ପ୍ରଳୟ କ୍ଷେପଣାସ୍ତ୍ର କିଣିବା ପାଇଁ ସେନାର ଯୋଜନା…
ନୂଆଦିଲ୍ଲୀ,୨୦।୧୨ : ଚାଇନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଚିନ୍ତା କରୁଛି। ଏହା ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ସକ୍ଷମ ହେବ।…
ୟାର୍ଡ-୧୧୮୭୯ ନୌସେନାକୁ ହସ୍ତାନ୍ତର…
ନୂଆଦିଲ୍ଲୀ,୨୦।୧୨ : ପ୍ରୋଜେକ୍ଟ ୭୫ର, ୟାର୍ଡ-୧୧୮୭୯ ର ପଞ୍ଚମ କାଲଭାରୀ ଶ୍ରେଣୀ ବୁଡ଼ାଜାହାଜ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ପ୍ରୋଜେକ୍ଟ ୭୫ ଅନୁଯାୟୀ ସ୍କର୍ପିନ ଡିଜାଇନର ୬ଟି ବୁଡ଼ାଜାହାଜ ସ୍ବଦେଶୀ…
୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍ପି…
ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି। ୧୯୬୨ ଯୁଦ୍ଧରେ ଭାରତ ହରାଇଥିବା ଜମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର…
୨୦୨୧ରେ ପ୍ରତିଦିନ ୧୧୫ ଦିନ ମଜୁରିଆ-୬୩ ଗୃହିଣୀ କରିଛନ୍ତି ଆତ୍ମହତ୍ୟା…
ନୂଆଦିଲ୍ଲୀ,୨୦।୧୨ : ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା । ମଙ୍ଗଳବାର ଲୋକ ସଭାରେ ସରକାର ଏହି ସୂଚନା…
ପୁଣି ଘନେଇଲା କରୋନା ଆତଙ୍କ, ଦେଢ଼ମାସରେ ୫୫ ପ୍ରତିଶତ ମାମଲା ବଢ଼ିଲା…
ଓ୍ବାଶିଂଟନ,୨୦।୧୨ : କରୋନାର ବିପଦ ପୁଣି ଥରେ ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି। ଚାଇନା ସହିତ ଏସିଆ, ୟୁରୋପ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ନଭେମ୍ବର ୨ ରେ, ୩.୩ ଲକ୍ଷ ମାମଲା ବିଶ୍ୱବ୍ୟାପୀ…
ଲୋକ ସଭାରେ ଅପରେଶନ ଯମରାଜକୁ ପ୍ରଶଂସା କଲେ ଚିରାଗ ପାସଓ୍ବାନ…
ନୂଆଦିଲ୍ଲୀ,୨୦।୧୨ : ବିହାରରେ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସଂସଦରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଗଠିତ ମହାମେଣ୍ଟ ସରକାରକୁ ଘେରିବା…
ଭାରତ-ପାକିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥି ପାଇଁ ପୁଣି କହିଲା ଆମେରିକା…
ଓ୍ବାଶିଂଟନ,୨୦।୧୨ : ଭାରତ ପାକିସ୍ତାନ ପ୍ରସଙ୍ଗରେ ପୁଣି ମଧ୍ୟସ୍ଥି କରିବାକୁ ଆମେରିକା ଇଛା ପ୍ରକାଶ କରିଛି। ଦୁଇଦେଶ ମଧ୍ୟରେ ଥିବା ମତଭେଦ ଦୂର ପାଇଁ ଉଦ୍ୟମ ହେବା ଉପରେ ଆମେରିକା ଗୁରୁତ୍ୱାରୋପ କରି କହିଛି ଯେ, ଏନେଇ ବାକ୍ ଯୁଦ୍ଧ ନ…
୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି: ଉପରାଷ୍ଟ୍ରପତି…
ନୂଆଦିଲ୍ଲୀ,୨୦।୧୨ : ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଙ୍ଗଳବାର ରାଜ୍ୟ ସଭାରେ ନିଜ ଆସନରୁ ଉଠିବାକୁ ପଡିଛି। ସେ ଏମ୍ପିମାନଙ୍କୁ ମନେ ପକାଇବାକୁ କହିଥିଲେ ଯେ ଆମେ ଛୋଟପିଲା ନୁହେଁ। ଭାରତର ସ୍ବାଧୀନତାରେ ଆରଏସଏସର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ ନେତା…
ବଢ଼ିପାରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ସଂଖ୍ୟା: ଗୁଟେରସଙ୍କ ସୂଚନା…
ନ୍ୟୁୟର୍କ,୨୦।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ମଧ୍ୟ ଗମ୍ଭୀର ଭାବରେ ବିଚାର କରାଯାଉଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି…
ସପ୍ତାହେ ପୂର୍ବରୁ ଶୀତ ଅଧିବେଶନ ହୋଇପାରେ ଶେଷ…
ନୂଆଦିଲ୍ଲୀ,୨୦।୧୨ : ସଂସଦର ବର୍ତ୍ତମାନର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଏକ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାନୁସାରେ, ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକ୍ରମ…
ମମିତା ମେହେର ଘଟଣା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
ବଲାଙ୍ଗିର ଅଫିସ/ଭବାନୀପାଟଣା(ସ୍ବ.ପ୍ର.),୨୦।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ବଲାଙ୍ଗୀର ଜିଲା ଅନ୍ତର୍ଗତ କଣ୍ଟାବାଞ୍ଜି ଜେଲ୍ ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍ କର୍ତ୍ତୃପକ୍ଷ…
ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୨୦।୧୨: ଜମ୍ମୁ କଶ୍ମୀରର ଶୋପିଆନ ଜିଲାର ମୁଞ୍ଜ ମାର୍ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି। ଏଥିରେ ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କଶ୍ମୀର ସୂଚନା ଦେଇଛି। ଏହି ଆତଙ୍କବାଦୀମାନେ…
Archives


