ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ
ମୁମ୍ବାଇ: ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ସିଡନିଙ୍କୁ ଏକ ପ୍ରୋଡକ୍ସନ୍ କମ୍ପାନୀ…
ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା
ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ ଦିଆଯାଇଛି।…
ସାମ୍ବାଦିକ ସାଜି ବୁମ୍ ଧରି ପ୍ରଭାତୀ ପରିଡ଼ାଙ୍କୁ ପ୍ରଶ୍ନ ପଚାରିଲେ କନକବର୍ଦ୍ଧନ ସିଂ ଦେଓ, ଉତ୍ତରରେ କହିଲେ..
ଭୁବନେଶ୍ୱର,୧୮ା୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ…
ନବୀନଙ୍କ ଚାମ୍ବରରେ ସରିଲା କଂଗ୍ରେସର ବୈଠକ, ସଂଧ୍ୟା ୫ରେ ବଡ଼ ଘୋଷଣା
ଭୁବନେଶ୍ୱର,୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ…
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ, ବିଜେଡି ବିଧାୟକଙ୍କ ସହ ଚାଲିଛି ଗୁପ୍ତ ବୈଠକ, ଆଗକୁ…
ଭୁବନେଶ୍ୱର,୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ…
ବଡ଼ ଘୋଷଣା, ଏଣିକି ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ, ଜାଣନ୍ତୁ କେତେ…
ଭୁବନେଶ୍ୱର,୧୮।୯: ସୁଭଦ୍ରା ହତିଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଏଣିକି ୬୦ବର୍ଷ ପରେ ମିଳିବ ପେନସନ। ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା…
ଲୁଚିଛପି ଭାରତ ପିଠିରେ ଛୁରି ମାରିଲା ପାକିସ୍ତାନ: ସାଉଦି ଆରବ ସହ କଲା ବଡ଼ ଡିଲ୍
ଇସଲାମାବାଦ୍,୧୮।୯: ପାକିସ୍ତାନ ଏବେ ବି ଅପରେଶନ ସିନ୍ଦୂରକୁ ନେଇ ଭୟଭୀତ। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଲୁଚିଛପି ସାଉଦି ଆରବ ସହ ବଡ଼ ଡିଲ୍ କରିଛନ୍ତି। ସେ ସାଉଦି ଆରବ ସହିତ ଏକ ସ୍ବତନ୍ତ୍ର ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।…
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର,୧୮ା୯ (ରବିନାରାୟଣ ଜେନା): ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସରକାର ସୁରୁଖୁରୁରେ ଅଧିବେଶନ ଚଳାଇବାକୁ ଚାହୁଁଥିବାବେଳେ କେତେକ ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ…
‘ଏକ ପେଡ଼ ମା’ ଅଭିଯାନରେ ବିଶ୍ୱ ରେକର୍ଡ: ଓଡ଼ିଶାରେ ୧.୪୯ କୋଟି ଚାରା ରୋପଣ
ଭୁବନେଶ୍ୱର,୧୭।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ “ଏକ ପେଡ଼ ମା କେ ନାମ୍” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାରେ ୧,୪୯,୧୧,୩୩୯ ଚାରା ରୋପଣ କରି ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି। ସୁନ୍ଦରଗଡ଼…
କିପରି କୈଳାଶ ମାନସରୋବର ଯାତ୍ରା ବଦଳାଇଦେଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ୍, ଜାଣନ୍ତୁ
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଅଧ୍ୟାୟ ଉପରେ ଆସନ୍ତୁ ନଜର ପକାଇବା। ୧୯୮୮ରେ ମୋଦି କୈଳାଶ ମାନସରୋବର ଯାତ୍ରାରେ ଅଂଶଗ୍ରହଣ କରିଥିଲେ, ଯାହା ତାଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସାମର୍ଥ୍ୟକୁ ପରୀକ୍ଷା…
କେରଳରେ ୧୯ ଜଣଙ୍କ ଜୀବନ ନେଲାଣି ‘ମସ୍ତିଷ୍କ ଖାଉଥିବା ଆମିବା’: ସତେଜ ପାଣିରେ ବ୍ୟାପୁଛି, ଜାଣନ୍ତୁ କିପରି ସୁରକ୍ଷିତ ରହିବେ ?
ନୂଆଦିଲ୍ଲୀ,୧୭।୯: କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ (ପିଏଏମ୍) ସଂକ୍ରମଣର କେସ୍ ବୃଦ୍ଧି ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସତର୍କ ହୋଇଯାଇଛନ୍ତି। ଏହି ସଂକ୍ରମଣ ନିଗ୍ରୋହଲିୟା ଫାଓଲରୀ ଆମିବା ଦ୍ୱାରା ହୁଏ, ଯାହାକୁ ‘ମସ୍ତିଷ୍କ ଖାଉଥିବା ଆମିବା’ କୁହାଯାଏ। ୨୦୨୫ ମଧ୍ୟରେ କେରଳରେ ୬୯ଟି…
ମୋହନ ସରକାର ଉପରେ ବର୍ଷିଗଲେ ନବୀନ: ‘ପୋଲିସ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁନି, ସାଧାରଣ ଲୋକ କ’ଣ କରିବେ’
ଭୁବନେଶ୍ୱର,୧୭।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାର ଓ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ତୀବ୍ର ସମାଲୋଚନା କରିଛନ୍ତି। ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ୨୫ ବର୍ଷୀୟା ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ନିଖୋଜ…
Archives


