ନୂଆ GSTରେ ଓଡ଼ିଶାକୁ କ’ଣ ମିଳିବ ଲାଭ? ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, ୫।୯: ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତେବେ ଦିଲ୍ଲୀ ଗସ୍ତରୁ…
ଭାରତ-ଚାଇନା ମିଶି ଟ୍ରମ୍ପଙ୍କ ଉଡାଇବେ ହୋଶ୍: ଖୁବ୍ଶୀଘ୍ର ଆସିବାକୁ ଯାଉଛି…
ନୂଆଦିଲ୍ଲୀ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଟାରିଫ୍ ଲାଗୁ କରିଛନ୍ତି ଏବଂ ଏବେ ଏହାର ପ୍ରଭାବ ମଧ୍ୟ ଦେଖାଯାଉଛି। ଟାରିଫ ଯୋଗୁ ଅନେକ ଦେଶର ବାଣିଜ୍ୟ ପ୍ରଭାବିତ ହୋଇଛି। ଏବେ ଭାରତ ଏବଂ ଚାଇନା…
ପାକିସ୍ତାନର ୧୪ ଆତଙ୍କବାଦୀ, ୨୬/୧୧ଠାରୁ ହେବ ଆହୁରି ବଡ଼ ଆକ୍ରମଣ, ବିସ୍ଫୋରଣ ହେବ ୪ଶହ କିଲୋ RDX, ମରିବେ ୧ କୋଟି ଲୋକ, ମିଳିଲା ଧମକ
ମୁମ୍ବାଇ,୫।୯: ମୁମ୍ବାଇକୁ ପୁଣି ଥରେ ବୋମା ବିସ୍ଫୋରଣ ଧମକ ମିଳିଛି। ଏଥର ଆତ୍ମଘାତୀ ବିସ୍ଫୋରଣ ଧମକ ପଠାଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ପୋଲିସର ଟ୍ରାଫିକ ପୋଲିସର ହ୍ବାଟ୍ସଆପ ନମ୍ବରରେ ପଠାଯାଇଛି। ଅନନ୍ତ ଚତୁର୍ଦ୍ଦଶୀ ଅବସରରେ ଧମକ ପାଇବା ପରେ ପୋଲିସ…
ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
ଭୁବନେଶ୍ୱର, ୫।୯: ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରରେ ନ ଓହ୍ଲାଇ କୋଲକାତା ଗଲେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନୂଆଦିଲ୍ଲୀ…
ଟ୍ରମ୍ପଙ୍କ ଟାରିଫ୍ ଧମକ ମଧ୍ୟରେ ଏହି ଦେଶ ସହ ବଡ଼ ଡିଲ୍ କରିଦେଲା ଭାରତ
ନୂଆଦିଲ୍ଲୀ,୫।୯:ଆମେରିକା ସହିତ ଟାରିଫ୍କୁ ନେଇ ବିବାଦ ଲାଗି ରହିଥିବା ବେଳେ, ଭାରତ ସିଙ୍ଗାପୁର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ଏହି ସମୟରେ, ଦୁଇ…
ପାକିସ୍ତାନର ହାତ ଛାଡ଼ିଦେଲା ଚାଇନା: ଡ୍ରାଗନ ନେଲା ବଡ଼ ନିଷ୍ପତ୍ତି
ବେଜିଂ,୫।୯: ଚାଇନା ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ। କିନ୍ତୁ, ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚାଇନା ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ…
ନବୀନ ନିବାସରେ ଦିଲୀପ ରାୟ: ୨୦ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା, ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୫ା୯(ସୁନୀତ ମିଶ୍ର):ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ୨୦ ମିନିଟ ଧରି ସୌଜନ୍ୟମୂଳକ ଆଲୋଚନା ହୋଇଛି।ସେ ନବୀନ ନିବାସ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା…
୪ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା: ୨୦ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୫।୯(ବନ୍ଦନା ସେଠୀ): ଓଡ଼ିଶା ଉପରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଗୁରୁବାର ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ଉତ୍ତର ଛତିଶଗଡ଼ ତଥା ପାଶର୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା…
ବେଆଇନ ଗଛକଟାରୁ ଭୂସ୍ଖଳନ, ବନ୍ୟା: କେନ୍ଦ୍ର, ପ୍ରଭାବିତ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୯(ପି.ଟି.):ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ। ଅବାଧରେ ଗଛକଟା ଜାରି ରହିଥିବାରୁ ଏଭଳି ବିପର୍ଯ୍ୟୟ ଆସିଥିବା କହି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…
ଆସିଲା ଚାଞ୍ଚଲ୍ୟକର ରିପୋର୍ଟ: ଓଡ଼ିଶାର ୬୦% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା
ନୂଆଦିଲ୍ଲୀ,୫ା୯(ପି.ଟି.):ଦେଶର ୪୭% ମନ୍ତ୍ରୀ ସେମାନଙ୍କ ନାମରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ହତ୍ୟା, ଅପହରଣ, ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ମାମଲା ରହିଥିବା ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍)ର ବିଶ୍ଳେଷଣରୁ ଜଣାପଡ଼ିଛି।…
୩ ଜିଲା ପାଇଁ ସଭାପତି ଘୋଷଣା କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା…
ଭୁବନେଶ୍ୱର,୪।୯: ୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲା…
ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର, ହିତାଧିକାରୀଙ୍କୁ ମିଳିବ…
ଭୁବନେଶ୍ୱର,୪ା୯: ଆସନ୍ତା ୧୭ ତାରିଖ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସେ କହିଛନ୍ତି ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର…
Archives


