Home Middle

ଝିଅ ରୋହିଣୀ ଲାଲୁଙ୍କୁ ଦେବେ କିଡନୀ, ସିଙ୍ଗାପୁରରେ ଚଳିତ ମାସରେ ହେବ ପ୍ରତିରୋପଣ…

ପଟନା,୧୦।୧୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ କିଡନୀ ପ୍ରତିରୋପଣ କରିବେ। ତାଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦେବେ । ଲାଲୁ ଯାଦବ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ଶୀଘ୍ର…

ଭୁବନେଶ୍ୱରରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ରାଷ୍ଟ୍ରପତି ଆଜି ପୂର୍ବାହ୍ନ ୧୦.୫୦ରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜପାଳ ଗଣେଶୀ ଲାଲ୍‌ ଏବଂ ମୁଖ୍ୟ…

ସବୁ କାମରେ ହସ୍ତକ୍ଷେପ କରୁଛନ୍ତି ଉପରାଜ୍ୟପାଳ, ଏଏପି ସରକାରଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୧୦।୧୧ : ଦିଲ୍ଲୀରେ ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ଆମ ଆଦମୀ ପାର୍ଟି (ଏଏପି) ସରକାର ମଧ୍ୟରେ ବିବାଦ ଥମିବାର ନା ଧରୁନି। ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ସରକାର ବର୍ତ୍ତମାନ ସୁପ୍ରିମକୋର୍ଟରେ ଉପରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି…

ପଦ୍ମପୁର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ବରଗଡ଼ ଅଫିସ,୧୦ା୧୧: ବରଗଡ଼ ଜିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଡିସେମ୍ବର ୫ରେ ଭୋଟ୍‌ ଏବଂ ୮ରେ ଗଣତି ହେବ। ନଭେମ୍ବର ୧୭ରେ ପ୍ରାର୍ଥିପତ୍ର ଦାଖଲର…

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ପୁଟିନ…

ମସ୍କୋ,୧୦।୧୧ : ଆସନ୍ତା ସପ୍ତାହରେ ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ରାଷ୍ଟ୍ରପତି ପୁଟିନଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଯିବେ। ରୁଷିଆ…

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୧୦ଟା ୫୦ ମିନିଟ୍‌ରେ ପହଞ୍ଚତ୍ବେ। ସେଠାରୁ ସିଧା ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।…

ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ଘରେ ଗୁରୁବାର ଇଡି ଚଢ଼ାଉ କରିଛି। ଏଥିସହିତ ଅର୍ଚ୍ଚନାଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱରଙ୍କ କାର୍‌ ଶୋ’ରୁମ୍‌ ଏବଂ ବାଲିପାଟଣାସ୍ଥିତ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଅର୍ଚ୍ଚନାଙ୍କ…

କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା: ୪୫ ସ୍ଥାନରେ ଏନଆଇଏ ଚଢ଼ାଉ…

ଚେନ୍ନାଇ,୧୦।୧୧ : ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ପକ୍ଷରୁ ଗୁରୁବାର ତାମିଲନାଡୁର ୪୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଦୀପାବଳି ଅବସରରେ କୋଏମ୍ବାଟୁରରେ ଏକ ମନ୍ଦିର ବାହାରେ କାର ବୋମା ବିସ୍ଫୋରଣ ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଦୁର୍ଘଟଣା, ୩ ମୃତ ୧୭ ଆହତ…

ଶ୍ରୀନଗର,୧୦।୧୧ : ଜମ୍ମୁ- କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସାମ୍ବା ଜିଲାର ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ୧୩ ବର୍ଷର ବାଳିକାଙ୍କର ମଧ୍ୟ ମୃତ୍ୟୁ ଘଟିଛgି। ଏଥିରେ…

ହିମାଚଳ ପ୍ରଦେଶ ଭୋଟର୍‌ଙ୍କୁ ମୋଦିଙ୍କ ଚିଠି: ଆପଣଙ୍କ ଖଣ୍ଡିଏ ଭୋଟ ମୋ ଶକ୍ତି ବଢାଇବ

ନୂଆଦିଲ୍ଲୀ,୧୦।୧୧: ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ଭୋଟ ଗ୍ରହଣ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଭୋଟରଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଚିଠିକୁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବଣ୍ଟନ…

କାର୍ବନ ନିର୍ଗମନ ହ୍ରାସ ଲୋକ ଦେଖାଣିଆ ନ ହେଉ : ଜାତିସଂଘ ମହାସଚିବ…

ଜେନେଭା,୧୦।୧୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱ ନେତାମାନଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଆମର ପ୍ରତିବଦ୍ଧତା କେବଳ ଲୋକ ଦେଖାଣିଆ ନ ହେଉ।…

୧୪ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୦।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri