ହିନ୍ଦୀ ଭାଷା ବ୍ୟବହାର କରିବାକୁ ରେଳ କର୍ମଚାରୀଙ୍କୁ ପରାମର୍ଶ
ଭୁବନେଶ୍ୱର,୧୬।୧୨:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର୍.ଏନ୍.ସୁନକରଙ୍କ ଅଧ୍ୟକ୍ଷତାରେ ଗୁରୁବାର ୪୯ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ବୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ, ଖୋର୍ଦ୍ଧା ରୋଡ୍, ସମ୍ବଲପୁର, ୱାଲ୍ଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର…
କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ
ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ ଏବେବି ପ୍ରଶ୍ନ ଉଠୁଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ…
‘ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ’
ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୧୨: ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି। ଏହି ବୈଠକରେ ଆତଙ୍କବାଦ ବିରୋଧରେ ବିଶ୍ୱ ଆଭିମୁଖ୍ୟ ଉପରେ ନିଜ ମତ…
ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ
ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଡିଆରଡିଓ…
ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩
ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪ ରନ୍ର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ଆଠ ଉଇକେଟ ହରାଇ ୧୩୩ ରନ ସଂଗ୍ରହ…
ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ
କିଭ୍,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଡେପୁଟି ମୁଖ୍ୟ କିରୋଲୋ ଟିମୋଶେଙ୍କୋ କହିଛନ୍ତି, ବୁଧବାର ଏହି ଗୁଳି…
ବାୟୁସେନାର ଶକ୍ତି ପ୍ରଦର୍ଶନ, ଫ୍ରାନ୍ସରୁ ଆସିଲା ୩୬ ତମ ରାଫାଲ
ନୂଆଦିଲ୍ଲୀ,୧୫ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜଭୁତ ହୋଇଛି । ଭାରତୀୟ ବାୟୁସେନାରେ ଆଉ ଏକ ରାଫାଲ ବିମାନ ସାମିଲ ହୋଇଛି । ଫ୍ରାନ୍ସ ସହ ହୋଇଥିବା ରାଫାଲ…
ପ୍ରେମିକାଙ୍କୁ ହତ୍ୟା କଲେ ଲିଭ୍-ଇନ୍-ପାର୍ଟନର
ଥିରୁଭାନନ୍ତପୁରମ୍,୧୫ା୧୨: କେରଳରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲା ସମ୍ପର୍କରେ ପୋଲିସ କହିଛି, ଗୁରୁବାର ସକାଳେ ଓ୍ବାଝାଲିଆ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ୪୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ୍-ଇନ୍-ପାର୍ଟନର ହତ୍ୟା କରିଛନ୍ତି। ସିନ୍ଧୁ ନାମକ ମୃତା…
୬ ବର୍ଷରେ ବିହାରରେ ୨୦୨ ବିଷାକ୍ତ ମଦ୍ୟପାନ ମୃତ୍ୟୁ, ଦେଶରେ ୬,୧୭୨…
ନୂଆଦିଲ୍ଲୀ,୧୫।୧୨ : ବିହାରର ଛପରା ଜିଲାରେ ବିଷାକ୍ତ ମଦ୍ୟପାନ କରି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି। ୨୦୧୬ ଠାରୁ ବିହାରରେ ମଦ ନିଷେଧ ଆଇନ…
ଶିବସେନା ନିର୍ବାଚନୀ ଚିହ୍ନ ଧନୁତୀର ଫ୍ରିଜ ମାମଲା, ଫଇସଲା ସଂରକ୍ଷିତ ରଖିଲେ ହାଇକୋର୍ଟ…
ନୂଆଦିଲ୍ଲୀ,୧୫।୧୨ : ଶିବସେନାର ନିର୍ବାଚନୀ ଚିହ୍ନ, ଧନୁ ତୀରକୁ ଫ୍ରିଜ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପ୍ରସଙ୍ଗରେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ହୋଇଥିଲା। ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଦଳର ଆବେଦନ…
୨୫୦୦ ବର୍ଷ ସଂସ୍କୃତ ବ୍ୟାକରଣର ସମାଧାନ କଲେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ,୧୫ା୧୨: ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣର ସମାଧାନ କରି ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଯୁବଛାତ୍ର। ଏହି ଛାତ୍ରଙ୍କ ନାମ ଋଷି ରାଜପୁତ(୨୭)। ସେ କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପିଏଚ୍ଡି ଛାତ୍ର। ପ୍ରାଚୀନ ସଂସ୍କୃତ ଭାଷାର ମାଷ୍ଟର ପାନିନିଙ୍କ ଦ୍ୱାରା ଦିଆଯାଇଥିବା ଏକ…
ବିରୋଧ ସତ୍ତ୍ୱେ ଗୋଧରା କାଣ୍ଡ ଦୋଷୀଙ୍କୁ ସୁପ୍ରିମ୍କୋର୍ଟରେ ଜାମିନ…
ନୂଆଦିଲ୍ଲୀ,୧୫।୧୨ : ବିରୋଧ ସତ୍ତ୍ୱେ ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାକୁ ଗୁଜରାଟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲା। ତେବେ ଶୀର୍ଷକୋର୍ଟ କହିଛନ୍ତି ଯେ, ୨୦୦୪ରୁ ଫାରୁକ ଜେଲରେ…
Archives


