Home Middle

ବର୍ଷା ଯୋଗୁ ଲକ୍ଷ୍ନୌ-ଚେନ୍ନାଇ ମ୍ୟାଚ ରଦ୍ଦ

ଲକ୍ଷ୍ନୌ,୩।୫: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ପୂରା ହୋଇପାରିଲାନି। ପ୍ରଥମ ଇନିଂସର ଶେଷ ଓଭରରେ ବର୍ଷା…

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍‌

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟର ୩ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ସୁଧାଂଶୁ ଷଡ଼ଙ୍ଗୀ ଏବଂ ଅରୁଣ ଷଡ଼ଙ୍ଗୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଚଣ୍ଡିଗଡ,୩।୫: ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ବୁଧବାର ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ…

ପୁଟିନଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ଆଣିଲା ରୁଷିଆ

ମସ୍କୋ,୩।୫: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ରୁଷିଆ ଅଭିଯୋଗ କରିଛି। ରୁଷିଆ କହିଛି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ମସ୍କୋ ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। ହେଲେ ରୁଷିଆ…

ଅଗ୍ରିଆ ସମାଜ ପାଇଁ ଜମି, ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ଅଗ୍ରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ। କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲାରେ ବସବାସ କରିଥାନ୍ତି। ନିକଟରେ ଏହି…

ସଞ୍ଜୟ ସିଂଙ୍କୁ କ୍ଷମା ମାଗିନାହିଁ ଇଡି

ନୂଆଦିଲ୍ଲୀ,୩।୫: ଆମ ଆଦମୀ ପାର୍ଟି ଏମପି ସଞ୍ଜୟ ସିଂ ବୁଧବାର ତାଙ୍କର ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ଦାବି କରିଥିଲେ କି ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ…

ଥରିଲା ଆଫଗାନିସ୍ତାନ

କାବୁଲ,୩ା୫: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ଆଫଗାନିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୨୧ରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ମାପ କରାଯାଇଛି। ଖବର ଲେଖାହେବା ସୁଦ୍ଧା…

‘ୟୁପି-ବିହାରର ଶ୍ରମିକ ଗୋଆରେ…’ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ବୟାନକୁ ନେଇ ରାଗିଲେ ତେଜସ୍ବୀ

ପଣଜି,୩।୫: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଉତ୍ତର ପ୍ରଦେଶ ଓ ବିହାରର ୯୦ ପ୍ରତିଶତ ଶ୍ରମିକ ଗୋଆରେ ଅପରାଧ କରୁଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ହୋଇଛି ସରଗରମ।…

ଅତିକ-ଅଶରଫ ମାମଲା ପରେ ଭୟ କଲେଣି ମୁଖତାର ଅଂସାରି

ନୂଆଦିଲ୍ଲୀ,୩।୫: ଅତିକ ଅହମଦ ଓ ଅଶରଫ ଅହମଦଙ୍କ ହତ୍ୟା ପରେ ମାଫିଆ ମୁଖତାର ଅଂସାରି ଡରି ଯାଇଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବାଞ୍ଚଳର ମାଫିଆ ଡନ ମୁଖତାର ଅଂସାରି ଆହ୍ଲାବାଦ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ମୁଖତାରଙ୍କ ପତ୍ନୀ ଆଫଶା…

ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମୁଦ୍ରର ୧୩ ନମ୍ବର ଜୋନ୍‌ ଅଞ୍ଚଳରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।…

ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ଏହି କ୍ରିକେଟର

ନୂଆଦିଲ୍ଲୀ,୩ା୫: ଆର୍‌ସିବି ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। କାରଣ ଭାରତୀୟ କ୍ରିକେଟର ରଜତ ପଟିଦାର ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରାଇଛନ୍ତି। ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ହିଟର ରଜତ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।…

ସନ୍ୟାସ ନେବେନି ଧୋନି !…

ଲକ୍ଷ୍ନୌ,୩।୫ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ କୁହାଯାଉଛି , ସେ ବର୍ତ୍ତମାନର ଆଇପିଏଲ ସିଜନ ପରେ ପେଶାଦାର କ୍ରିକେଟରୁ ଅବସର ନେବେ। ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞମାନେ ଭାବୁଛନ୍ତି, ମାହି ଆସନ୍ତା ସିଜିନରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?