ହାଇକୋର୍ଟଙ୍କ ରାୟ…
ଥିରୁଭାନନ୍ତପୁରମ୍, ୨୦।୨ : ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ୍ଙ୍କ ସହିତ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା। କେରଳ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦମ୍ପତିଙ୍କୁ ଛାଡପତ୍ରର ଏକ ଆଦେଶ ପ୍ରଦାନ…
ସୀମା ଅଞ୍ଚଳରୁ ଭିଟାମାଟି ଛାଡ଼ିଲେ ୧୦ ଲକ୍ଷ ଲୋକ, ଶରଣାର୍ଥୀ ସମସ୍ୟା ବଢ଼ିଲା…
କ୍ୱିଭ୍, ୨୦।୨ : ପୂର୍ବ ୟୁକ୍ରେନରେ ଲଗାତାର ବୋମା ବିସ୍ଫୋରଣ ପରେ ଲୋକମାନେ ସେଠାରୁ ପଳାଇବା ଆରମ୍ଭ କରି ଦେଇଛନ୍ତି। ଲୋକମାନେ ବସ ଏବଂ ଟ୍ରେନ ଯୋଗେ ପୋଲାଣ୍ଡ ସୀମା ଆଡକୁ ଯିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସୀମା ଅଞ୍ଚଳରୁ ୧୦…
ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ ୨୦ ହଜାର ତଳେ…
ନୂଆଦିଲ୍ଲୀ, ୨୦।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ଦୈନିକ…
ପଞ୍ଜାବର ୧୩୦୪-ଉତ୍ତରପ୍ରଦେଶର ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ମତଦାନ ଜାରି…
ଲକ୍ଷ୍ନୌ/ଚଣ୍ଡିଗଡ଼,୨୦।୨ : ରବିବାର ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ଲାଗି ଧାଡ଼ିବାନ୍ଧି ମତଦାନ ଜାରି ରଖିଛନ୍ତି। ଏହି ପ୍ରର୍ଯ୍ୟାୟରେ ୯୩ ମହିଳା ପ୍ରାର୍ଥୀ ନିର୍ବାଚନରେ…
ଆଜି ତୃତୀୟ ପର୍ଯ୍ୟାୟ ଭୋଟ
ଭୁବନେଶ୍ୱର,୨୦ା୨ (ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ନିଜ ନିଜ ବୁଥ୍ରେ ପହଞ୍ଚି ଯାଇଛନ୍ତି। ଏହି ପର୍ଯ୍ୟାୟରେ…
ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ, ହାଇକୋର୍ଟଙ୍କ ରାୟ…
କୋଲକାତା,୧୯।୨ : ବଳାତ୍କାର ମାମଲାରେ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ। ଜଣେ ନାବାଳିକଙ୍କର ବଳାତ୍କାର ମାମଲାର ବିଚାର ସମୟରେ କୋଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ବିଭାସ ପଟ୍ଟନାୟକ ଏବଂ ଜୟମାଲୟ…
ସତ୍ୟପାଠ କେବଳ ଖଣ୍ଡେ କାଗଜ ନୁହେଁ, ବରଂ ଶପଥ ନେଇ ଦିଆଯାଇଥିବା ବୟାନ…
ନୂଆଦିଲ୍ଲୀ,୧୯।୨ : କୋର୍ଟଙ୍କ ସମ୍ମୁଖରେ ଦାଖଲ ହୋଇଥିବା ସତ୍ୟପାଠ ଏକ କାଗଜ ଖଣ୍ଡ ନୁହେଁ, ବରଂ ଏହା ଶପଥ ନେଇ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୟାନ। ତେଣୁ ଏହାକୁ କେବେ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହା…
କେନ୍ଦ୍ରମନ୍ତ୍ରୀଙ୍କ ଭୋଟ୍ ଆଉ କିଏ ଦେଇଥିବା ଅଭିଯୋଗ
ଚେନ୍ନାଇ,୧୯ା୨: ତାମିଲନାଡୁ ପୌର ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନ୍ଙ୍କ ଭୋଟ ଅନ୍ୟ କେହି ଦେଇଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶନିବାର ଅଭିଯୋଗ ଆଣିଛନ୍ତି। ସରକାରୀ କଳର ଅପବ୍ୟବହାର କେଉଁ ସ୍ତରରେ ପହଞ୍ଚତ୍ଲାଣି ତାହା ଏଥିରୁ ସ୍ପଷ୍ଟ ବୋଲି…
Archives


