ଆଇପିଏଲ୍ ଫାଇନାଲ ୮ଟାରେ ଖେଳାଯିବ
ମୁମ୍ବାଇ,୧୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ମ୍ୟାଚ୍ ରାତି ୭ଟା ୩୦ ବଦଳରେ ୮ଟାରେ ଆରମ୍ଭ ହେବ। କ୍ରିକ୍ବଜରୁ ମିଳିଥିବା ସୂଚନା ମୁତାବକ, ଫାଇନାଲ ମ୍ୟାଚ୍ ପୂର୍ବରୁ ଏକ ସାଂସ୍କୃତିକ ଉଦ୍ଯାପନୀ ସମାରୋହ ଆୟୋଜନ ହେବ। ଚଳିତ ସିଜନର…
ଟ୍ରମ୍ପ୍ଙ୍କୁ ଭୋଟ ଦେବେ ମସ୍କ
ଓ୍ବାଶିଂଟନ୍, ୧୯ା୫: ଟୁଇଟର ଡିଲ୍କୁ ନେଇ ଚର୍ଚ୍ଚାରେ ଥିବା ଏଲନ୍ ମସ୍କ ଏବେ ଆମେରିକାର ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟିକୁ ସମାଲୋଚନା କରିଛନ୍ତି। ଏଣିକି ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦଳ ରିପବ୍ଲିକାନ୍କୁ ଭୋଟ ଦେବେ ବୋଲି ଟୁଇଟ୍ କରିଛନ୍ତି।…
ସ୍କୁଲରେ ଫୁଟିଲା ଗୁଳି, ଜଣେ ଛାତ୍ରୀ ଆହତ
ବର୍ଲିନ,୧୯ା୫: ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିଛି। ଉତ୍ତର ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଏଥିସହ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ସେମାନଙ୍କ ହେପାଜତକୁ ନେଇଛି। ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅଭିଯୁକ୍ତମାନେ…
ସିଦ୍ଧୁଙ୍କୁ ବର୍ଷେ ଜେଲ୍
ନୂଆଦିଲ୍ଲୀ,୧୯।୫:ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିଶନ୍ର ଶୁଣାଣି ବେଳେ ଦେଶର…
ଆଫଗାନିସ୍ତାନରେ ବିସ୍ଫୋରଣ: ୩ ଆହତ
କାବୁଲ୍,୧୯ା୫: ଉତ୍ତର ଆଫଗାନିସ୍ତାନର ମଜାର-ଇ-ସରିଫ୍ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି। ଜାତୀୟ ସେନାର ସାଧାରଣ ନାଗରିକ ଥିବା ଆହତମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆଯାଇଛି। ଏହି ଆକ୍ରମଣ ପାଇଁ କେହି ଦାୟୀ…
ମଥୁରା ଶାହି ଇଦ୍ଗାହା ମାମଲା, ଆବେଦନ ଗ୍ରହଣ କଲେ ଜିଲା କୋର୍ଟ,ସିଭିଲ କୋର୍ଟରେ ଶୁଣାଣି…
ମଥୁରା, ୧୯।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଥୁରାର ଜିଲା ଜଜ କୋର୍ଟ ଗୁରୁବାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍ଗାହାଙ୍କ ମାମଲାର ଶୁଣାଣି ବେଳେ…
ପୃଥିବୀର ୨୭ କୋଟିରୁ ଅଧିକ ଲୋକ ଭୋକିଲା ରହିବା ଆଶଙ୍କା, ଚିନ୍ତା ବ୍ୟକ୍ତ କଲେ ଜାତିସଂଘ ମହାସଚିବ…
ନ୍ୟୁୟର୍କ, ୧୯।୫ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୁଧା ସ୍ତର ଏକ ନୂତନ ସ୍ଥାନରେ ପହଞ୍ଚିଛି। ଏହା ବିରୋଧରେ ଲଢ଼ିିବାକୁ ସେ ବିଶ୍ୱବାସୀକୁ ଆହ୍ବାନ ଦେଇଛନ୍ତି। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି…
ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା
ପୁରୀ ଅଫିସ,୧୯ା୫: ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ। ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ…
ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ
କଟକ ଅଫିସ,୧୯ା୫: ଗେଟ୍ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ରସଂଘ। ବୁଧବାର ସନ୍ଧ୍ୟାରୁ ମହାବିଦ୍ୟାଳୟ ୨ ନଂ ମୁଖ୍ୟ ଫାଟକ…
ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଗୁରୁବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ…
ଧାର୍ମିକସ୍ଥଳରୁ ହଟାଯାଇଥିବା ଲାଉଡ୍ସ୍ପିକର ସ୍କୁଲରେ ଲଗାଯିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
ଲକ୍ଷ୍ନୌ, ୧୯।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅନାବଶ୍ୟକ ଲାଉଡ ସ୍ପିକର ହଟାଇବାରେ ସରକାର ସଫଳ ହୋଇଛନ୍ତି। ଯଦି ଅନାବଶ୍ୟକ ଲାଉଡ ସ୍ପିକର ସ୍ଥାପନ / ଉଚ୍ଚ ସ୍ବରରେ ବାଜିବା ବିଷୟରେ ପୁନର୍ବାର ଅଭିଯୋଗ ଆସେ, ତେବେ…
ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…
ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନରେ ତାତି ରେକର୍ଡ ଭାଙ୍ଗିଛି। ଏହାଯୋଗୁ ସମଗ୍ର ପ୍ରାଣୀ ଜଗତ ସହିତ…
Archives


