ବ୍ରିଟେନ ସହ ଫାଲ୍କଲ୍ୟାଣ୍ଡ ଚୁକ୍ତିନାମା ବାତିଲ କଲା ଆର୍ଜେଣ୍ଟିନା…
ଲଣ୍ଡନ,୫।୩ : ଫାଲ୍କଲ୍ୟାଣ୍ଡ ଚୁକ୍ତିନାମାକୁ ଏକପାଖିଆ ବାତିଲ କରିବାକୁ ଆର୍ଜେଣ୍ଟିନା ନିଷ୍ପତ୍ତି ଯୋଗୁଁ ବ୍ରିଟେନରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇିଛି। ଆର୍ଜେଣ୍ଟିନାର ଏହି ନିଷ୍ପତ୍ତି ଉପରେ ବ୍ରିଟିଶ ସରକାରଙ୍କ ପ୍ରତିକ୍ରିୟା ତୁଳନାତ୍ମକ ଭାବେ ସାମାନ୍ୟ ଥିଲା। ଏନେଇ ସମାଲୋଚକମାନେ କହିଛନ୍ତି ଯେ,…
ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୩(ବ୍ୟୁରୋ): ରେଶମ ସହର ସହ ମନ୍ଦିରମାଳିନୀ ନଗର ଯୋଡ଼ି ହେବା ପାଇଁ ରାଜ୍ୟ ସରକାର ରବିବାର ବିମାନସେବାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଅର୍ଥାତ୍ ବିଜୁବାବୁଙ୍କ ଜୟନ୍ତୀରେ ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦ ସିଟ୍ ବିଶିଷ୍ଟ ଏହି ବିମାନ…
ଫିଲିପାଇନ୍ସରେ ଗଭର୍ନରଙ୍କ ସମତେ ୮ ଜଣଙ୍କୁ ହତ୍ୟା, ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ-୩ ଗିରଫ…
ମାନିଲା,୫।୩ : ଫିଲିପାଇନ୍ସରେ କେତେକ ଲୋକ ଆଖିବୁଜା ଗୁଳି ଚଳାଇଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଫିଲିପାଇନ୍ସର ପ୍ରାଦେଶିକ ରାଜ୍ୟପାଳ ରୋଏଲ ଡାଗାମୋ ଏବଂ ନୀରିହ ଗ୍ରାମବାସୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଅଧିକାରୀ ମାନେ କହିଛନ୍ତି ଯେ ପୋଲିସ ଜଣେ…
ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ନେଇ ଭୟଭୀତ କିମ୍, ବନ୍ଦ କରିବାକୁ ଜାତିସଂଘରେ କଲେ ଦାବି…
ପ୍ୟୋଙ୍ଗୟାଙ୍ଗ,୫।୩ : ମାର୍ଚ୍ଚ ୧୩ ରୁ ୨୩ ପର୍ଯ୍ୟନ୍ତ ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ସାମରିକ ଅଭ୍ୟାସକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଚିନ୍ତିତ ଅଛନ୍ତି। ଏହି କାରଣରୁ କିମ ଜୋଙ୍ଗ ସରକାର…
ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୩(ବ୍ୟୁରୋ): ସବୁ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି। ବିଜୁବାବୁଙ୍କ ଜୟନ୍ତୀରେ ତାଙ୍କର ପ୍ରିୟ ଡାକୋଟାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଡାକୋଟା’ ଲୋକାର୍ପିତ ହୋଇଛି। ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ରାଜ୍ୟବାସୀ ଦେଖିବାର…
କରୋନା ସକ୍ରିୟ ମାମଲା ଟପିଲା ଅଢ଼େଇ ହଜାର, ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ନେଇ ଚିନ୍ତାରେ ସରକାର…
ନୂଆଦିଲ୍ଲୀ, ୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର,ଆମେ ଗଣତନ୍ତ୍ରରୁ ଏକଛତ୍ରବାଦୀ ଶାସନକୁ ଆଡକୁ ଯାଉଛେ: ୯ ବିରୋଧୀ ଦଳ ନେତାଙ୍କ ମୋଦିଙ୍କୁ ଚିଠି…
ନୂଆଦିଲ୍ଲୀ,୫।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ନଅ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସାଇଜ ପଲିସି ପ୍ରସଙ୍ଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏକ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି…
ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ହେବ ଆଇଏନଏସ ବିକ୍ରାନ୍ତ ନୌସେନା କମାଣ୍ଡରଙ୍କ ବୈଠକ…
ନୂଆଦିଲ୍ଲୀ,୫।୩ : ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
ପ୍ରତିରକ୍ଷା ବଜେଟ ବଢ଼ାଇବାର ସଙ୍କେତ ଦେଲା ଚାଇନା…
ବେଜିଂ,୫।୩ : ଚାଇନା ଏହାର ବାର୍ଷିକ ସଂସଦ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ସଂସଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ଉତ୍ତରାଧିକାରୀଙ୍କ ନାମ ସମେତ ନୂତନ ମନ୍ତ୍ରୀଙ୍କ ସୂଚନା ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି।…
ଭାରତ-ଚାଇନା ସମ୍ପର୍କରେ ହେବ ସୁଧାର: ଚାଇନା ଗଣମାଧ୍ୟମର ଦାବି…
ବେଜିଂ,୫।୩ : ଜି-୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାଇନା ଏବଂ ଭାରତ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ସହଯୋଗ ଏବଂ ସୀମା ପରିସ୍ଥିତିର ସ୍ବାଭାବିକ…
ଚାଇନା ଆମେରିକାର ବଡ ଶତ୍ରୁ…
ଓ୍ବାଶିଂଟନ,୫।୩ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୂଳ ଭାରତୀୟ ନିକ୍କି ହାଲି କହିଛନ୍ତି ଯେ ଚାଇନା ହେଉଛି ଆମେରିକାର ସବୁଠାରୁ ଶକ୍ତିଶାଳୀ ଶତ୍ରୁ। ଚାଇନା ଭାବୁଛି ଯେ ଆମେରିକୀୟ ଯୁଗ ଅତିବାହିତ ହୋଇଛି, କିନ୍ତୁ ଏହା ଭୁଲ।…
ଆମେରିକା ଋଣ ବୋଝ ଛୁଇଁଛି ୩୧ ଟ୍ରିଲିୟନ ଡଲାର: ନିକ୍କି ହେଲି…
ଓ୍ବାଶିଂଟନ,୫।୩ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ମୂଳ ଭାରତୀୟ ନିକ୍କି ହେଲି ନିଜ ଦଳର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଯୋଗୁ ଦେଶର ଋଣବୋଝ ବଢ଼ି ୩୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିବା ନେଇ ନିନ୍ଦା କରିଛନ୍ତି। ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି…
Archives


