Home Middle

ଲ କଲେଜ ବଳାତ୍କାର ମାମଲାରେ ନୂଆ ଖୁଲାସା: ଘଟଣାର କରାଯାଇଥିଲା ଭିଡିଓ ରେକର୍ଡିଂ

କୋଲକାତା,୨୪।୮: କୋଲକାତାର ସାଉଥ କଲିକତା ଲ କଲେଜରେ ହୋଇଥିବା ବଳାତ୍କାର ମାମଲାରେ ଦାଖଲ ହୋଇଥିବା ୬୫୦ ପୃଷ୍ଠାର ଚାର୍ଜଶିଟରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ପୀଡ଼ିତାଙ୍କର ଏକାଧିକ ଅଶ୍ଳୀଳ ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରୁଥିଲେ। ପୋଲିସ…

ରାଜ୍ୟର ସବୁ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ, ୪୮ ଘଣ୍ଟା ଭିତରେ…

ଭୁବନେଶ୍ୱର,୨୪ା୮: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଘନୀଭୂତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପ୍ରାୟ ସବୁ ଜିଲାରେ…

ଓଡ଼ିଶା ଉପକୂଳରେ ‘IADWS’ର ପରୀକ୍ଷଣ କଲା DRDO, ପ୍ରତିରକ୍ଷା ମନ୍ତ୍ରୀ କହିଲେ ଏହି ଅନନ୍ୟ ଉଡ଼ାଣ ପାଇଁ…

ନୂଆଦିଲ୍ଲୀ,୨୪ା୮: ଭାରତ ଓଡ଼ିଶା ଉପକୂଳରେ ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS)ର ପ୍ରଥମ ଉଡ଼ାଣ ପରୀକ୍ଷଣ ସଫଳତାର ସହିତ ସମାପ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଗଣେଶ ପୂଜା ପୂର୍ବରୁ ମିଳିବ ଦରମା ସହ ପେନଶନ

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସରକାର ଗଣେଶ ଚତୁର୍ଥୀ ଏବଂ ଓନମ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ମହୋତ୍ସବ ପୂର୍ବରୁ ମହାରାଷ୍ଟ୍ର ଏବଂ କେରଳର କର୍ମଚାରୀମାନଙ୍କୁ ଦରମା ଏବଂ ପେନସନ ପଠାଇବେ। ୨୬ ଅଗଷ୍ଟ ୨୦୨୫ରେ…

ଧର୍ମସ୍ଥଳ ଗଣକବର ମାମଲା: ବନ୍ଧାହେଲେ ଅଭିଯୋଗକାରୀ

ମାଙ୍ଗାଲୁରୁ,୨୪ା୮: କର୍ନାଟକର ଧର୍ମଶାଳାସ୍ଥିତ ଶ୍ରୀମଞ୍ଜୁନାଥ ଶୈବପୀଠରେ ୧୯୯୦ ଦଶକରୁ ୨୦୧୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଅନେକ ଶହ ସ୍ବଳ୍ପବୟସ୍କା, ଯୁବତୀ ଓ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ପୋତି ଦିଆଯାଇଥିବା ନେଇ ଗତ ଜୁଲାଇରେ ଅଭିଯୋଗ ଆସିଥିଲା। ଉକ୍ତ ମନ୍ଦିରରେ…

ରାଜନୀତିରେ ହଲଚଲ୍‌: ନବୀନ ନିବାସରେ ମୋହନ

ଭୁବନେଶ୍ୱର,୨୩।୮: ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ବିରୋଧୀ ଦଳ ନେତା ନବୀନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ । ବିରୋଧୀ ଦଳ…

ଗୁଜବର ଅନ୍ତ, କୋହଲି-ରୋହିତଙ୍କ ଅବସରକୁ ନେଇ BCCI ଦେଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସମୟରେ, ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବେ ଏହି ଉଭୟ ଖେଳାଳିଙ୍କ ଦିନିକିଆରୁ ମଧ୍ୟ ଅବସର…

ସରକାରଙ୍କ ବଡ଼ ଘୋଷଣା: ଏହି ଦିନ ଛୁଟି ରହିବ ସରକାରୀ ଅଫିସ୍‌!

ଭୁବନେଶ୍ୱର,୨୩ା୮(ରବିନାରାୟଣ ଜେନା):ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଏପରି କି ପୂର୍ବ ବର୍ଷଗୁଡ଼ିକରେ ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ…

୪୦% ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା: ଜାଣନ୍ତୁ କିଏ ଅଛନ୍ତି ଆଗରେ

ନୂଆଦିଲ୍ଲୀ,୨୩ା୮:ଦେଶର ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୩୩% ମୁଖ୍ୟମନ୍ତ୍ରୀ ସେମାନଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍‌ଜିଓ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)…

ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୩।୮: ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋରଙ୍କୁ…

ଅନଲାଇନ ଗେମିଂ ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି, ନୁଆ ଆଇନରେ ଜେଲ ସହ ୧ କୋଟି ଟଙ୍କା ଜରିମାନାର ବ୍ୟବସ୍ଥା

ନୂଆଦିଲ୍ଲୀ,୨୨।୮: ଅନଲାଇନ ମନି ଗେମିଂ ଉପରେ ପ୍ରତିବନ୍ଧକ ଲଗାଇବା ବିଲ ଉପରେ ସଂସଦର ଅନୁମୋଦନ ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି, ଯାହା ପରେ ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏହି ଆଇନ ଅନୁଯାୟୀ,…

ଆଧାର ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୮: ସୁପ୍ରିମକୋର୍ଟ ଶୁକ୍ରବାର ବିହାରରେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରମାନଙ୍କ ଆଧାରକୁ ବାସସ୍ଥାନର ପ୍ରମାଣ ଭାବେ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ ନିର୍ବାଚନ ଆୟୋଗଙ୍କୁ ଆଧାରକୁ ୧୧ଟି ଅନ୍ୟ ପରିଚୟ ପତ୍ର ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri