ଶେଷରେ ଭାରତ ଆଗରେ ନଇଁଲା ପାକିସ୍ତାନ: ହାତ ଯୋଡ଼ି ନକଭି କହିଲେ..
ଇସଲାମାବାଦ୍,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକଭି ଭାରତକୁ କ୍ଷମା ମାଗିଛନ୍ତି। ସେ ଏସିଆନ କ୍ରିକେଟ ପରିଷଦ ବୈଠକରେ କହିଛନ୍ତି, ସେମାନେ ଏବେ ଏକ ନୂତନ ଆରମ୍ଭ କରିବା ଉଚିତ। ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ପରେ ନକଭି…
କାର୍ଯ୍ୟ ବି, ସନ୍ତାନ ବି
ଜାତିସଂଘ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍ ୧,୦୮୦ କୋଟିରେ ପହଞ୍ଚତ୍ବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୧୦୦…
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୨୨ ଜଣଙ୍କ ଜୀବନ ଗଲା, ବଢିପାରେ ମୃତ୍ୟୁ ସଂଖ୍ୟା
ମାନିଲା,୧।୧୦: ଫିଲିପାଇନ୍ସରେ ଭୂମିକମ୍ପ । ମଙ୍ଗଳବାର ମଧ୍ୟ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୯ ଥିବା ଜଣାପଡିଛି। ଏହି ଭୂକମ୍ପରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ, ଭୂମିକମ୍ପର…
ଦୀପାବଳି ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
ନୂଆଦିଲ୍ଲୀ,୧।୧୦: ସରକାର ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ ଟଙ୍କା ବୃଦ୍ଧି କରିଛନ୍ତି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦ ହେବ,…
ଲୋକଙ୍କ ପକେଟ୍ ହେବ ଖାଲି! ଆଜିଠୁ ବଦଳିଗଲା ଏହି ୫ ନିୟମ, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୧।୧୦: ଆଜି ଏକ ନୂତନ ମାସ, ଅକ୍ଟୋବରର ଆରମ୍ଭ। ଏହି ମାସରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସିଧାସଳଖ ଆପଣଙ୍କ ଜୀବନ ଏବଂ ଆପଣଙ୍କ ୱାଲେଟକୁ ପ୍ରଭାବିତ କରିବ। ଆଜିଠାରୁ, ଟ୍ରେନ ଟିକେଟ, UPI, ପେନସନ ଯୋଜନା ଏବଂ…
ଲଜ୍ଜାରେ ନଇଁଲା ଓଡ଼ିଶା ମୁଣ୍ଡ: ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ପ୍ରଥମ, ବର୍ଷକରେ ୧୯୭୮ କେସ୍ ରିପୋର୍ଟ
ନୂଆଦିଲ୍ଲୀ,୩୦।୯: ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍ ରେଜିଷ୍ଟର୍ କରିଛି, ଯାହା…
ତାମିଲନାଡୁରେ ପୁଣି ବଡ଼ ଦୁର୍ଘଟଣା, ଥର୍ମାଲ ପାଓ୍ବାର ଷ୍ଟେଶନ ବିଲ୍ଡିଂ ଭୁଶୁଡିବାରୁ ଚାପି ହୋଇ ୯ମୃତ
ଚେନ୍ନାଇ,୩୦।୯: ମଙ୍ଗଳବାର ସଂଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂଆ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ, ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଫସି ଯାଇଥିଲେ। ଦୁର୍ଘଟଣାର ଖବର…
ଟାଇମ୍ସ ଉଦୀୟମାନ ତାରକାଙ୍କ ତାଲିକାରେ ଯଶସ୍ୱୀ ଜୟସ୍ୱାଲ
ମୁମ୍ବାଇ,୩୦।୯: ଭାରତୀୟ କ୍ରିକେଟରେ ଏକ ନୂଆ ଚମକୁଟିବା ଚେହେରା ହେଉଛି ଯଶସ୍ୱୀ ଜୟସ୍ୱାଲ। ମାତ୍ର ୨୩ ବର୍ଷ ବୟସରେ ଏହି ଯୁବ କ୍ରିକେଟର ବିଶ୍ୱ କ୍ରିକେଟରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ଉତ୍ତର ପ୍ରଦେଶର ଏକ ଛୋଟ ଗାଁରୁ…
ପାର୍ବଣର ଖୁସି ଭିତରେ ସୃଷ୍ଟି ହେଲା ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୦।୯: ଦୁର୍ଗାପୂଜା ଓ ଦଶହରା ପାର୍ବଣର ଆନନ୍ଦମୟ ମାହୋଲ ମଝିରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ମିନିଟ୍ ପରେ ଏହି ଲଘୁଚାପ ସୃଷ୍ଟି ହୋଇଛି,…
କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ଉପରେ ବଡ ନିଷ୍ପତ୍ତି ନେଲେ ଭାରତ ସରକାର
ନୂଆଦିଲ୍ଲୀ,୩୦।୯: ସରକାର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ), ନ୍ୟାସନାଲ ସେଭିଂସ ସାର୍ଟିଫିକେଟ (ଏନଏସସି) ସମେତ ଲୋକପ୍ରିୟ କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକର ସୁଧ ହାର ସପ୍ତମ ତ୍ରୈମାସିକ ପାଇଁ ଅପରିବର୍ତ୍ତିତ ରଖିଛନ୍ତି। ନୂଆ ହାର ୧ ଅକ୍ଟୋବର ୨୦୨୫ରୁ ୩୧ ଡିସେମ୍ବର ୨୦୨୫…
”ଟ୍ରଫି ନିଜ ସମ୍ପତ୍ତି ନୁହେଁ, ଘରକୁ ନେଇ ପଳେଇଲ”; ଏସିସି ବୈଠକରେ ନକଭିଙ୍କୁ ଟ୍ୟୁସନ କଲେ ରାଜୀବ ଶୁକ୍ଳା
ନୂଆଦିଲ୍ଲୀ,୩୦।୯: ଏସିଆ କପ୍ ୨୦୨୫ ଫାଇନାଲ୍ ପରେ ଟ୍ରଫି ହସ୍ତାନ୍ତର ବିବାଦକୁ ନେଇ ମଙ୍ଗଳବାର ଏସିଆନ୍ କ୍ରିକେଟ୍ କାଉନସିଲ (ଏସିସି) ବୈଠକରେ ବିସିସିଆଇ ପିସିବି ଓ ଏସିସି ଅଧ୍ୟକ୍ଷ ମୋହସିନ ନାକଭିଙ୍କୁ କଠୋର ପ୍ରଶ୍ନ କରିଛି। ଭାରତ ନାକଭିଙ୍କ ହାତରୁ ଟ୍ରଫି…
ଭାରତର କୋଟିପତି ଚା’ବାଲା, ମାସକର ରୋଜଗାର ଶୁଣିଲେ ନିଜ ଚାକିରି ଭୁଲିଯିବେ…
ନୂଆଦିଲ୍ଲୀ,୩୦।୯: ଭାରତରେ ଚା କେବଳ ଏକ ପାନୀୟ ନୁହେଁ, ବରଂ ଏକ ଭାବନା। ସକାଳେ ଉଠିବା ଠାରୁ ରାତି ପର୍ଯ୍ୟନ୍ତ, ପ୍ରତ୍ୟେକ ଅବସର ପାଇଁ କପେ ଚା ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ। ଏହି ଚା ଏବେ ବ୍ୟବସାୟ ଜଗତରେ ବିପ୍ଳବ…
Archives


