ଜାତିସଂଘରେ ବିଚଳିତ ହୋଇପଡ଼ିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ପାଟିରୁ ଖସିଗଲା ଏମିତି ଶବ୍ଦ
ନ୍ୟୁୟର୍କ,୨୭।୯: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଅନୁଷ୍ଠିତ AI ନବସୃଜନ ଆଲୋଚନା ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ତାଙ୍କ କଥା ସ୍ପଷ୍ଟ ଭାବରେ ପ୍ରକାଶ କରିବାରେ ବିଫଳ ହୋଇଥିଲେ। ଅତି କମରେ ସାତ ଥର ତାଙ୍କ ପାଟିରୁ ଶବ୍ଦ…
ଅତି ପ୍ରବଳ ବର୍ଷା ସମ୍ଭାବନା : ଏହି ଜିଲାରେ ୪୦-୫୦ କିମି ବେଗରେ ବହିବ ପବନ
ଭୁବନେଶ୍ୱର, ୨୭ା୯: ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଗୋପାଳପୁର ନିକଟ…
ଆଜି ଓଡ଼ିଶା ଆସିବେ ମୋଦି: ବିଶାଳ ଜନସମାଗମ ସମ୍ଭାବନା
ଭୁବନେଶ୍ୱର, ୨୭।୯(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ। ଝାରସୁଗୁଡ଼ାସ୍ଥିତ ଆମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋପାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି…
ବନ୍ୟା ଆଶଙ୍କା, ପ୍ରସ୍ତୁତ ରୁହ:୧୭ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୭ା୯(ସୁନିତ୍ ମିଶ୍ର):ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ ଜିଲା କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ୧୪ ଜିଲା ଯଥା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି,…
PSU କର୍ମଚାରୀଙ୍କୁ ଖୁସି କରିଦେଲେ ରାଜ୍ୟ ସରକାର: ବଢ଼ିଲା ମହଙ୍ଗା ଭତ୍ତା , ଜାନୁଆରୀ ପହିଲାରୁ…
ଭୁବନେଶ୍ୱର,୨୬।୯(ସୁନିତ୍ ମିଶ୍ର): ପୂଜା ପୂର୍ବରୁ ରାଜ୍ୟର ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ସରକାରୀ ଉଦ୍ୟୋଗ(ଷ୍ଟେଟ୍ ପିଏସ୍ୟୁ)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।…
ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ! ସବୁ ଅଧିକାରୀଙ୍କ ଛୁଟି ବାତିଲ୍
କଳାହାଣ୍ଡି,୨୬।୯: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ଏବଂ ଡିପ୍ରେସନ ସୃଷ୍ଟି ହେବ ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ପାଇଁ ରେଡ ଆଲର୍ଟ ଘୋଷଣା କରାଯାଇଛି। ତେଣୁ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା…
ନୂଆପଡା ଉପ-ନିର୍ବାଚନ: କଂଗ୍ରେସ ଖେଳିଲା ବଡ଼ଗେମ୍! କଲା ବଡ଼ ଘୋଷଣା
ଭୁବନେଶ୍ୱର, ୨୬।୯: ଓଡ଼ିଶା କଂଗ୍ରେସ କରିଛି ବଡ଼ ଘୋଷଣା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ରାଜ୍ୟର ୩୫ଟି ଜିଲା ପାଇଁ ନୂଆ ଜିଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଆଗକୁ ନୂଆପଡ଼ା ଉପ ନିର୍ବାଚନ ଥିବାବେଳେ ଏନେଇ…
ପ୍ରକାଶ ପାଇଲା OPSC ରେଜଲ୍ଟ, ଶ୍ରେଷ୍ଠ ୧୦ ମଧ୍ୟରେ ଜଣେ ମାତ୍ର ମହିଳା
ଭୁବନେଶ୍ୱର, ୨୬।୯: ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା 2023ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଏହା ସହିତ ଦ୍ୱିତୀୟ ସ୍ଥାନରେ ଅନନ୍ୟା…
ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍ସଅପ୍ ନମ୍ବର
ଭୁବନେଶ୍ୱର,୨୬।୯: ଓଡ଼ିଶା ସରକାର ମେଟା ସହଯୋଗରେ ‘ଆମ ସାଥୀ’ ଓ୍ଵାଟସଆପ ଚାଟବଟ ଓ ORTPSA ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଉନ୍ମୋଚନ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଏହି…
ଯଦି ମହିଳାଙ୍କ ବଦଳରେ ପୁରୁଷମାନଙ୍କର ଋତୁସ୍ରାବ ହୁଅନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା ?
ନୂଆଦିଲ୍ଲୀ: ୪୭ ବର୍ଷ ପୂର୍ବେ ‘Ms. Magazine’ରେ ଗ୍ଲୋରିଆ ଷ୍ଟେନମଙ୍କ ନିବନ୍ଧ “ଯଦି ପୁରୁଷଙ୍କୁ ମାସିକ ଋତୁସ୍ରାବ ହେଉଥାନ୍ତା” ପ୍ରକାଶିତ ହୋଇଥିଲା, ଯେଉଁଥିରେ ସମାଜରେ ମହିଳାଙ୍କ ପ୍ରତି ଋତୁସ୍ରାବ ନେଇ ଥିବା ପକ୍ଷପାତମୂଳକ ଦୃଷ୍ଟିକୋଣ ଓ ବୈଷମ୍ୟକୁ ତୀକ୍ଷ୍ଣ ଭାବେ ଉପସ୍ଥାପନ…
ବିଶ୍ୱ ଗର୍ଭନିରୋଧ ଦିବସ ୨୦୨୫: ଗର୍ଭଧାରଣ ରୋକିବା ସହିତ ନିରାପଦ ଯୌନ ସମ୍ପର୍କ କାହିଁକି ଗୁରୁତ୍ୱପୂର୍ଣ୍ଣ
ପ୍ରତିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ଗର୍ବନିରୋଧ ଦିବସ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ନିରାପଦ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ୨୦୨୫ ବର୍ଷରେ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ୱର,୨୬।୯: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏଘୁଚାପ ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୭ ସକାଳେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ।…
Archives


