Home Middle

ସିପି ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୯: ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ମଙ୍ଗଳବାର ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ତଥା ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି।…

ରାଜରାସ୍ତାକୁ ଓହ୍ଲାଇ ନେପାଳ ସରକାରଙ୍କୁ ଗାଦିଚ୍ୟୁତ କରିଥିବା Gen Z କିଏ? ଜାଣନ୍ତୁ ଏମାନକୁ ନେଇ ସବୁକିଛି…

କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍‌ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି। ନେପାଳ…

Video: ନେପାଳରେ ହିଂସାତ୍ମକ ବିକ୍ଷୋଭ, ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୋଇଠା

ନେପାଳ,୯।୯: ନେପାଳରେ ଜେନ୍ ଜେଡ୍-ନେତୃତ୍ୱାଧୀନ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଯାଇଥିବା ବେଳେ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଉଡେଲଙ୍କୁ କାଠମାଣ୍ଡୁ ରାସ୍ତାରେ ବିକ୍ଷୋଭକାରୀମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏକ ଭିଡିଓରେ ୬୫…

ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି

କାଠମାଣ୍ଡୁ,୯।୯: ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ…

ଶେଷରେ ଗାଦି ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ଓଲି: ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା

କାଠମାଣ୍ଡୁ,୯ା୯: ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍‌ଲାଇନ୍‌ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ ପନ୍ଥା…

ଯାହା ବି କିଛି ଥିଲା, ସେତେକ ବି ଗଲା: ବିଜେଡିକୁ ତଥାଗତଙ୍କ ତାଚ୍ଛଲ୍ୟ

ଭୁବନେଶ୍ୱର,୯।୯: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ…

ଯୁବ ମେଣ୍ଢା

ହିମାଳୟ ଦେଶ ନେପାଳରେ ସରକାର ବିରୋଧୀ ବିକ୍ଷୋଭ ଶୀର୍ଷରେ ପହଞ୍ଚତ୍ଛି। କିଛିଦିନ ପୂର୍ବରୁ ସେଠାରେ ରାଜତନ୍ତ୍ର ସପକ୍ଷରେ ଆନ୍ଦୋଳନ ଦେଖାଦେଇଥିଲା। ହେଲେ ଏବର ପ୍ରତିବାଦର ନେତୃତ୍ୱ ନେଇଛନ୍ତି ଜେନ୍‌ ଜେଡ୍‌ ବର୍ଗ। ଉଲ୍ଲେଯୋଗ୍ୟ ଯେ, ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା…

Nepal Violence: Gen-Z ପ୍ରଦର୍ଶନ ସାମ୍ନାରେ କାହିଁକି ମୁଣ୍ଡ ନୁଆଁଇଲେ ନେପାଳ ସରକାର? ସାମ୍ନାକୁ ଆସିଲା ଅସଲ କାରଣ

କାଠମାଣ୍ଡୁ,୯।୯: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର (ସେପ୍ଟେମ୍ବର ୮)ରେ ସାରା ଦେଶରେ ଘଟିଥିବା ବିଶାଳ ପ୍ରତିବାଦ ଏବଂ ହିଂସା ଉପରେ ଗଭୀର ଦୁଃଖ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆଜି Gen-Z…

ଶେଷରେ ହାର ମାନିଲେ ସରକାର, ସୋସିଆଲ ମିଡିଆରୁ ହଟାଇଲେ ପ୍ରତିବନ୍ଧକ, ମନ୍ତ୍ରୀ କହିଲେ ‘ପଶ୍ଚାତାପ କରୁନୁ’

କାଠମାଣ୍ଡୁ,୯।୯: ନେପାଳ ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ କହିଛନ୍ତି ଯେ ସୋମବାର (୮ ସେପ୍ଟେମ୍ବର ୨୦୨୫) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ…

CAFA Nations Cup 2025: ଓମାନକୁ ପେନାଲଟିରେ ହରାଇଲା ଭାରତ, ଗୁରପ୍ରୀତଙ୍କ ଚମତ୍କାର ପ୍ରଦର୍ଶନ

ତାଜିକିସ୍ତାନ,୮।୯: ଭାରତୀୟ ଫୁଟବଲ ଦଳ ସିଏଏଫଏ ନେସନ୍ସ କପ ୨୦୨୫ରେ ଐତିହାସିକ ସଫଳତା ହାସଲ କରି ଓମାନକୁ ପେନାଲଟି ଶୁଟଆଉଟରେ ୩-୨ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ସୋମବାର ହିସୋର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସ୍ଥାନ ପାଇଁ…

ଘରେ ଏକା ଥିଲେ ମହିଳା: ପଶିଲା ନାଗ, ପରେ…

କନ୍ଧମାଳ,୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ପଦା ସାହିରେ ଜଣେ ମହିଳାଙ୍କ ଘରୁ ବିରାଟକାୟ ନାଗ ଉଦ୍ଧାର ହୋଇଛି।ତାକୁ ସିମନବାଡି ପଞ୍ଚାୟତ ସଲାବାଡ଼ି ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ ତିଲୋରୀ…

ନେପାଳ ଗୃହମନ୍ତ୍ରୀଙ୍କ ଇସ୍ତଫା: ବିକ୍ଷୋଭରେ ୨୦ ଜଣଙ୍କ ମୃତ୍ୟୁ ପରେ ନିଷ୍ପତ୍ତି

କାଠମାଣ୍ଡୁ,୮।୯: ନେପାଳର ଗୃହମନ୍ତ୍ରୀ ରମେଶ ଲେଖକ ସୋମବାର କାଠମାଣ୍ଡୁ ସମେତ ବିଭିନ୍ନ ସହରରେ ହୋଇଥିବା ବିକ୍ଷୋଭ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟଣା ପରେ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିଛନ୍ତି। କଂଗ୍ରେସ ପାର୍ଟିର ଅଧିକାରୀଙ୍କ ସହ ଏକ ବୈଠକରେ ଲେଖକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri