Home Middle

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା, କିନ୍ତୁ…

ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…

ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି ଜଣଙ୍କ…

ନବନୀତଙ୍କ ଘର ଉପରେ ବୁଲ୍‌ଡୋଜର ଚାଲିବା ଆଶଙ୍କା…

ମୁମ୍ବାଇ, ୨୧।୫ : ଲାଉଡ ସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ମଧ୍ୟରେ ଶିବସେନାଙ୍କ ଆଗରେ ହାରିଯାଇଥିବା ରାଣା ଦମ୍ପତିଙ୍କ ସମସ୍ୟା ହ୍ରାସ ପାଇବା ଭଳି ମନେ ହେଉନାହିଁ। ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପରେ ଜେଲ ଯାଇଥିବା…

ଦେଶରେ କରୋନାର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଦେଲେ ଏଭଳି ଉତ୍ତର…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଏମସି ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ କରୋନା ମାମଲା ଲକ୍ଷ ଲକ୍ଷରେ ପହଞ୍ଚିବା ପରେ ସଂକ୍ରମଣର ଗତି ବନ୍ଦ ହୋଇଯାଇଥିଲା।…

‘ସବୁ ପରିସ୍ଥିତି ସାମ୍ନା କରିବାକୁ ଆମେରିକା ପ୍ରସ୍ତୁତ’

ଓ୍ବାଶିଂଟନ,୨୧।୫: ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୋନ ସୁକ୍‌-ୟୋଲଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ମୁଖ୍ୟ ଉତ୍ତର କୋରିଆକୁ ବନ୍ଦ କରିବା ଏବଂ ଏକାଠି ନୂଆ…

ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…

ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛି। ଏହି ଆକ୍ରମଣ ସଫଳତାର ସହ ରୋକାଯାଉଛି ବୋଲି ସେ କହିଛନ୍ତି।…

ଶୂନ କୋଭିଡ ନୀତି ନେଇ ଜିନ୍‌ପିଙ୍ଗ୍‌ଙ୍କ କଡ଼ା କଟକଣା, ପାଲଟିଛି ସମ୍ମାନର ପ୍ରଶ୍ନ…

ବେଜିଂ, ୨୧।୫ : କରୋନାର ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ ଚାଇନାରେ ଆତଙ୍କ ସୃଷ୍ଟି ହୋଇଛି। ସାଂଘାଇ ସହର ଏବେ ଏନେଇ ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଚାଇନାରେ ଶୂନ କୋଭିଡ ନୀତି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ପାଇଁ ଏକ ସମ୍ମାନର…

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର ଶକ୍ତି ଉତ୍ପାଦନକାରୀ କମ୍ପାନୀ (ଜେନକୋ) ଏବଂ କୋଇଲା ଇଣ୍ଡିଆର ବକେୟା ୯୬୯୨ କୋଟି ଟଙ୍କାର…

ସକ୍ରିୟ ମାମଲା ୧୫ ହଜାର ତଳେ, ଦୈନିକ ମୃତ୍ୟୁ ସଂଖ୍ୟା ୨୫…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ଉପରେ ରୋକ୍‌

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏ ସମ୍ପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ୩ ମାସ ପାଇଁ ରହିତାଦେଶ ଦେବା ସହ ୪ ସପ୍ତାହ ମଧ୍ୟରେ ସତ୍ୟପାଠ…

ଘୁଞ୍ଚିଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ରେ ଶେଷ ହେବାର ଥିଲା। ହେଲେ ମେ’ ୩୧ରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ଦିନ ହେବାକୁ ଥିବା ପରୀକ୍ଷା ଜୁନ…

ବାରାଣସୀ କୋର୍ଟକୁ ଗଲା ଜ୍ଞାନବ୍ୟାପୀ ମସଜିଦ୍‌ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁକ୍ରବାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ଦେଶବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ ରହିଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣସୀର ଜିଲା କୋର୍ଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri