Home Middle

ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ,…

ଅପରେସନ ସିନ୍ଦୁର: ପାକିସ୍ତାନରେ ସଠିକ ଆକ୍ରମଣର ଆଉ ଏକ ଭିଡିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୧୦।୮: ଭାରତୀୟ ବାୟୁସେନା (ଆଇଏଫ୍‌) ରବିବାର ଏକ ଭିଡିଓ ପ୍ରକାଶ କରିଛି, ଯେଉଁଥିରେ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନରେ ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ସଠିକ ଆକ୍ରମଣର ଦୃଶ୍ୟ ପ୍ରଦର୍ଶିତ ହୋଇଛି। ଏହି ଭିଡିଓ ଏହି ଉଚ୍ଚ-ପ୍ରଭାବୀ ଅପରେସନର ଯୋଜନା ଓ କାର୍ଯ୍ୟକାରିତାର…

Mettle Meet 2025 ଗ୍ରାଣ୍ଡ ଫାଇନାଲ: ବାଜି ମାରିଲେ ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ଏମ୍ସ, ଭୁବନେଶ୍ୱର

ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ୨ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୫’ର ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଥିବା…

Mettle Meet 2025: ଗ୍ରାଣ୍ଡ୍‌ ଫାଇନାଲରେ ଜୁନିୟର ଟିମ୍‌ର ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲର ବାଜିମାତ୍‌

ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟ୍‌ଲ ମିଟ୍‌-୨୦୨୫’ର ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ ପାଇଁ ଉଭୟ ଜୁନିୟର ଏବଂ ସିନିୟର ବର୍ଗରୁ ୮ଟି ଲେଖାଏ ଟିମ୍‌…

Mettle Meet 2025: ଆରମ୍ଭ ହେଲା କୁଇଜ୍‌ ମହାକୁମ୍ଭର ମହା ମୁକାବିଲା

ଭୁବନେଶ୍ୱର,୧୦।୮:ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ ମିଟ-୨୦୨୫’ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ ହୋଟେଲ୍ଠାରେ ଆୟୋଜିତ କୁଇଜରେ ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ…

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍‌ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…

ଆଜି ଗ୍ରାଣ୍ଡ୍‌ ଫାଇନାଲ୍ସ: ରେଜିଷ୍ଟ୍ରେଶନ ଆରମ୍ଭ

ଭୁବନେଶ୍ୱର,୧୦।୮:ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ ମିଟ-୨୦୨୫’ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ ହୋଟେଲ୍ଠାରେ ଆୟୋଜିତ କୁଇଜରେ ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ…

ହଠାତ୍‌ ପାକିସ୍ତାନରେ ଚହଳ, ଭାରତ କଲା…

ନୂଆଦିଲ୍ଲୀ,୧୦।୮: ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ 127 କୋଟି ଟଙ୍କାର କ୍ଷତି…

ଓଡ଼ିଶାରେ କ୍ରୀଡ଼ା ମହାକୁମ୍ଭ: ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

ଭୁବନେଶ୍ୱର, ୧୦।୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଓ୍ବାଲର୍‌ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଚାମ୍ପିଆନସିପ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ…

Mettle Meet 2025: ଆଜି ଗ୍ରାଣ୍ଡ୍‌ ଫାଇନାଲ୍ସ

ଭୁବନେଶ୍ୱର,୧୦।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର…

୬ ପାକ୍‌ ଯୁଦ୍ଧବିମାନ ଖସାଇଥିଲା ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୧୦ା୮; ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ବେଳେ ଭାରତ ଅନୂ୍ୟନ ୫ ଯୁଦ୍ଧବିମାନ ଏବଂ ଗୋଟିଏ ବଡ଼ ଏୟାରକ୍ରାଫ୍ଟକୁ ଖସାଇଥିବା ନେଇ ଶନିବାର ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରୀତ ସିଂ ଦାବି କରିଛନ୍ତି। ବେଙ୍ଗାଲୁରୁରେ ଶନିବାର ଆୟୋଜିତ ଷୋଡ଼ଶ ଏୟାର ଚିଫ୍‌…

Mettle Meet 2025: ଫାଇନାଲ୍‌ରେ ହେବ କଡ଼ା ଟକ୍କର

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟେଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ପ୍ରିଲିମ୍ସ ରାଉଣ୍ଡ୍‌ରେ ଜୁନିୟର ବର୍ଗରେ ୩୯ଟି ଟିମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri