୫୦% ଟାରିଫ ଲଗାଇବା ପରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ମାତ୍ର ୮ଘଣ୍ଟାରେ…
ଓ୍ବାଶିଂଟନ, ୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଆହୁରି ସେକେଣ୍ଡାରୀ ଟାରିଫ୍ । (secondary sanctions) ଲଗାଇବାର ଧମକ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତର ରୁଷିଆ ସହ ବାଣିଜ୍ୟ ସମ୍ପର୍କ,…
ମିଲର୍ସ ସାଜିଛନ୍ତି ହର୍ତ୍ତାକର୍ତ୍ତା: ଧାନ ରଖିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଯଥେଷ୍ଟ ପଣ୍ୟାଗାର
ଭୁବନେଶ୍ୱର,୭ା୮(ରବିନାରାୟଣ ଜେନା): ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶରେ ଓଡ଼ିଶା ଏବେ ୪ର୍ଥତମ ବଳକା ରାଜ୍ୟ ରୂପେ ପରିଗଣତି ହେଉଛି। ରାଜ୍ୟରେ ପ୍ରତିବର୍ଷ ଧାନଫସଲ ଉତ୍ପାଦନ ବଢ଼ୁଛି, ଯେଉଁଥିପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ପ୍ରତିବର୍ଷ ଧାନ ସଂଗ୍ରହ ପରିମାଣ ବଢ଼ାଇ ଚାଲିଛନ୍ତି। ଖରିଫ୍ ଓ…
ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅମିତ ଶାହାଙ୍କ ନିକଟରେ କରିଦେଲେ ଏହି ଦାବି
ଭୁବନେଶ୍ୱର,୭ା୮(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବୁଧବାର ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ଏହି ଅବସରରେ…
ଟ୍ରମ୍ପଙ୍କ ୨୫% ଅତିରିକ୍ତ ଟାରିଫ ପରେ ଭାରତର କଡ଼ା ଜବାବ: “ଅଯୌକ୍ତିକ ଓ ଅନ୍ୟାୟ”
ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆଠାରୁ ତୈଳ କ୍ରୟ ନେଇ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଯିବାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ପଦକ୍ଷେପକୁ “ଅନୁଚିତ, ଅଯୌକ୍ତିକ ଓ ଅନ୍ୟାୟ”…
୨୧ ଦିନ ପରେ ଭାରତ ଉପରେ ଟ୍ରମ୍ପ ଲଗାଇବେ ୫୦% ଟାରିଫ: କହିଲେ ଏହି ବଡ଼ କଥା
ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା ଜାରି କରି ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି, ଯାହା ଆଗାମୀ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଅଗଷ୍ଟ ୧…
ରାଗରେ ନିଆଁବାଣ ଟ୍ରମ୍ପ: ଭାରତକୁ ଧମକ ଦେବାର ୨୪ ଘଣ୍ଟା ପରେ ଲଗାଇଲେ ୫୦% ଟାରିଫ୍, ଅଗଷ୍ଟ ୨୭ରୁ ଲାଗୁ
ଓ୍ବାଶିଟନ/ନୂଆଦିଲ୍ଲୀ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍(ଶୁଳ୍କ) ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବେ ଭାରତ…
ଅନୁଗୋଳରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର
ଅନୁଗୋଳ,୬।୮: ଓଡ଼ିଶାରେ ମହିଳା ଓ ଝିଅମାନଙ୍କ ଉପରେ ଯୌନ ଆକ୍ରମଣର ଘଟଣା ଜାରି ରହିଥିବା ବେଳେ ଅନୁଗୋଳ ଜିଲାର ବାଗଡ଼ିଆ ଥାନା ଅଧୀନରେ ଜଣେ ଆଦିବାସୀ ମହିଳାଙ୍କୁ ତିନି ଅଜଣା ଯୁବକ ଦ୍ୱାରା ସାମୂହିକ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ…
ଓଡ଼ିଶାରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଓଡ଼ିଆ ସାଇନବୋର୍ଡ ବାଧ୍ୟତାମୂଳକ
ଭୁବନେଶ୍ୱର,୬ା୮: ଓଡ଼ିଶାର ସାର୍ବଜନୀନ ସ୍ଥାନରେ ଓଡ଼ିଆ ଭାଷାର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ନଗରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଓଡ଼ିଆ ଲିପିରେ ସାଇନବୋର୍ଡ ଲଗାଇବାକୁ…
ଟ୍ରମ୍ପ ଦେଉଛନ୍ତି ଟାରିଫ ଧମକ: ମୁକାବିଲା ପାଇଁ ଏକାଠି ହେବେ ରୁଷିଆ, ଭାରତ, ଚାଇନା
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଚାଇନାର ତିଆନଜିନକୁ ଯାତ୍ରା କରିବେ। ୨୦୨୦ରେ ଗାଲୱାନ ଉପତ୍ୟକାରେ ଭାରତ-ଚାଇନା ସୈନ୍ୟ ମୁହାଁମୁହିଁ ପରେ…
ରୁଷିଆ ପରେ ଭାରତ ସହ ହାତ ମିଳାଇଲା ଏହି ଦେଶ, ଟେନଶନରେ ଆମେରିକା!
ନୂଆଦିଲ୍ଲୀ,୬।୮: ପୂର୍ବରୁ ରୁଷିଆ ଭାରତ ବିରୋଧରେ ଆମେରିକାର ଶୁଳ୍କକୁ ବିରୋଧ କରିଥିଲା। ଏବେ ରୁଷିଆ ପରି ଆଉ ଏକ ଦେଶ ଆଗକୁ ଆସିଛି, ଯାହା କେହି ଆଶା କରିନଥିଲେ। ସେହି ଦେଶ ଅନ୍ୟ କେହି ନୁହେଁ ବରଂ ବ୍ରାଜିଲ। ଯାହା ଭାରତ…
ଚାଇନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କ ଧମକ ପରେ ମୋଦିଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଚାଇନାର ତିଆନଜିନକୁ ଯାତ୍ରା କରିବେ। ୨୦୧୯ ପରେ ଏହା ହେବ ତାଙ୍କର ପ୍ରଥମ ଚାଇନା…
ଦିଲ୍ଲୀରେ ଭେଟଘାଟ, ଓଡ଼ିଶାରେ ଚର୍ଚ୍ଚା!
ଭୁବନେଶ୍ୱର, ୬।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ପାର୍ଲାମେଣ୍ଟ ପରିସରରେ ରାଜ୍ୟର ଭାଜପା ଏମପିମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତରେ ଏମପି ଅନନ୍ତ ନାଏକ, ସମ୍ବିତ ପାତ୍ର ଏବଂ ନବଚରଣ ମାଝୀ ଉପସ୍ଥିତ ଥିଲେ…
Archives


